IBN ଓଡ଼ିଶା ବ୍ୟୁରୋ

ଯଦି ଘରେ ଉନ୍ନତି ଚାହୁଁଛନ୍ତି ତାହେଲେ ହଳଦିର ଏହି ଉପାୟ କୁ ଆଜି ହିଁ କରନ୍ତୁ

ଜୀବନରେ ତ ଅନେକ ପ୍ରକାର ସମସ୍ଯା ଆସିଥାଏ । ସମସ୍ତ ବ୍ୟକ୍ତି ଚାହିଁଥାନ୍ତି ସୁଖ ସମୃଦ୍ଧିର ଜୀବନ ବିତାଇବା ପାଇଁ । କିପରି ସବୁ ସମସ୍ୟାକୁ ଦୂର କରିବେ ସବୁବେଳେ ଉପାୟ କରିଥାନ୍ତି । ହେଲେବି କିଛି ନା କଛି ସମସ୍ଯା ଜୀବନରେ ଆସିଥାଏ । ଗୁରୁବାର ମା ଲକ୍ଷମୀଙ୍କର ଓ ଦେବଗୁରୁ ବୃହସ୍ପତିଙ୍କ ଦିନ ହୋଇଥାଏ । ମା ଲକ୍ଷ୍ମୀ ଓ ଦେବା ବୃହସ୍ପତିଙ୍କୁ ପ୍ରସନ୍ନ କାରୁବା ଦ୍ଵାରା ଜୀବନରେ ସବୁ ସମସ୍ୟାରୁ ମୁକ୍ତି ପାଇବେ । ହଲଦିର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କର ଅଟେ ।

ଆସନ୍ତୁ ଜାଣିବା ଗୁରୁ ଗ୍ରହ ଶୁଭ ହେବ ପାଇଁ ହଲଦିରେ କିଛି ଉପାୟ ଗୁରୁବାର ଦିନ କରିବା ଉଚିତ । ହଲଦିର ବ୍ୟବହାର ସୁସ୍ଥ ,ସୁନ୍ଦର ଓ ଖରାପ ନଜରରୁ ରକ୍ଷା ମିଳିବ । ପୂଜା ସମୟରେ ହଲଦିରେ ଟୀକା ଲଗାଇବା ଦ୍ଵାରା ବୃହସ୍ପତି ମଜବୁତ ହୋଇଥାନ୍ତି । ଏବଂ ବାଣୀରେ ମଧୁରତା ଆସିଥାଏ । ହଲଦିକୁ ଦାନ କରିବା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ଯା ଦୂର ହୋଇଥାଏ । ଘାର ବାହାରେ ହଲଦିର ରେଖା ବନାନ୍ତି କୌଣସି ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରେ ନାହିଁ ।

ସ୍ନାନ ସମୟରେ ପାଣିରେ କିଛି ହଳଦୀ ପକାଇ ସ୍ନାନ କାଲେ ଶାରୀରିକ ଓ ମାନସିକ ଶୁଦ୍ଧତା ଦେଇଥାଏ । ସୂର୍ଯ୍ୟ ଦେବଙ୍କୁ ହଳଦୀ ପାଣିର ଜଳ ଦେଲେ ମନ ବାଞ୍ଛା ଫଳ ପ୍ରାପ୍ତି ହୁଏ । ପିସି ହଲଦିର ଦାନ କରନ୍ତୁ । ଏହି ହଳଦୀର ଗଣ୍ଠି ନେବା ଉଚିତ । ନଚେତ ଏହି ହଲଦିକୁ ହଳଦିଆ ସୂତାରେ ବାନ୍ଧି ହାତରେ ବା ବେକରେ ଧାରଣ କରିପାରିବେ । ଏହା କରିବା ଦ୍ଵାରା ବୃହସ୍ପତି ଗ୍ରହ ସମ୍ବଧୀୟ ଚିନ୍ତା ରହିଛି ତାହା ବହୁତ ଶୀଘ୍ର ଦୂର ହେବ । ଯଦି ଚାହୁଁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାଇରୂପେ ରୁହନ୍ତୁ ,

ଗୁରିବାର ଦିନ ସକାଳେ ହଳଦୀ ପାଣିକୁ ପୁରା ଘରେ ଚିଞ୍ଚାନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । କୌଣସିବି ସମସ୍ଯା ଆପଣଙ୍କ ଜୀବନକୁ ଆସିବ ନାହିଁ । ଏହା କରିବା ଦ୍ଵାରା ଜୀବନରେ କୌଣସି ଦୁଃଖ କଷ୍ଟ ଆସିବା ନାହିଁ । ବ୍ୟାପାର ବା ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଏହା ସହ ପଦୋନ୍ନତି ମଧ୍ୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଧନର ମଧ୍ୟ ପ୍ରାପ୍ତି ହେବ । ଯଦି ଆପଣ ଶାରୀରିକ ଓ ମାନସିକ ରୂପେ ନକରାତ୍ମକ ଉରଝାରେ ଘେରି ରହିଛନ୍ତି , ତାହେଲେ ସ୍ନାନ କରିବା ସମୟରେ ପାଣିରେ କିଛି ହଳଦୀ ପକାଇ ସ୍ନାନ କରନ୍ତୁ ।

କୌଣସି ନକରାତ୍ମକ ଶକ୍ତି ରହିବା ନାହିଁ । ସନ୍ତାନ ସୁଖ ହେଉ ବା ବୈବାହିକ ଜୀବନରେ ଏହି ଉପାୟ କରିବା ଦ୍ଵାରା ସବୁ ଚିନ୍ତା ଦୂର ହୋଇଯାଏ । ବିବାହରେ ବିଳମ୍ବ ହେଉଥିଲେ ମଧ୍ୟ ଏହା କରିବା ଦ୍ଵାରା ବହୁତ ଶୀଘ୍ର ବିବାହ ହୋଇଯିବ । ସନ୍ତାନ ପ୍ରାପ୍ତିର ଇଚ୍ଛା କରୁଥିଲେ ହଳଦୀ ମିଶା ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଏହା ବହୁତ ଶୁଭ ହୋଇଥାଏ । ଏବଂ ସନ୍ତାନର ସମସ୍ୟାକୁ ଦୂର କରିଥାଏ । କର୍ମ କ୍ଷେତ୍ରରେ ମଧ୍ୟ ଧନର ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button