IBN ଓଡ଼ିଶା ବ୍ୟୁରୋ

ଗାଇକୁ ଭୁଲରେ ବି ଖୁଆନ୍ତୁ ନାହିଁ ଏହି 3ଟି ଜିନିଷ, ସାରା ଜୀବନ ପାଇଁ ହୋଇଯିବ ଦରିଦ୍ର

ହିନ୍ଦୁ ଶାସ୍ତ୍ର ଅନୁସାରେ ଗାଈ ମାନଙ୍କୁ ଏହି ୩ ଟି ଜିନିଷ ଖାଇବା ପାଇଁ ଦିଅନ୍ତୁ ନି । ଗାଇରେ ସବୁ ପ୍ରକାର ଦେବୀ ଦେବତା ରୁହନ୍ତି ବୋଲି କୁହା ଯାଏ । ଯେଉଁ ଘରେ ଗାଈ ର ନିସ୍ଵାର୍ଥ ପର ଭାବେ ସେବା କରନ୍ତି ସେମାନଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଦୟା ହୋଇଥାନ୍ତି ।

ଯେଉଁ ମାନେ ନିଜ ଇଚ୍ଛାରେ ଗାଈ ମାନଙ୍କୁ ଖାଇବା ପାଇଁ ଦେଇ ଥାନ୍ତି ତାହେଲେ ସେମାନେ ଖୁବ ଭଲ ଉର୍ଣ୍ଣତି କରିଥାନ୍ତି । ଗାଈ ମାନଙ୍କୁ ଖାଇବା ପାଇଁ ଆମେ ଅନେକ ପର୍ବ ପର୍ବାଣି ରେ ଆମେ ଗାଈ କୁ ପୂଜା କରି ଥାଉ । ଯେଉଁ ଗାଈ ଘରେ ଗାଇର ସେବା ହୁଏନି ସେଠାରେ ଅସାନ୍ତି ଦେଖାଯାଏ । କିଛି ଲୋକମାନେ ସହର ଓ ମହାନଗର ରେ ରୁହନ୍ତି ମାତ୍ର ସେମାନେ ଗାଇକୁ ରୁଟି ଖାଇବା ପାଇଁ ଦେଇଥାନ୍ତି ମାତ୍ର କିଛି ଭୁଲ ହୋଇ ଯାଇଥାଏ ଖାଇବା ପାଇଁ ଦେବା ବେଳେ ।

ଗାଈ ଭିତରେ ସବୁ ପ୍ରକାର ଦେବୀ ଦେବତା ଅଛନ୍ତି ଏହି ଗାଈ ମାନଙ୍କୁ ଖାଇବା ପାଇଁ ଦେଲେ ସବୁ ପ୍ରକାର ଗ୍ରହ ବାସ କରିଥାନ୍ତି ତେଣୁ ଯଦି ଆପଣ ଗୁରୁବାର ଦିନ ରୁଟି ବନେଇକି ଖାଇବା ପାଇଆନ ଦେବେ ତାହେଲେ ଜାଣି ପାରିବେ କି ଆପଣଙ୍କ ସବୁ ପ୍ରକାର ଅଶାନ୍ତ ଗ୍ରହ ସାନ୍ତ ହୋଇ ଜୀବ । ଯେଉଁ ମାନେ ମାନଶୀକ ଅସାନ୍ତି ରେ ରହିଥାନ୍ତି । ସେମାନେ ଗାଈ କୁ ସବୁଦିନ ରୁଟି ସହ କିଛି ଗୁଡ ଖାଇବା ପାଇଁ ଦିଅନ୍ତୁ ।

ଗାଇର ମୁଣ୍ଡକୁ ଛୁଇଁ ପ୍ରଣାମ କରନ୍ତୁ । ଦେଖିବେ ଧୀରେ ଧିରରେ ଆପଣ ମାନଶୀକ ଚାପରୁ ଦୂରେଇ ଯିବେ । ଆପଣ ମାନେ ଜଣାଇଥିବେ କି ଘରେ ଯଦି ଗଙ୍ଗା ଜଳର ଅଭାବ ଥାଏ ତାହେଲେ ଘରେ ଗାଇର ପରିସ୍ରା ପକାଇ ଦେବା ଦ୍ଵାରା ମଧ୍ୟ ଘର ଶୁଦ୍ଧ ହୋଇଥାଏ । ଏହା ଛଡା ପ୍ରତେକ ଶୁଭ କାମରେ ଗୋବର ର ଆବଶ୍ୟକତା ମଧ୍ୟ ଥାଏ । ଯଦି ଆମେ କେଉଁ ଆଡେ ଯାଉଛୁ ତେବେ ଆପଣ ଜାଣିଥିବେ କି ବାଟରେ ଗାଈ ଦେଖିଲେ ଏହା ଖୁବ ଶୁଭ ବୋଲି ଜାଣିଥାଉ ।

ଆପଣ ମାନଙ୍କ ମଧ୍ୟରୁ ଆଯୀ ମଧ୍ୟ ଅନେକ ଲୋକମାନେ ଘରେ ଗାଈ ରଖିଥିବେ । କୁହାଜାଏ କି ଯେଉଁ ବ୍ୟକ୍ତି ଚମକି ଯାଇଥାଏ , ସେ ଯଦି ଗାଇର ଲାଞ୍ଜରେ ଝାଡି ହୋଇଯାଏ । ତେବେ ସେ ସୁସ୍ଥ ଅନୁଭବ କରି ଥାଏ । ଏହି ଭଳି ଅନେକ ଲୋକମାନେ ନିଜର ଘରେ ଥିବା ଖରାପ ଶକ୍ତିର ବିନାଶ ପାଇଁ ମଧ୍ୟ ଗାଈ ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛେ କି କିଭଳି ଖାଇବା ଆମେ ଗାଈ କୁ ଦେବା ଦ୍ଵାରା ଏହାଆମ ଅଜଣାତରେ ଭୁଲ ହୋଇ ଯାଇଥାଏ ।

ଆମେ ଯେଉଁ ମାନେ ଗାଇକୁ ପ୍ରତେକ ଦିନ ଖାଇବା ପାଇଁ ଦଉଛୁ ସବୁ ଦୀନ ରୁଟି କରି ତାକୁ ଖାଇବା କୁ ଦେଉ କିନ୍ତୁ ଯଦି ଆମେ କରିକି ରଖିଥିବା ଖାଦ୍ଯ ବାସୀ ହୋଇ ଯାଏ ଓ ଗାଇକୁ ଏହା ଆମେ ଦେଇଥାଉ ତେବେ ଏହା ଆମ ଭଲ ନୁହେଁ । ଏହା ସହ ଆମେ କେବେଭି ଗାଇକୁ ଶଢା କିମ୍ବା ପଚା ଜିନିଷ ଖାଇବା ଦେବା ଉଚ୍ଚିତ ନୁହେଁ । ସବୁ ଲୋକମାନେ ସବୁଜ ଜିନିଷ ଗାଇକୁ ଦେଇଥାନ୍ତି କିନ୍ତୁ ଯଦି ଆପଣ ଭଲ ଘାସ କୁ ରାଖୀ ଦେଇ ଖରାପ୍ପ ଘାସ ଦେବେ ଏହା ଖରାପ ଅଟେ । ଆପଣ କେବେ ଭି ଗାଇକୁ କ୍ଷୀର ଖାଇବା ପାଇ ଦେବେନି ଆପଣ ଦହି ଦେଇ ପାରନ୍ତି ମାତ୍ର କ୍ଷୀର କେବେ ଭି ଦେବେନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button