IBN ଓଡ଼ିଶା ବ୍ୟୁରୋ

କେବଳ ୧୦ ମିନିଟ୍ ରେ ସଫା ହେବ ପେଟର ସବୁ ଅସନା, ବାସ କରନ୍ତୁ ଏହି କାମ

ଆମେ ସମସ୍ତେ ଜାଣିଛୁ ଯେ ମଣିଷର ବହୁତ ପ୍ରକାର ରୋଗ ପେଟ ଦ୍ଵାରା ହୋଇ ଥାଏ, ଏହା କହିବା ଭୁଲ ହବନି ଯେ ସବୁ ପ୍ରକାର ରୋଗ ପେଟ ପାଇଁ ହୋଇ ଥାଏ । ତେବେ ପେଟ ରେ ମଣିଷ ଦ୍ଵାରା ହୋଇ ଥିବା ସବୁ ପ୍ରକାର ଭଲ ଏବଂ ଖରାପ ଜିନିଷ ସେବନ କରା ଯାଇ ଥାଏ ଯାହା ଫଳରେ ପେଟ ସବୁ ପ୍ରକାର ସମସ୍ୟା ଭୋଗି ଥାଏ ଏବଂ ଏହା ପରେ ସମସ୍ୟା ବା ରୋଗ ଅନ୍ୟ ଜାଗାକୁ ବ୍ୟାପି  ଥାଏ ।

ମଣିଷ ଯଦି ନିଜ ପେଟ ସଫା ଏବଂ ସ୍ୱାସ୍ଥ୍ୟ ରଖି ପାଇଲେ ତେବେ ସେ ସବୁ ପ୍ରକାର ରୋଗ ଠାରୁ ସୁରକ୍ଷିତ ରହି ପାରିବେ, ଲୋକଙ୍କ ଖାଦ୍ୟ ପ୍ରଣାଲୀ ଏତେ ଖରାପ ହୋଇ ଯାଇଛି ଯେ ସମସ୍ତଙ୍କ ପେଟ ରେ କିଛି ନା କିଛି ସମୟ ରହୁଛି ।

ଏହା ଛଡା ଅତ୍ୟଧିକ ତେଲ ମସଲା ଜିନିଷ ଆମ  ଶରୀର  ପାଇଁ  ଭଲ ହୋଇନଥାଏ । ଏହି କାରଣ ଲାଗି ଆମକୁ ବିଭିନ୍ନ ପ୍ରକାର ପେଟ ରୋଗ ବାହାରିଥାଏ । ଏଠି ଲାଗି ମଧ୍ୟ ବହୁତ ପ୍ରକାର ଅସୁବିଧାରେ ପଡି ଥାଉ । ସେଥିପାଇଁ ଆଜି ଆମେ ଆପଣଙ୍କୁ ପେଟ ଏବଂ ଶରୀର ଭିତର ଜାଗା ସଫା କରିବା ପାଇଁ ବହୁତ ଭଲ ଉପାୟ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ବିସ୍ତାର ରେ :
– ସର୍ବ ପ୍ରଥମେ ସାକାଳେ ଖାଲି ପେଟରେ ଅଧା ଲେମ୍ବୁ ଏବଂ କିଛି ମହୁ ହଲ୍କା ଗରମ ପାଣି ରେ ମିଶାଇ ପିଅନ୍ତୁ । ଏହି ମିଶ୍ରଣ ସେବନ କଲା ପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ମିଶ୍ରଣ ପିଇବା ଘଣ୍ଟାଏ ପର୍ଜନ୍ତ କିଛି ଖାଇବେ ନାହିଁ ।

– ସବୁ ଦିନ ସକାଳେ ଖାଲି ପେଟରେ ସେଉ ଜୁଷ ସେବନ କରନ୍ତୁ ଏବଂ ଏହାର ଅଧ ଘଣ୍ଟା ପରେ ଉଷୁମ ପାଣି ପିଅନ୍ତୁ, ଉଷୁମ ପାଣି ଦ୍ଵାରା ପେଟ ସବୁ ଅସନା ଜିନିଷ ସଫା ହୋଇ ଥାଏ ।ଏହା ଦ୍ଵାରା ପେଟ ସଫା ହେଲେ ଆମେ ସୁସ୍ଥ ଅନୁଭବ କରିଥାଉ ।

– ସବୁ ଦିନ ୩-୪ ଲିଟର ପାଣି ପିଅନ୍ତୁ ଭୁଲରେ ବି ଏହାକୁ ଭୁଲନ୍ତୁ ନାହିଁ, ଆପଣ ସମସ୍ତେ ଜାଣି ଥିବେ ଯେ ପାଣି ଆମ ଶରୀର ରେ ଥିବା ବିଷାକ୍ତ ଏବଂ ହାନିକାରକ ତତ୍ଵ ବାହାର କରି ଥାଏ , ସେଥିପାଇଁ ଦିନକୁ ଯେତେ ପାରୁଚନ୍ତି ପାଣି ପିଅନ୍ତୁ । ଏହା ଆପଣଙ୍କ ଶରୀର  ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button