IBN ଓଡ଼ିଶା ବ୍ୟୁରୋ

Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଏହି 4ଟି ରାଶିର ଶୁଭ ସମୟ, ବହୁତ ଜଲ୍ଦି ମିଳିବ ବଡ ଖୁସିର ଖବର

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଗ୍ରହର ଚଳନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଏବଂ ଏହି ପରିବର୍ତ୍ତନ ବ୍ୟକ୍ତି ର ରାଶି ମାଧ୍ୟମରେ ବ୍ୟକ୍ତି ଜୀବନ ରେ ପ୍ରଭାବ ପକାଇଥାଏ ।

ତେବେ ଗ୍ରହ ମାନଙ୍କ ସ୍ଥିତି ରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ କାରଣରୁ ୧୨ ଟି ରାଶି ମଧ୍ୟରୁ ୪ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ଏହି ରାଶି ମାନଙ୍କ ଉପରେ ପ୍ରଭୁ ବଜରଙ୍ଗବଲୀ ଙ୍କ କୃପାଦୃଷ୍ଟି ମଧ୍ୟ ପଡ଼ିବାକୁ ଯାଉଛି । ଗ୍ରହର ପରିବର୍ତ୍ତନ ଓ ପ୍ରଭୁ ହନୁମାନ ଙ୍କ କୃପାଦୃଷ୍ଟି ଦ୍ଵାରା ଏହି ରାଶି ମାନଙ୍କ ଜୀବନ ରେ ମଧ୍ୟ କେତେ ଗୁଡ଼ିଏ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ ଏବଂ ସେମାନଙ୍କ ଭାଗ୍ୟରେ କଣ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି ।

୧. ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

୨. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ । ଏମାନେ ସମସ୍ତ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ କୌଣସି ଅଟକି ରହି ଯାଇଥିବା ସରକାରୀ କାମ ପୂର୍ଣ ହେବ । ଏମାନଙ୍କ କଳାତ୍ମକ ଶକ୍ତି ର ବିକାଶ ହେବ । ପ୍ରତିଯୋଗୀ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାମଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।

୩. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏହି ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ।

୪. ଏହି ରାଶିର ବ୍ୟକ୍ତି ଙ୍କୁ ସଫଳ ପରିଣାମ ପ୍ରାପ୍ତ ହେବ । ଏମାନଙ୍କୁ ଚାକିରୀ ଓ ବ୍ୟାପାର ଉଭୟ କ୍ଷେତ୍ରରେ ସଫଳତା ହାସଲ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢ଼ିବ । ଏହା ସହିତ ଆପଣ ବିଦେଶ ନଗରିକତ୍ୱ ତଥା ଚାକିରୀ ପାଇଁ କରିଥିବା ସରକାରୀ ଆବେଦନ ମଧ୍ୟ ସଫଳ ହେବ । ଏହା ସହିତ ଏହୂ ରାଶିର ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭୌତିକ ସୁଖ ର ବୃଦ୍ଧି ହେବ । ଏହି ରାଶି ମାନଙ୍କ ଉପରେ ଆସନ୍ତା ସମୟରେ କେବଳ ଧନର ବର୍ଷା ହେବ ।

ତେବେ ବନ୍ଧୁଗଣ ସେହି ୪ଟି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘ତୁଳା ରାଶି’, ‘ବିଚ୍ଛା ରାଶି’, ‘ମିଥୁନ ରାଶି’ ଏବଂ ‘କୁମ୍ଭ ରାଶି’ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button