IBN ଓଡ଼ିଶା ବ୍ୟୁରୋ

ଘର ବାହାରେ ଭୁଲରେ ବି ଏହି 2ଟି ଗଛ ଲଗାନ୍ତୁ ନାହିଁ, ଘରକୁ ଦରିଦ୍ରତା ମାଡି ଆସିବ ! Vaastu Tips

ଜୀବନରେ ଅନେକ ପ୍ରେକାରର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ । ସମସ୍ତ ମନୁଷ୍ୟ ଚାହିଁଥାନ୍ତି ବୈବାହିକ ଜୀବନରେ କିପରି ସୁଖ ସମୃଦ୍ଧି ଭରିଯାଉ । ସେଥିଲାଗି ଅନେକ ପ୍ରକାରର ଉପାୟ ବା ପ୍ରତିକାର କରିଥାନ୍ତି । ହେବେବି କିଛି ନା କିଛି ସମସ୍ଯା ଜୀବନକୁ ଆସିଥାଏ ।ପୃଥିବୀରେ ଅନେକ ପ୍ରକାରର ଗଛ ରହିଅଛି । ପ୍ରତ୍ୟକ ଗଛର କିଛି ନା କିଛି ମହତ୍ଵ ରହିଛି । ଘର ପାଖରେ କେଉଁ ଗଛ ରହିବା ଉଚିତ ଓ କେଉଁ ଗଛ ରହିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ଘରର ସୁଖ ସମୃଦ୍ଧି ପାଇଁ ଅନେକ ଉପଚାର କରିଥାଉ । ଠିକ ସେହିପରି ଆଜି ଆପଣମାନଙ୍କୁ ଏପରି ୨ଟି ଗଛ ବିଷୟରେ କହିବୁ ଯେଉଁ ଗଛ ଘର ବାହାରେ ଲଗାଇବା ବା ରଖିବା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ । ଆସନ୍ତି ଜାଣିବା ସେହି ୨ଟି ଗଛ ବିଷୟରେ । ଘର ପାଖରେ ଯଦି ଓସ୍ତ ଗଛ ଅଛି ଭୁଲରେବି ସେହି ଗଛକୁ କାଟନ୍ତୁ ନାହିଁ । ଓସ୍ତ ଗଛକୁ ସବୁବେଳେ ପୂଜା କରନ୍ତୁ । ଓସ୍ତ ଗଛ ଶ୍ରୀ ହରିଙ୍କ ସ୍ଵୋରୂପ ହୋଇଥାଏ । ଓସ୍ତ ଗଛକୁ କାଟିବା ବହୁତ ପାପ ହୋଇଥାଏ ।

ଏହା କରିବା ଦ୍ଵାରା ବହୁତ କ୍ଷତି ବା ନର୍କଭୋଗ କରିବାକୁ ପଡିଥାଏ । ଘର ବାହାରେ ଅଁଳା ଗଛ ଲଗାଇବା ବହୁତ ଶୁଭ ହୋଇଥାଏ । ଏହି ଗଛ ଲଗାଇବା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ । ଏହି ଗଛର ଫଳ ଭଗବାନ ବିଷ୍ନୁଙ୍କ ପ୍ରିୟ ଫଳ ହୋଇଥାଏ । ଏହି ଫଳକୁ ଭୋଗ ଲଗାଇବା ଦ୍ଵାରା ଭଗବାନ ବିସ୍ନୁ ପ୍ରସନ୍ନ ହୋଇଥାନ୍ତି ଓ ସବୁ ଇଚ୍ଛା ପୂର୍ଣ କରିଥାନ୍ତି । ଘର ବାହାରେ ଅଁଳା ଗଛରେ ମା ଲକ୍ଷ୍ମୀ ନାରାୟଣ ବାସ କରନ୍ତି । ଘର ବାହାରେ କୌଣସି ମନୁଷ୍ୟଙ୍କୁ ତାଳ ଗଛ ଲଗାଇବା ଉଚିତ ନୁହେଁ ।

ଏହି ଗଛ ଲଗାଇବା ଦ୍ଵାରା ସନ୍ତାନର ନାସ କରିଥାଏ । ସନ୍ତାନର କେବେବି ଉନ୍ନତି ହୋଇନଥାଏ । ଘର ବାହାରେ କୌଣସି ବ୍ୟକ୍ତି ସାହାଡା ଗଛ ଲଗାଇବା ଉଚିତ ନୁହେଁ । ଏହି ଗଛରେ ନକରାତ୍ମକ ଶକ୍ତି ବାସ କରନ୍ତି । ଯେଉଁ ବ୍ୟକ୍ତି ଏହି ଗଛକୁ ଲଗାଇବେ ପ୍ରେତ ହୋଇଯିବେ । ଭୁଲରେବି ଏହି ଗଛ ଘର ବାହାରେ ଲଗାନ୍ତୁ ନାହିଁ । ଏପରି ଅନେକ ପ୍ରକାରର ଗଛ ରହିଛି । ସେହି ଗଛ ମାନଙ୍କର ମହତ୍ଵ ମଧ୍ୟ ରହିଛି । ଦେବଦାରୁ  ଗଛ ଘରେ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ । ଘର ବାହାରେ ଲୀମ୍ବ ଗଛ ଲଗାଇବା ଉଚିତ ହୋଇଥାଏ ।

ଏହି ଗଛ ଲଗାଇବା ଦ୍ଵାରା ସୂର୍ଯ୍ୟ ଦେବତା ବହୁତ ପ୍ରସନ୍ନ ହୋଇଥାନ୍ତି । ଯେଉଁ ଘରର ବାହାରେ ଜାମୁ ଗଛ ରହିଥାଏ ସେହି ଘରେ କନ୍ୟା ସନ୍ତାନ ହୋଇଥାଏ । ବେଲ ଗଛ ପାଖରେ ଯଦି ଗୋଲାପ ଘଚ ଥାଏ ଏହା ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଘରକୁ ଦୁଃଖ ଦରିଦ୍ରତା ଆସିନଥାଏ ଓ ଅକାଳରେ ମୃତ୍ୟୁ ହୋଇନଥାଏ । ତେଣୁ ଗାର ବାହାରେ ଭୁଲରେବି ତାଳ ଓ ସାହାଡ ଗଛ ଲଗାନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button