ଜଣେ ସ୍ତ୍ରୀ ର ୩ଟି ଛୁଆ ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ, ତେବେ କୁହ ତାଙ୍କର ମା ର ନାମ କଣ ? ଏହା ସହ ଆହୁରି 20+ GK Quiz
ବନ୍ଧୁଗଣ ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।
ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ୧- ଲେମ୍ବୁ ଓ କମଳା ରେ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର- ଭିଟାମିନ-ସି ।
୨- ଭାରତର ରାଷ୍ଟ୍ରୀୟ ଧ୍ଵଜର ଲମ୍ବା ଓ ଚଉଡା କେତେ ଅନୁପାତ ହୋଇଥାଏ ?
ଉତ୍ତର- ୩:୨ ।
୩- କେଉଁ ନଦୀ ନିଜର ମାର୍ଗ ବଦଳାଇବା ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- କୋସି ।
୪- ଭାରତୀୟ ରେଳର ଇଞ୍ଜିନ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?
ଉତ୍ତର- ୨୦ କୋଟି ।
୫- କେଉଁ ଦେଶରେ ନିଜର ସୂର୍ଯ୍ୟ ତିଆରି କରିସାରିଛି ?
ଉତ୍ତର- ଚୀନ ।
୬- ପାଣିରେ ପହଁରୁଥିବା ପୋଷ୍ଟ ଅଫିସ କେଉଁଠି ଅଛି ?
ଉତ୍ତର- କାଶ୍ମୀର ।
୭- ମସା କାମୁଡିଲେ କେଉଁ ରୋଗ ହୋଇଥାଏ ?
ଉତ୍ତର- ଡେଙ୍ଗୁ ।
୮- ସାତ ପାହାଡର ନଗର କେଉଁ ଦେଶକୁ କୁହାଯାଏ ?
ଉତ୍ତର- ରୋମ ।
୯- ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?
ଉତ୍ତର- ଗୁଜୁରାଟ ।
୧୦- କେଉଁ ଦେଶରେ କେବଳ ୪୦ ମିନିଟ ଯାଏଁ ରାତି ହୋଇଥାଏ ?
ଉତ୍ତର- ନାର୍ବେ ।
୧୧- କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ ?
ଉତ୍ତର- ହରିୟଲ ।
୧୨- ଦୁନିଆର ସବୁଠାରୁ ବଡ ମହାସାଗର କିଏ ?
ଉତ୍ତର- ପ୍ରଶାନ୍ତ ମହାସାଗର ।
୧୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?
ଉତ୍ତର- ଗୋଆ ।
୧୪- ମଣିଷର ଶରୀରରେ କେତୋଟି ହାଡ ଅଛି ?
ଉତ୍ତର- ୨୦୬ଟି ।
୧୫- ବୁଲନ୍ଦ କବାଟ କେଉଁଠି ଅଛି ?
ଉତ୍ତର- ଫତେହପୁର ସିକରି ।
୧୬- ଶ୍ରମିକ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ମେ ୧ ।
୧୭- ନୀଳ ଗୋଲାପ କେଉଁ ଠାର ଦେଖାଯାଏ ?
ଉତ୍ତର- ଭାରତ ।
୧୮- ଭାରତର ରାଷ୍ଟ୍ରୀୟ ପ୍ରତୀକ ଚିହ୍ନରେ କେତୋରି ସିଂହ ଦେଖାଯାଏ ?
ଉତ୍ତର- ୧ଟି ।
୧୯- ଡ଼ିସକଭରି ଅଫ ଇଣ୍ଡିଆ ନାମକ ପୁସ୍ତକ କିଏ ଲେଖିଥିଲେ ?
ଉତ୍ତର- ଜବାହାରଲାଲ ନେହେରୁ ।
୨୦- କେଉଁ ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଏ ?
ଉତ୍ତର- ଶୁକ୍ର ।
୨୧- କେଉଁ ପରିବା ଖାଇଲେ ରକ୍ତ ସଫା ହୋଇଥାଏ ?
ଉତ୍ତର- କଲରା ।
୨୨- ଜଣେ ସ୍ତ୍ରୀ ର ୩ଟି ଛୁଆ ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ । ତେବେ କୁହ ତାଙ୍କର ମା ର ନାମ କଣ ?
ଉତ୍ତର- ମା ର ନାମ କଣ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।