ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ! ଜାଣନ୍ତୁ ଏହି 9ଟି ଲକ୍ଷଣରୁ

ସେହି ଲକ୍ଷଣ ମଧ୍ୟରୁ ପ୍ରଥମ ଲକ୍ଷଣ ହେଉଛି ଋତୁଶ୍ରାବ ବନ୍ଦ ହୋଇଯିବା । ଯଦି ଋତୁସ୍ରାବ ବନ୍ଦ ହୋଇଗଲା ଏହା ଗୋଟେ ବହୁତ ବଡ ଲକ୍ଷଣ । ଏହା ଦ୍ଵାରା ଜାଣିପାରିବ ଗର୍ଭବତୀ ଅଛନ୍ତି । ସେଥିଲାଗି ଘରକୁ କୀଟ ଆଣି ପରୀକ୍ଷା କରିବା ଉଚିତ । ଦ୍ଵିତୀୟ ହେଉଛି ଅଳ୍ପ ପରିମାଣରେ ରକ୍ତ ସ୍ରାବ ହେବା । ଗର୍ଭବତୀ ରହିବାର ଏକ ସପ୍ତାହ ପରେ ଏହି ରକ୍ତସ୍ରାବ ଦେଖାଦେଇଥାଏ । ତୃତୀୟ ଲକ୍ଷଣ ହେଉଛି ଗର୍ଭବତୀ ସମୟରେ ମହିଳାଙ୍କ ନିପୁଲର ରଙ୍ଗ ଦଦଳିଯିବା ବା ଦରଜ ହେବା ।
ଚତୁର୍ଥରେ ଗର୍ଭବତୀର ପ୍ରେଥମ ମାସରେ ବହୁତ ଥକା ଲାଗିବା । ପଞ୍ଚମରେ ଗର୍ଭବତୀ ସମୟରେ ବହୁତ ଥର ପରିଶ୍ରା ଲାଗିବା । ଷଷ୍ଠରେ ଗର୍ଭବତୀର ପ୍ରଥମ ମାସରେ ବାନ୍ତି ହୋଇଥାଏ । ଯାହା କିଛି ଖାଇଲେ ବାନ୍ତି ଲାଗିବା । ବାନ୍ତି ଲାଗିବା ସହ ମୁଣ୍ଡ ମଧ୍ୟ ବୁଲାଇଥାଏ । କିଛି ଲୋକଙ୍କର ୨ରୁ ୩ମାସ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଦେଇଥାଏ କିନ୍ତୁ ଆଉ କିଛି ଲୋକଙ୍କର ୯ମାସ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଦେଇଥାଏ । ସପ୍ତମରେ ଗର୍ଭବତୀ ସମୟରେ ବହୁତ ଥର ମଳତ୍ଯାଗ କରିବା ।
ଏହା ଯଦି ବହୁତ ପରିମାଣରେ ହେଉଥାଏ । ଡାକ୍ତରଙ୍କ ପରାମର୍ଶ କରି ଔଷଧ ମଧ୍ୟ ଖାଇପାରିବେ । ଅଷ୍ଟମରେ ଗର୍ଭବତୀ ସମୟରେ ତଳ ପେଟ କାଟିବା । ନବମରେ ହେଉଛି ଗର୍ଭବତୀ ସମୟରେ ଅଣ୍ଟାରେ କଷ୍ଟ ହେବା । ଗର୍ଭବତୀର ପ୍ରଥମ ମାସରେ ପିଠିରେ କଷ୍ଟ ହୋଇଥାଏ । ଏହି ୯ଟି ଲକ୍ଷଣରୁ ଆପଣ ଜାଣିପାରିବେ ଯେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ । ଯଦି ଆପଣଙ୍କର ଏହି ୯ଟି ଲକ୍ଷଣ ଦେଖା ଦେଉଛି ତାହାଲେ ଆପଣ ଜାଣିବେ ଗର୍ଭବତୀ ଅଛନ୍ତି ।
ଏହି ଲକ୍ଷଣ ମହିଳାଙ୍କ ପାଖରେ ସବୁ ଲକ୍ଷଣ ଦେଖା ଦେଇନଥାଏ । କୌଣସି ୩ଟି ଲକ୍ଷଣ ଦେଖାଦେଇଥାଏ । ଏହି ସମୟରେ ବହୁତ ସତର୍କତା ଅବଲମ୍ବନ କରିବାକୁ ହେବ । କୌଣସି କଷ୍ଟ କାର୍ଯ୍ୟ କରିବେ ନାହିଁ । ଗର୍ଭବତୀ ଅଛନ୍ତି କି ନାହିଁ ଜାଣିବା ପାଇଁ ମୁଖ୍ୟ ଉପାୟ ହେଉଛି ପ୍ରଥମେ ଗର୍ଭବତୀ ପରୀକ୍ଷାର କୀଟ ଆଣି ଘରେ କରିପାରିବେ । ଦ୍ଵିତୀୟ ହେଉଛି ଅଲ୍ଟ୍ରାସାଉଣ୍ଡ ମଧ୍ୟ କରିକି ମଧ୍ୟ ଜାଣିପାରିବେ । କୌଣସି ଲ୍ୟାବକୁ ଯାଇକି ଇଉରିନ ବା ରକ୍ତ ପରୀକ୍ଷା କରିବେ ସେଥିରୁ ମଧ୍ୟ ଜାଣିପାରିବେ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ ।ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।