IBN ଓଡ଼ିଶା ବ୍ୟୁରୋ

ନିଜେ ମାତା ଲକ୍ଷ୍ମୀ କହିଛନ୍ତି ଯିଏ ହଳଦିରେ କରିବ ଏହି ଉପାୟ ଭରିଦେବି ତାର ତିଜୋରି

ଶାସ୍ତ୍ରରେ ଏମିତି କିଛି ବିଶେଷ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ଵାରା କୁହାଯାଇଛି ମାତା ଲକ୍ଷ୍ମୀ ନିଜେ ଏହି ବରଦାନ ଦେଇଛନ୍ତି । ଯିଏବି ଏହି ଉପାୟ କରିବ ମୁ ସବୁବେଳେ ତା ସାଥିରେ ରହିବି । ଯାହା ସହିତ ମାତା ଲକ୍ଷ୍ମୀ ରହିବେ ତାର ଘରେ କେବେ ଧନ ଦୌଲତର କିଛି କମି ହେବନି ।  ଯେଉଁ ବ୍ୟକ୍ତି ହଳଦିକୁ ଛୁଇଁକି ଏହି ମନ୍ତ୍ର କହିବ ମାତା ଲକ୍ଷ୍ମୀ ସାକ୍ଷାତ ତା ସାଥିରେ ରହିଥାନ୍ତି । ଦେଖିଥିବେ ଫୋଟରେ ମାତା ଲକ୍ଷ୍ମୀ ସବୁବେଳେ ବିଷ୍ନୁଙ୍କ ପାଦ ଦବେଇଥାନ୍ତି । ମାନେ ଯେଉଁଠିବି ଭଗବାନ ବିଷ୍ନୁଙ୍କ ପୂଜା ହୋଇଥାଏ, ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ହଳଦିକୁ ବୃହସ୍ପତି ଗ୍ରହ ସହିତ ଯୋଡିକି ଦେଖାଯାଇଥାଏ । ଯଦି କେଉଁ ବ୍ୟକ୍ତି ବୃହସ୍ପତି ଗ୍ରହକୁ ପ୍ରସନ୍ନ କରନ୍ତି ଓ ତାଙ୍କ ଲାଗି କିଛି ଉପାୟ କରନ୍ତିକି ଯାହା ଫଳରେ ସେ ପ୍ରସନ୍ନ ହୋଇଥାନ୍ତି । ସେହି ବ୍ୟକ୍ତି ଘରେ କେବେ ଧନର କମି ହୋଇନଥାଏ ।

ସେଥିପାଇଁ ଆମେ ଆଜି ଲକ୍ଷ୍ମୀଙ୍କୁ ଘରେ ସ୍ଥାଇ ବାସ କରାଇବା ପାଇଁ ହଳଦୀ ସହିତ ଜଡିତ କିଛି ଖାସ ଉପାୟ ବିଷୟରେ କହିବୁ । ହଳଦୀର ଉପାୟ ଦ୍ଵାରା ମନୁଷ୍ୟର ଅନେକ ସମସ୍ୟାର ସମାଧାନ ବହୁତ ସହଜରେ ହୋଇଥାଏ । ହଳଦୀ ଗୋଟେ ବିଶେଷ ପ୍ରକାରର ଔଷଧୀ ଅଟେ, ଯେଉଁଥିରେ ଡୈବିକ ଗୁଣ ରହିଥାଏ । ଆଜି ଆମେ ହଳଦିର ଏମିତି ଗୋଟେ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଆପଣଙ୍କ ଘରକୁ ଧନ ଆସିବାର ସବୁ ମାର୍ଗ ଖୋଲିଯିବ ।

ଏଥିଲାଗି ଆପଣଙ୍କୁ ଗଣ୍ଠି ବାଲା ହଳଦିର ପ୍ରୟୋଗ କରିବାକୁ ପଡିବ, ଏମିତି କୁହାଯାଏକି ଗଣ୍ଠି ବାଲା ହଳଦୀ, ହଳଦିଆ ପୋଖରାଜ ଭଳି କାମ କରିଥାଏ ।  ଯେଉଁ ବ୍ୟକ୍ତି ବୃହସ୍ପତି ଗ୍ରହକୁ ମଜଭୁତ ଓ ତାଙ୍କର କୃପା ପାଇବାକୁ ଚାହୁଁଛନ୍ତି ଏହି ଉପାୟ ଗୋଟେ ରାମ ବାଣ ଅଟେ । ଗଣ୍ଠି ବାଲା ହଳଦୀ ଆଣି ତାକୁ ସୂତାରେ ବାନ୍ଧିଦେଇ ଏହାକୁ ମନ୍ଦିରକୁ ନେଇ ଯାଇ ଧରକି ବସି ବା ଛୁଇଁ ଏହି ମନ୍ତକୁ ୧୦୮ ଥର ଜପ କରିବାର ଅଛି । ମନ୍ତ୍ର ହେଉଛି ‘ ଓଂ  ନମୋଃ ଭଗବତେ ବାସୁଦେବାୟ।

ଜପ ପୁରା ହୋଇଗଲା ପରେ ଦେଶୀ ଘିଅର ଦୀପ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଦୀପ ଲଗାନ୍ତୁ ଓ ସେଇ ହଳଦୀ ଗାଣ୍ଠର ମାଳାକୁ ମା ଲକ୍ଷ୍ମୀଙ୍କୁ ପିନ୍ଧାଇ ଦିଅନ୍ତୁ । ଯାହା ମନରେ ସମ୍ବନ୍ଧିତ ସମସ୍ୟା ଓ ମନରେ ଯାହା କାମନା ରହିଛି ମା ଲକ୍ଷ୍ମୀଙ୍କୁ କୁହନ୍ତୁ । ଯଦି ହଳଦୀ ଧାରଣ ବାଲା ଏହି ଉପାୟ କରିବେ ଏହାକୁ ଆପଣ କେବଳ ଗୁରୁବାର ଦିନ କରିପାରିବେ । ଯେତେବେଳେ ଦୀପ ଲିଭିଯିବା କଣ କରିବେ ସେଇ ହଳଦୀ ଗାଣ୍ଠକୁ ଯେଉଁଠି ତାଙ୍କ ପଇସା ରଖିଥିବେ ବା ନୋଟ ଥିବା ସେଇ ନୋଟକୁ ହଳଦୀ ଗାଣ୍ଠର ମାଳାକୁ ପିନ୍ଧାଇ ଦିଅନ୍ତୁ । ଦେଖିବେ ସବୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button