IBN ଓଡ଼ିଶା ବ୍ୟୁରୋ

ଏଭଳି ନାରୀ-ପୁରୁଷଙ୍କୁ ହୋଇଥାଏ ଭଲ ସନ୍ତାନ ପ୍ରାପ୍ତି

ଆପଣ ଜାଣିଇଥିବେ କି ମୃତ୍ୟୁ ପରେ ଆମେ ଯେଉଁ ଜନ୍ମ ନେଇଥାଉ ତାକୁ ପୁନର ଜନ୍ମ କୁହାଯାଏ । ତେବେ କୁହାଯାଏ କି ଆମେ ମରିଗଲା ପରେ ଆମ ଶରୀର ପଡି ରହେ ଓ ଆତ୍ମା ଚାଲଲି ଯାଇଥାଏ । ଆତ୍ମା ଆମ ଶରୀର ଛାଡିବା ପରେ ଅନେକ କିଛି ଜିନିଷ ଭୁଲି ଯାଇଥାଏ ।

ମାତ୍ର ସତ କଥା ହେଉଛି କି ଆମ କର୍ମ ଆମ ସହ ସବୁ ଜନ୍ମରେ ରହିଥାଏ । ଯଦି ଆମେ କିଛି ଭଲ କାମ କରି ହେ ଓ ଏହି ଦୁନିଆ ଛାଡି ଚାଲି ଯାଉଛେ କିଛିଭି ଭୋଗ ହେବା ଆଗରୁ ତେବେ ଆମେ ପୁଣି ଠାରେ ଜନ୍ମ ନେଇକି ଆସିଥାଉ ତାର ଭଲ ପରିଣାମ ପାଇବା ପାଇଁ । ସେହି ଭଳି ଖରାପ କାମ କରିଥିବା ଲୋକମାନେ ଖରାପ କର୍ମ ଫଲ ପାଇବା ପାଇଁ ଜନ୍ମ ନେଇ ଥାନ୍ତି ଯଦି ଆମେ ଦେଖିବା ପାଇଁ ଜୀବା ତାହେଲେ ଆମେ ଜାଣି ପାରିବା କି ଅନେକ ସମୟରେ ଆମେ ଏଭଳି ଲୋକ ସହ ବାନ୍ଧି ହୋଇ ଯାଇ ଥାଉ ଯାହାକୁ ଆମେ ପସନ୍ଦ କରିନଥାଉ ।

ସେହି ଭଳି ହୁଏ ତ ଆମ ଆତ୍ମା ର କିଛି ସୁଝିବାର ରହି ଥାଏ । ଆମେ ଯେତେବେଳେ ଏକ ପରିବାର ରେ ଜନ୍ମ ନେଇ ଥାଉ ସେତେବେଳେ ଆମେ ଆମ ଘର ଲୋକଙ୍କ ପରିଚୟ ପାଇ ଥାଉ । ମାତ୍ର ଦେଖିବା ପାଇଁ ଗଲେ ଆମେ ପରସ୍ପର ସହ କିଛି ନା କିଛି ସମ୍ପର୍କ ରେ ଏଥିପାଇଁ ଅଛୁ କାରଣ ଆମେ ନିଶ୍ଚିତ ଭାବେ ସେମାନଙ୍କ ସହ କିଛି କର୍ମ ଆଦାନ ପ୍ରଦାନ କରିବାର ଅଛି ନଚେତ ଆମେ କେବେ ଭି ଏକ ପରିବାର ରେ ଜନ୍ମ ନେଇ ନଥାନ୍ତୁ ।

ସେହି ଭଳି ଏକ ନିବିଡ ସମ୍ପର୍କ ହେଉଛି ମାତା, ପିତା ଓ ପୁତ୍ର ର ଯିଏ ଯେଉଁ ଭଳି କର୍ମ କରିଥାଏ ତାକୁ ସେହି ଅନୁସାରେ ପୁତ୍ର ପ୍ରାପ୍ତି ହୋଇ ଥାଏ । ଅନେକ ଥର ମାତା ପିତା ନିଜ ପୁତ୍ରକୁ ଭଲ ଲାଳନ ପାଳନ କରିଥିଲେ ମଧ୍ୟ ସେ ବିଗିଡି ଯାଇଥାଏ । ସେ ଖରାପ ରାସ୍ତାରେ ଚାଲେ ଏହାର କାରଣ ପୂର୍ବ ଜନ୍ମର କର୍ମ ଫଳ । ଗରୁଡ ପୁରାଣରେ କୁହା ଯାଇଛି କି ଆମେ କିଭଳି ଭାବେ ଆମ ସନ୍ତାନ କୁ ପାଇ ଥାଉ ।

ପ୍ରଥମେ କୁହା ଯାଇଛି କି ଯେଉଁ ମାନେ ପୁଅ ପ୍ରାପ୍ତି କରିଥାନ୍ତି ସେମାନେ ଯେଉଁ ଭଳି କାମ କରନ୍ତି ସେହି ଅନୁସାରେ ୪ ପ୍ରକାର ସନ୍ତାନ ଲାଭ ହୋଇ ଥାଏ । ଜେଭଳିକି ଯଦି ଆମେ କାହା ଠାରୁ କରଜ ଆଣିଛେ ଓ ତାକୁ ସେହି ପଇସା ସୁଝିବା ଆଗରୁ ସେ ନିଜ ଶେଷ ଜୀବନ ତ୍ୟାଗ କରିଥାଏ । ତାହେଲେ ଆପଣଙ୍କ ପରିବାର ଲୋକମାନେ ତାକୁ ପଇସା ନ ଦେଲେ ସେ ଆପଣଙ୍କ ଘରେ ସେ ଜନ୍ମ ହେବ ଓ ଆପଣଙ୍କ ଘରେ ରୋଗ ବ୍ୟାଧି ଓ ଜିଦି କରିକି ସବୁ ପ୍ରକାର ପଇସା ଖର୍ଚ୍ଚ କରାଇବ ।

ଏହା ପରେ ଆଉ ଏକ ପୁତ୍ର ଥାଏ ଯିଏ ନିଜ ମାତା ପିତାଙ୍କୁ ମାରିବା ଗାଳି ଦେବା କାମ କରିଥାଏ ସେହି ଭଳି ପୁଅ ଆପଣଙ୍କ ପୂର୍ବ ଜନ୍ମର ଶତ୍ରୁ ହି ଥାଏ । ଏହା ପରେ ଆଉ ଏକ ପୁତ୍ର ଅଛି ଯିଏ ସବୁବେଳେ ଉଦାଶ ରହୁଥିବା ଓ ବଡ ହେଲାପରେ ଆପଣଙ୍କ ପାଖରୁ ଚାଲିଯିବ ସେହି ଭଳି ଆପଣ ମଧ୍ୟ ପୂର୍ବ ଜନ୍ମ ରେ କାହାକୁ ନିଜ ପାଖରୁ ଦୂରେଇ ଦେଇଥିବେ । ଆଉ ଯେଉଁ ମାନେ ସେବା ଯତ୍ନ କଳା ଭଳି ପୁଅ ପାଇଥାନ୍ତି ସେମାନେ ଖୁବ ଭାଗ୍ୟଶାଳି ଅଟନ୍ତି ସେମାନେ କିଛି ଭଲ କାମ କରିଥିବେ ସେଥିପାଇଁ ସେମାନେ ଏହିଭଳି ପୁଅ ପାଇଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button