ତକିଆ ତଳେ ଟଙ୍କିକିଆ କଏନ ରଖିକି ଶୋଇଲେ କେଉ ଲାଭ ପ୍ରାପ୍ତ ହୋଇଥାଏ ! ଏହା ସହ ଆହୁରି 20+ ଆଜିର ଅନୁଚିନ୍ତା

ଶୋଇବା ସମୟରେ ସମସ୍ତେ ମୁଣ୍ଡ ତଳେ ତକିଆ ରାଖୀ ଶୋଇଥାନ୍ତି । ଯଦି ଆପଣ ସବୁଜ କପଡାରେ ମୁଗକୁ ବାନ୍ଧି ତକିଆ ତଳେ ରଖୀ ଶୋଇବେ ଏବଂ ତାକୁ ସକାଳେ ମନ୍ଦିରରେ ଦାନ କରିବେ ତ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଯଦି ଆପଣ ଗୋଟିଏ ଧଳା କପଡାରେ ପାନମଧୁରୀ ବାନ୍ଧି ତକିଆ ତଳେ ରାଖୀ ଶୋଇବେ । ତାହେଲେ ଆପଣଙ୍କ ଉପରକୁ ଆସୁଥିବା ଗ୍ରହଦଶା କମ ହୋଇଯିବ । ଯଦି କିଛି ଚିନ୍ତାରେ ଅଛନ୍ତି ତା ମଧ୍ୟ ଦୂର ହେବ ।
ଶୋଇବା ସମୟରେ ତକିଆ ତଳେ କିଛି ରସୁଣ ପାଖୁଡା ରାଖୀ ଶୋଇଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏବଂ ସୁଖର ନିଦ୍ରା ହୋଇଥାଏ । ଯଦି ଆପଣଙ୍କ ଘରେ ଛୋଟ ଶିଶୁ ଥାଏ । ଶୋଇବା ସମୟରେ ଚମକୁଥାଏ ବା ଡରିକି ଉଠିଯାଉଥାଏ । ତାହେଲେ ଶିଶୁଟି ର ଶୋଇବାର ତକିଆ ତଳେ ଗୋଟେ ଲୁହା କଣ୍ଟା ରଖିଦିଅନ୍ତୁ । ଏହା ଦ୍ଵାରା ଶିଶୁ ଶୋଇବା ସମୟରେ ଆଉ ଚମକିବ ନାହି ଏବଂ ଆରମରେ ଶୋଇବ ।ଯଦି ସୋମବାର ଦିନ ରାତିରେ ଶୋଇବା ସମୟରେ ତକିଆ ତଳେ ସିନ୍ଦୁର ରାଖୀ ଶୋଇଲେ
ଏବଂ ମଙ୍ଗଳବାର ଦିନ ସେହି ସିନ୍ଦୁର କୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଆଗକୁ ଯିବେ ବା ପ୍ରଗତି କରିବେ । ଏବଂ ସ୍ଵାମୀ ଓ ସ୍ତ୍ରୀ ଙ୍କ ଭିତରେ ଚାଲିଥିବା ବିବାଦ ଦୂର ହେବ । ତକିଆ ପାଖରେ ହେଉ ବା ତକିଆ ତଳେ କେବେବି ଘଣ୍ଟା ରଖିବେ ନାହି । ଏହା ଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ । ଏହା ସହିତ ମାନସିକ ଚିନ୍ତା ମଧ୍ୟ ବୃଦ୍ଧିପାଇଥାଏ ।ଯଦି ଶୋଇବା ସମୟରେ ତକିଆ ତଳେ ମନିପର୍ସ ରଖିକି ଶୋଉଛନ୍ତି ତ ଏହା ଦ୍ଵାରା ପରିବାରରେ ବହୁତ ଖରଚ ହୋଇଥାଏ ।
ତ ସହିତ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ । ଯଦି ଶୋଇବା ସମୟରେ ତକିଆ ତଳେ ବହି କିମ୍ବା କୌଣସି ପେପର ରଖୁଛନ୍ତି ତା ଦ୍ଵାରା ନିଜର କ୍ଯାରିୟର ,ବୁଦ୍ଧି ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଶୋଇବା ସମୟରେ ଖଟ ପାଖରେ ଚପଲ ରଖନ୍ତୁ ନାହି । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ବା ଭଲ ନିଦ ଆସିନଥାଏ । ଶୋଇଲା ବେଳେ ତକିଆ ପାଖରେ ପଣି ବୋତଲ ରଖନ୍ତୁ ନହି । ଏହା ଦ୍ଵାରା ଜୀବନରେ ଖରାପ ପ୍ରଭାବ ପକାଇଥାଏ ।
ଶୋଇବା ସମୟରେ ଯଦି ହନୁମାନ ଚାଳିଶା ବହି ତକିଆ ତଳେ ରଖିବା ବା ପଢିକି ଶୋଇବେ ତ ଏହା ଦ୍ଵାରା ସବୁ ସଙ୍କଟ ଦୂର ହେବ । ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ଔଷଧ ରଖିବେ ନାହି । ଏହା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଶୋଇବା ସମୟରେ ପାଖରେ ଚାବି ରଖନ୍ତୁ ନାହି ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖାଦେଇଥାଏ । ଶୋଇବା ସମୟରେ ତକିଆ ତଳେ ଠାକୁରଙ୍କ ପୂଜା ଫୁଲ ରାଖୀ ଶୋଇଲେ ମନରେ ଶାନ୍ତି ଆସିଥାଏ ।
ଶୋଇବା ସମୟରେ ତକିଆ ତଳେ ବାସ୍ନା ଫୁଲ ବା ଧଳା କପଡାରେ ଇତ୍ର ଲଗାଇ ରଖିବା ଦ୍ଵାରା ସମ୍ପର୍କରେ ବା କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିଥାଏ । ଶୋଇବା ସମୟରେ ପାଦର ଗୋଇଠିରେ ଲେମ୍ବୁ ଲଗାଇ ଶୋଇଲେ ଗୋଇଠି ଫାଟିବା ନାହି । ଶୋଇବା ସମୟରେ ଲେମ୍ବୁ ମୂହରେ ଘଷି ପନ୍ଦର ମିନିଟ ପରେ ୨୧ ଥର ପଣି ଛିଟା ମରନ୍ତୁ । ଅଧୂଆ ମୁହର ପାଣି ମୂହର ଛିଟା ମରନ୍ତୁ ଦେଖିବେ ବ୍ରଣ ହେବାନହି ।ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।