IBN ଓଡ଼ିଶା ବ୍ୟୁରୋ

ଦୁନିଆର ସବୁ ଝିଅଙ୍କୁ ପଟେଇ ପାରିବେ, ଏହି ୩ଟି କାମ କରନ୍ତୁ ।

କ’ଣ ଆପଣ single ଅଛନ୍ତି ଆଉ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ଆପଣ single କ’ଣ ପାଇଁ ଅଛନ୍ତି । ଆପଣ ବହୁତ୍ ଝିଅଙ୍କୁ propuse କରି ସାରିଲେଣି କିନ୍ତୁ ଝିଅମାନେ ଆପଣଙ୍କୁ ମନା କରି ଦେଉଛନ୍ତି । ଆଉ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ଝିଅମାନେ ଏମିତି କ’ଣ ପାଇଁ କରୁଛନ୍ତି । ଏହି ତିନୋଟି ଭୁଲ୍ ପାଇଁ ସମସ୍ତ ଝିଅ ଆପଣଙ୍କୁ ମନା କରି ଦେଉଛନ୍ତି । କ’ଣ କ’ଣ ସେହି ଭୁଲ୍ ଗୁଡ଼ିକ ଜାଣିବା ପାଇଁ ଏହି ପ୍ରସଙ୍ଗଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

୧. ଭିକ ମାଗୁଛନ୍ତି ।
ଆପଣ ପ୍ରଥମେ ଯାହା ଭୁଲ୍ କରୁଛନ୍ତି ଆପଣ ଭିକ ମାଗୁଛନ୍ତି । ଭିକ କ’ଣ ମାଗୁଛନ୍ତି ନା ପ୍ରେମର ଭିକ ମାଗୁଛନ୍ତି । କଥା ହେବା ପାଇଁ ଭିକ ମାଗୁଛନ୍ତି, attention ପାଇଁ ଭିକ ମାଗୁଛନ୍ତି, କିଛି ବି ପାଇଁ ଭିକ ମାଗୁଛନ୍ତି । କ’ଣ ପାଇଁ ନା କୌଣସି ବି ଝିଅ ଚାହାନ୍ତି ନାହିଁ କୌଣସି ବି ପୁଅ ତାଙ୍କୁ ଏପରି ଭିକ ମାଗନ୍ତୁ । କିନ୍ତୁ ତାଙ୍କୁ ବହୁତ୍ ମଜା ଲାଗିଥାଏ ଭିକ ପୁଅ ମାଗନ୍ତୁ କିନ୍ତୁ ଏପରି ଆପଣ କରିବା କଥା ନୁହେଁ । ଭାବନ୍ତୁ କି ଆପଣ ମିଠା ଖାଇବା ପାଇଁ ପସନ୍ଦ କରନ୍ତି ଏବଂ ଡରବି ଅଛି ଯେ ମିଠା ଖାଇବି ତ ଡାଇବେଟିସ ହୋଇଯିବ । ରୋଗ କେହି ନେବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ମିଠା ଖାଇବା ପାଇଁ ସମସ୍ତଙ୍କର ପସନ୍ଦ ହୋଇଥାଏ । ଠିକ୍ ଏହିପରି ଝିଅମାନେ ଚାହିଁଥାନ୍ତି ପୁଅମାନେ ତାଙ୍କ ଆଗରେ ଗିଡିଗିଡାନ୍ତୁ, ପ୍ରେମର ଭିକ ମାଗନ୍ତୁ, ତାଙ୍କୁ ନୋଟିସ୍ କରନ୍ତୁ, ପ୍ରଶଂସା କରନ୍ତୁ ଏହିସବୁ ଝିଅମାନେ ଚାହିଁଥାନ୍ତି । ଝିଅମାନେ ସେହି ଲୋକକୁ ଭାଉ ଦେଇଥାନ୍ତି ଯାହାଙ୍କ ପାଖରୁ ମିଳିନଥାଏ । ଆଉ ଥରେ ଶୁଣନ୍ତୁ ଝିଅମାନେ ତାଙ୍କୁ ଭାଉ ଦେଇଥାନ୍ତି ବା boy friend ବନାଇ ଥାନ୍ତି ଯିଏ ତାଙ୍କୁ ignour ବା ଅଣଦେଖା କରିଥାଏ । ଯଦି କୌଣସି ଝିଅ ଆପଣଙ୍କୁ ignour କରୁଛନ୍ତି ବା ଆପଣଙ୍କ କଥା ମାନୁ ନାହାନ୍ତି କ’ଣ କରିବ ନା ଆପଣ ବି ignour କରନ୍ତୁ । ପଟିବ ତ ଭଲ କଥା ନହେଲେ ଭାଡମେ ଯାଉ କ’ଣ ପାଇଁ ନା ଇଜ୍ଜତ ବହୁତ୍ ଜରୁରୀ । କିନ୍ତୁ ପ୍ରେମର ଭିକ କେବେ ମାଗନ୍ତୁ ନାହିଁ । ଏହି ଭୁଲ୍ କରିବ ବା ପ୍ରଥମ ଭୁଲ୍ ପ୍ରେମର ଭିକ ମାଗୁଛନ୍ତି ତ ବହୁତ୍ ବଡ଼ ଭୁଲ୍ କରୁଛନ୍ତି ।

୨. ଭୁଲ୍ ତାଙ୍କର ଥାଏ କିନ୍ତୁ ଭୁଲ୍ ଆପଣ ମାଗି ଥାନ୍ତି
ଦ୍ଵିତୀୟ ଭୁଲ୍ ହେଉଛି ଭୁଲ୍ ତାଙ୍କର ଥାଏ କିନ୍ତୁ ଭୁଲ୍ ଆପଣ ମାଗିଥାନ୍ତି । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କୁ କୌଣସି ବି ଝିଅ ପସନ୍ଦ କରିବେ ନାହିଁ । ଯଦି ଆପଣ ଭାବିବେ ମୁଁ ତାଙ୍କ ପାଇଁ ଏଇଆ କରିଦେବି, ସେଇଆ କରିଦେବି, ଏମିତି ଆଣି ଦେବି, ଏମିତି କରୁଛନ୍ତି ସେମିତି କରୁଛନ୍ତି ମାନେ ତାଙ୍କ ବିଷୟରେ ବହୁତ୍ କିଛି ଭାବି ଥାନ୍ତି । ନାହିଁ ଝିଅମାନେ ତାଙ୍କୁ ପସନ୍ଦ କରନ୍ତି ଯାହାଙ୍କର ସୁନ୍ଦର ଜୀବନ ଥାଏ ବା କିଛି ଲକ୍ଷ୍ୟ ଥାଏ ତାଙ୍କୁ ପସନ୍ଦ କରନ୍ତି । ମାନେ ନାହିଁ ଯେ ଜୀବନକୁ ବରବାଦ କରିଦେବ ଏମିତି କେବେ କରିବ ନାହିଁ । ତାଙ୍କ ପାଇଁ ୨୪ ଘଣ୍ଟା ଭାବିବା କଥା ନୁହେଁ । ତାଙ୍କର ଯଦି କିଛି ଭୁଲ୍ ଅଛି ତ କୁହ ତୁମର ଭୁଲ୍ ଅଛି ବା ବୁଝାନ୍ତୁ କିନ୍ତୁ ଆପଣ ସେଥି ପାଇଁ sorry କୁହନ୍ତୁ ନାହିଁ । ଯଦି ଗୋଟେ ଥର ଏହି ଭୁଲ୍ କରିଦେଲ ତେବେ ଝିଅ ବାରମ୍ବାର ଏହି ଭୁଲ୍ କରିବେ ଏବଂ ଆପଣଙ୍କୁ ବାରମ୍ବାର ତାଙ୍କ ପାଦ ତଳେ ରଖିବେ । ଆଉ ଜୀବନ ସାରା ଲଭର ବନାଇ ପାରିବ ନାହିଁ କାନ୍ଦି କାନ୍ଦି ଜୀବନ ଯିବ । ତେବେ ଏହିପରି ଭୁଲ୍ ମଧ୍ୟ କେବେ କରନ୍ତୁ ନାହିଁ ।

Google
୩. ସବୁବେଳେ Available ରହିବେ ନାହିଁ ।
ତୃତୀୟ ଭୁଲ୍ ହେଉଛି ସବୁବେଳେ Available ରହିବେ ନାହିଁ । ଝିଅମାନଙ୍କ ପାଇଁ ସବୁବେଳେ ବା ୨୪ ଘଣ୍ଟା Available ରହିବା କଥା ନୁହେଁ । ମାନେ ଝିଅ କିଛି ବି କୁହେ ଆପଣ ମାନିଯାଉ ସେ ଏମିତି କହିଲେ ମାନିଯାଉ ସେ ସେମିତି କହିଲେ ମାନିଯାଉ ମାନେ ଆପଣ ବହୁତ୍ ବଡ଼ ମୂର୍ଖ ଯଦି ଆପଣ ତାଙ୍କ କଥା ସବୁବେଳେ ମାନୁଛନ୍ତି, ଆଉ ତାଙ୍କ ପାଖରେ ସବୁବେଳେ Available ରହୁଛନ୍ତି। ଯଦି ଏହି ଭୁଲ୍ କରୁଛନ୍ତି ତେବେ ଆପଣଙ୍କୁ କେବେବି ଝିଅ ପଟିବେ ନାହିଁ । କିନ୍ତୁ ନାହିଁ ଯଦି ଝିଅ କହିଦିଏ ସେହି ଜାଗାକୁ ଯିବା ପାଇଁ ଆପଣ ଯେମିତି ହେଲେବି ଯାଇ ଥାନ୍ତି। କିନ୍ତୁ ନାହିଁ ଯଦି ଝିଅ କୁହେ ଚାଲ୍ ସେହି ଜାଗାକୁ ଯିବା ଆପଣ କହିପାରିବ ନାହିଁ ମୋ ପାଖରେ ସମୟ ନାହିଁ ଆଉ busy କହି ସେହି ଜାଗାରୁ ଚାଲି ଆସନ୍ତୁ । ଏହି କଥା ଶୁଣି ଝିଅକୁ ଝଟକା ଲାଗିବ, ଆଉ ବହୁତ୍ ଝଟକା ଲାଗିବ, ଏତେ ଝଟକା ଲାଗିବ ଯେ ସେ ଆପଣଙ୍କ କଥା ଭାବିବେ ଆଉ କହିବେ ସେ କ’ଣ ପାଇଁ ଏମିତି କଲେ, ଏମିତି କେମିତି କରିପାରିଲେ, ଆପଣ ତାଙ୍କ କଥା କ’ଣ ପାଇଁ ମାନିଲ ନାହିଁ ଆଉ ବହୁତ୍ ଉଦାସ ହୋଇଯିବେ ଆଉ ରାଗିବେ ସେହି ରାଗିବାରେ ଯେଉଁ ରାସ୍ତା ବାହାରିବ ତାହା ଆପଣଙ୍କ ହୃଦୟ ପଯ୍ୟନ୍ତ ଆସିବାର ରାସ୍ତା । ଯଦି ଏହି ସବୁ କରିବ ବା propose କରିବ ତେବେ ସେ ସାଙ୍ଗେ ସାଙ୍ଗେ ହଁ କରିଦେବେ । ଆଉ ଯଦି ତାଙ୍କ ପାଇଁ ସବୁବେଳେ Available ରହିବ ତାଙ୍କ ଭୁଲକୁ ଭୁଲ୍ ବୋଲି ନମାନି sorry କହିବ ତେବେ ଏହା ସବୁଠାରୁ ମୂର୍ଖାମିର ପରିଚୟ । ସେଥିପାଇଁ ଏହି ତିନୋଟି ଭୁଲ୍ କେବେ ମଧ୍ୟ କରନ୍ତୁ ନାହିଁ । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button