ଘର ଆଗରେ କେଉଁ ସବୁ ଗଛ ଥିଲେ ବହୁତ ଅଶୁଭ ସଙ୍କେତ ମିଳିଥାଏ ! 10+ Ajira Anuchinta
ଏ ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି । ଯିଏ କି ଭାବନ୍ତି ସବୁବେଳେ ଭଲରେ ରହିବା ପାଇଁ । ଯଦି ନିଜର ଘରଟିଏ ଥାଏ ତ ସବୁବେଳେ ଚାହାନ୍ତି କି ଘର ଉପରେ କୁଦୃଷ୍ଟି ନପଡୁ । ଏହା ପାଇଁ ଅନେକ ଉପଚାର ମଧ୍ୟ କରନ୍ତି । ତେବେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏଭଳି କିଛି ଅନୁଚିନ୍ତା ଯାହା ଆପଣ ମାନଙ୍କ ଜୀବନକୁ ସୁଖମୟ କରିବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧- ଯାହାକୁ ଆପଣ ଉପହାର ଦେଉଛନ୍ତି ତ କେବେ ଧାରୁଆ ଜିନିଷ ଦିଅନ୍ତୁ ନହିଁ ।
୨- ପୂଜା କରିବା ସମୟରେ ପୁରୁଷ ମାନେ ଦୂର୍ଗାଙ୍କୁ ସିନ୍ଦୁର ଚଢାନ୍ତୁ ନହିଁ । କି ମହିଳା ମାନେ ହନୁମାନଙ୍କୁ ସିନ୍ଦୁର ଚଢାନ୍ତୁ ନହିଁ । ୩- ସମସ୍ତ ମହିଳା ଗାଧୋଇ ସାରିବା ପରେ ସିନ୍ଦୁର ଲାଗନ୍ତି । ସିନ୍ଦୁର ଲଗାଇ ସାରିବା ପରେ କେଶରେ ଧଳା ଫୁଲ ଲଗାନ୍ତୁ ,ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ । ୪- ଘର ପାଇଁ ଝାଡୁ ତ ଅତ୍ୟନ୍ତ ଜରିରୀ କିନ୍ତୁ ଝାଡୁ କିଣିବା ସହିତ ଏକ ସାଙ୍ଗରେ କୁଲା କିଣନ୍ତୁ ନହିଁ । ୫- ଘର ସାମ୍ନାରେ କେବେ ପଥର ଜମା କରି ରଖନ୍ତୁ ନହିଁ ,ବା କଣ୍ଟା ଜାତୀୟ ଗଛ ରଖନ୍ତୁ ନହିଁ । ଏବଂ ଯେଉ ଗଛରୁ କ୍ଷୀର ବାହାରେ ସେହି ଗଛ ରଖନ୍ତୁ ନହିଁ ।
୬- ଛେଲି କ୍ଷୁର ଘରେ ପଡିବ ଦ୍ଵାରା ଧନୀ ରୁ ଗରିବ ହୋଇଯିବେ । ୭- ଯଦି ଘୁଷୁରି ଗୋଡର ଧୁଳି ଘରେ ପଡେ ତ ଧନିରୁ ଗରିବ ହେବେ । ୮- ଯଦି ରାଜଷ୍ପଳ ନାରୀର ପଦ ଧୁଳି ଠାକୁର ଘରେ ପଡେ । ସତଦିନ ଭିତରେ ଧନୀ ଥିଲେ ଗରିବ ହେବେ । ୯- ଯଦି ଗାଈ ଖୁରାର ଧୂଳି ଯଦି ଘରେ ପେଜ ତ ଗରିବ ଥିଲେ ଧନୀ ହେବେ । ଏବଂ ଧାନର ଧୂଳି ଯଦି ଘରେ ପଡେ । ଗରିବ ଥିଲେ ଧନୀ ହେବେ । ୧୦- ଯଦି ଘରରେ ଭଣଜାର ପଦ ଧୂଳି ପଡେ । ଗରିବ ଥିଲେ ଧନୀ ହେବେ । ୧୧- ଲିମ୍ବ ଗଛ କେବେ ହାଣିବେ ନହିଁ ,କି ତ କଥା ଜଳିବେ ନହିଁ ।
ଏହି କାଠ ଜଳିବା ଦ୍ଵାରା ଏହାର ଧୂଆଁ ଯଦି କୋଉ ପୁରୁଷଙ୍କ ନାକରେ ବାଜେ ତ ସେହି ପୁରୁଷ ନପୁରୁଷକ ହୋଇଥାନ୍ତି । ୧୨- ଘର ପାଖ ଗଛରେ ମହୁ ଫେଣା ହୋଇଥିଲେ ଏହା ବହୁତ ଶୁଭ ହୋଇଥାଏ । ୧୩- ଅମାବାସ୍ୟା ଦିନ ଘରକୁ ସଫା ରଖନ୍ତୁ ,ଯାହାବି କିଛି ଅଳିଆ ଅଛି ବାହାରକୁ ବାହାର କରିଦିଅନ୍ତୁ । ୧୪- ସବୁଦିନ ୮ ଗ୍ଳାସ ପାଣି ପିଅନ୍ତୁ ଏବଂ ବସିକି ପିଅନ୍ତୁ । କିନତି ପାଣିରେ କେବେ ମାଲା ମୁତ୍ର ତ୍ୟାଗ କରନ୍ତୁ ନହିଁ । ୧୫- ଯଦି ଆପଣ ମାଛ ଖାଉଛନ୍ତି ତ ମହୁରାଡି ମାଛ ଖାଆନ୍ତୁ ଓ ପୋଡିକି ଖାଆନ୍ତୁ ।
୧୬- ଝିଅମାନେ ବାହାହେବ ବେଳେ ଯୌତୁକ ନିଅନ୍ତି । ଯୌତୁକର ମାନେ ଯୌ – ଯମ ,ସ୍ଵାମୀ କୁ ଯମ ପାଖରୁ ଫେରାଇ ଆଣିବା । ଉ- ଉତ୍ତର ,ଶାଶୁ ଘରେ କେବେ ଉତ୍ତର ଦେବେନି । ତୁ -ତୁ କହିବେନି । କ – କନ୍ୟା ଥିଲୁ କୁଳବୋହୁ ହେଲୁ ,ଦୁଇ କୁଳର ସନ୍ନମାନ ରଖିବୁ । ଯଉତୁକ ମାନେ ଏହାହିହିଁ ହୋଇଥାଏ । କିନ୍ତୁ ଆଜିକାଲି ଯୌତୁକରେ ଟଙ୍କା ,ଗାଡି ନେଉଛନ୍ତି । କିନ୍ତୁ ଏହା ଠିକ ନୁହେଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କାମେଣ୍ଟ ,ଶେୟାର ।