IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରକୁ ପିମ୍ପୁଡି ଆସିବାର ଅର୍ଥ ! ଭଲ ନା ଖରାପ ହୋଇଥାଏ? ଦେଖନ୍ତୁ

ସମସ୍ତ ବ୍ୟକ୍ତି ଚାହିଁଥାନ୍ତି ସୁଖ ସମୃଦ୍ଧିର ଜୀବନ ବିତାଇବା ପାଇଁ । ଘରକୁ କୌଣସି ସମସ୍ଯା ନଆସିବା ପାଇଁ ଅନେକ ପ୍ରତିକାର ମଧ୍ୟ କରିଥାନ୍ତି । ଘର ଉପରେ କିପରି ଖରାପ ନଜର ବା ନକରାତ୍ମକ ଶକ୍ତିର ପ୍ରଭାବ ନପଡୁ ,ଘରକୁ ଶାନ୍ତିର ବତବାର ଆଣିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି । ହେଲେବି କିଛି ନା କିଛି ସମସ୍ଯା ଘର ଉପରେ ପଡିଥାଏ । ଆଜି ଆସନ୍ତୁ ଜାଣିବା ଘରକୁ ପିମ୍ପୁଡି ଆସିବା ଶୁଭ ନା ଅଶୁଭ ହୋଇଥାଏ ।

ଘରକୁ କଳା ପିମ୍ପୁଡି ଆସିବା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଘରକୁ କୌଣସି ଶୁଭ ସମୟ ବା ଖୁସିର  ଦିନ ଆସିବାକୁ ଯାଉଛି । କଳା ପିମ୍ପୁଡି ଘରେ ବାସ କରିବା ମଧ୍ୟ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଘରେ କେବେବି ଅର୍ଥ ସମସ୍ଯା ଦେଖା ଦେଇନଥାଏ । ଧନର ଆଗମନ ହୋଇଥାଏ ।ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସାରବାଦ ସେହି ଘର ଉପରେ ରହିଥାଏ । କିନ୍ତୁ ଘରେ ନାଲି ପିମ୍ପୁଡି ରହିବା ବହୁତ ଖରାପ ହୋଇଥାଏ ।

ଏହା ଦ୍ଵାରା ଘରକୁ କୌଣସି ଖରାପ ସମୟ ବ ଖରାପ ପରିସ୍ଥିତି ଆସିବାକୁ ଯାଉଛି । ଘରେ ନାଲି ପିମ୍ପୁଡି ବାସ କରିବା ମଧ୍ୟ ବହୁତ ଖରାପ ହୋଇଥାଏ । ଏହା ଦ୍ଵାରା ଘରେ କୌଣସି ହାନି ହୋଇଥାଏ ବା ଅର୍ଥର ଅଭାବ ଦେଖା ଦେଇଥାଏ । ଘରେ କୋଣସି ସମସ୍ଯା ମଧ୍ୟ ଦେଖା ଦେଇଥାଏ । ବସ୍ତୁ ଅନୁସାରେ ଘରର ଉତ୍ତର ଦିଗ ସଫାସଫି ରଖିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ । ମା ଲକ୍ଷ୍ମୀ ମଧ୍ୟ ସେହି ଘରେ ବାସ କରିଥାନ୍ତି ।

ଘରେ କଳା ମୂଷା ରହିବା ମଧ୍ୟ ବହୁତ ଖରାପ ହୋଇଥାଏ  ଏହା ଦ୍ଵାରା ଘରକୁ କୌଣସି ବିପଦ ଆସିବାର ସଂକେତ ହୋଇଥାଏ । ତେଣୁ ଘରକୁ ସର୍ବଦା ସଫା ରଖିବା ଉଚିତ । ଯାହା ଦ୍ଵାରା ଘରକୁ କୌଣସି ମୂଷା ରହିବେ ନାହିଁ । ଏହା କରିବା ଦ୍ଵାରା ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ପଡିବ ନାହିଁ ଏବଂ ଭଗବନଙ୍କ କୃପା ଦ୍ରୁଷ୍ଟି ସର୍ବଦା ଘର ଉପରେ ରହିବ । ଯଦି ଘରର କବାଟ ,ଝରକା ,ଆଲମାରୀରେ ପୋକ ଲାଗିଯାଇଛି ଏହା ମଧ୍ୟ ଶୁଭ ହୋଇନଥାଏ ।

ଏହା ଦ୍ଵାରା ଘରର ସଦସ୍ଯଙ୍କୁ ସମସ୍ଯା ଉଠାଇବାକୁ ପଡିଥାଏ । ଘରେ ମହୁମାଛି ବସା କରିବା ମଧ୍ୟ ଖରାପ ହୋଇଥାଏ । ଏହା ଦ୍ଵାରା ଘରେ କୌଣସି କାରଣ ପାଇଁ ଆସନ୍ତି ସୃଷ୍ଟି ହୋଇଥାଏ । ପଟିବାରରେ କଳହ ସୃଷ୍ଟି ହୋଇଥାଏ । ସେଥିଲାଗି ମହୁମାଛିକୁ ବହୁତ ଶୀଘ୍ର ଘରୁ ବାହାର କରିଦିଅନ୍ତୁ । ଏହି ସବୁରୁ ବଞ୍ଚିବା ପାଇଁ ବା ଘରକୁ ସୁଖ ଶାନ୍ତି ଆଣିବା ପାଇଁ ଘରକୁ ସର୍ବଦା ପରିଷ୍କାର ପରିଛନ ରଖିବା ଉଚିତ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button