IBN ଓଡ଼ିଶା ବ୍ୟୁରୋ

କୌଣସି ବ୍ୟକ୍ତିଙ୍କୁ ନିଷ୍ଠୁର ସ୍ଵଭାବ ହୋଇ କଥା କହିବା ଦ୍ଵାରା କ’ ଣ ହୁଏ ? ଜାଣନ୍ତୁ ବଛା ବଛା ଆଧ୍ୟାତ୍ମିକ

ସକାଳୁ ଝାଡା ଗଲା ବେଳେ କିମ୍ବା ଝାଡା ବସିଲା ବେଳେ ଦାନ୍ତ ଗସନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଖାଦ୍ୟ ଖାଇଲା ନେଲେ  ବତିଶିଥିର ଚୋବାଇ ଖାଇଲେ ଭଲ ହଜମ ହୁଏ ଏବଂ ଶରୀର ପାଇଁ ହିତକାରୀ ହୋଇଥାଏ । ଆଣ୍ଠୁ ଗାଣ୍ଠି ବିନ୍ଧା ହେଉଥିଲେ ମେଥିଗୁଣ୍ଡ ଏକ ଚାମୁଚ ସକାଳୁ ଉଷୁମ ପାଣିରେ ଖାଇଲେ ତାହା ଦୁରହୁଏ । ଦାନ୍ତ ବିନ୍ଧା ହାଉଥିଲେ ଜୁଆଣି ପାଣିକୁ ଦିନକୁ ତିନିଥଏ କୁଲୁକୁଯା କଲେ ତାହା ଦୂରହୋଇଥାଏ ।

 

ଖରାପ ଶବ୍ଦ ବ୍ୟବାହାର କରି ଅନ୍ୟକୁ ଗାଳି ଗୁଲଜ କଲେ ଧନ ଖାଯାହେବା ସହିତ ଦରିଦ୍ରତା ଆସେ । ଅପଶବ୍ଦ ବ୍ଯବହର କରି କାହାକୁ ଥଟା କରନ୍ତୁ ନାହିଁ ଏହା ଦ୍ଵାରା ସନ୍ତାନ ସନ୍ତତି ମାନଙ୍କର ବୃଦ୍ଧିହାନି ହୋଇଥାଏ । ଦୈନନ୍ଦିକ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖା ଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଅଶ୍ଵତଥ ଗଛ ପୂଜା କରିବା ଦ୍ଵାରା ମଙ୍ଗଲ ହୋଇଥାଏ ।

ଜାତକରେ ଯଦି ବୃହସ୍ପତି ନୀଚରେ ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିପା ଲଗାନ୍ତୁ ଏବଂ ସକାଳୁ ମନ୍ଦିରଜୟ ଠାକୁରଙ୍କୁ ଦର୍ଶନ କରନ୍ତୁ । ପାଣି କୁ ଯଦି ନଷ୍ଟ କରୁଛନ୍ତି , ତେବେ ଏହା ଘର କୁ ଦରିଦ୍ରତା ଅନିଠାଏ ତେଣୁ ଗାଧୋଇଲା ବେଳେ ବେଶୀ ଜଳନଷ୍ଟ କରନ୍ତୁ ନାହିଁ । ଜାତକରେ ରବି ନୀଚରେ ଥିଲେ ପିତାମାତାଙ୍କ ସାହିର ଝଗଡା ହୁଏ ଏବଂ ଆଖି ରୋଗ ଦେଖା ଦିଏ । ତେବେ ସକାଳୁ ଉଠି ସୂର୍ଯ୍ୟଙ୍କ ଦର୍ଶନ କରନ୍ତୁ ।

 

ନଡିଆ ତାଳରେ ଅଁଳା ଗୁଣ୍ଡକୁ ଭଲ ଭାବରେ ଫୁଟାଇ ମୁଣ୍ଡରେ ଲଗେଇବା ଦ୍ଵାରା ଆପଣଙ୍କ ଚୁଟି କଳା ହୋଇଥାଏ । ଭୃଷଙ୍ଗ ପତ୍ର ଇ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡିବା ବନ୍ଦ ହେବା ସହ ଘନତ୍ଵ ବଢିଥାଏ । ବେସନରେ ଲେମ୍ବୁ ରସ ମିଶେଇ ମୁହଁ ରେ ମାରିଲେ ମୁଖ ବ୍ରଣ ଦୂର ହୋଇଥାଏ ଏବଂ ମୁଖ ରେ  ଚମକ ଆସିଥାଏ । ସକାଳୁ ତିରିଶ ମିନିଟ ଖରାରେ ସମତ ବିତାଇବା ଉଚିତ୍ , ଏହା ଦ୍ଵାରା ଶରୀରର ପୀଡା ଦୂର ହୁଏ ଏବଂ ଭିଟାମିନ – ଡି ମିଳିଥାଏ ।

 

ସ୍ଵପ୍ନରେ ଗାଈ ଦେଖିଲେ ବହୁତ ଶୁଭ ହୋଇଥାଏ ଏହା ସୁଖ ସମବୃଦ୍ଧି ର ସୂଚନା ଦିଏ । ସ୍ଵପ୍ନରେ ହାତୀ ଦେଖିଲେ ବହୁତ ଶୁଭ ହୋଇଥାଏ ଏହା ମଧ୍ୟ ସୁଖ ସମବୁଦ୍ଧି ର ସୂଚନା ଦିଏ । ସ୍ଵପ୍ନରେ ମାଛ ଦେଖିଲେ ବହୁତ ଶୁଭ ହୋଇଥାଏ ଏହା ଆଗାମୀ ଦିନରେ ଧନ ସମ୍ପତି ବୃଦ୍ଧି ସୂଚନା ଦେଇଥାଏ ।  ଘରେ କେବେ କଣ୍ଟାଗଛ ଲଗାନ୍ତୁ ନାହିଁ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ ଏହା ଦ୍ଵାରା ଘରେ କଳହ ସୃଷ୍ଟି ହୁଏ ।

Related Articles

Leave a Reply

Your email address will not be published. Required fields are marked *

Back to top button