IBN ଓଡ଼ିଶା ବ୍ୟୁରୋ

ଜଣେ ସ୍ତ୍ରୀ ର ୩ଟି ଛୁଆ ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ, ତେବେ କୁହ ତାଙ୍କର ମା ର ନାମ କଣ ? ଏହା ସହ ଆହୁରି 20+ GK Quiz

ବନ୍ଧୁଗଣ ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।

ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ୧- ଲେମ୍ବୁ ଓ କମଳା ରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ସି ।

୨- ଭାରତର ରାଷ୍ଟ୍ରୀୟ ଧ୍ଵଜର ଲମ୍ବା ଓ ଚଉଡା କେତେ ଅନୁପାତ ହୋଇଥାଏ ?

ଉତ୍ତର- ୩:୨  ।

୩- କେଉଁ ନଦୀ ନିଜର ମାର୍ଗ ବଦଳାଇବା ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର- କୋସି ।

୪- ଭାରତୀୟ ରେଳର ଇଞ୍ଜିନ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?

ଉତ୍ତର- ୨୦ କୋଟି ।

୫- କେଉଁ ଦେଶରେ ନିଜର ସୂର୍ଯ୍ୟ ତିଆରି କରିସାରିଛି ?

ଉତ୍ତର- ଚୀନ ।

୬- ପାଣିରେ ପହଁରୁଥିବା ପୋଷ୍ଟ ଅଫିସ କେଉଁଠି ଅଛି ?

ଉତ୍ତର- କାଶ୍ମୀର ।

୭- ମସା କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଡେଙ୍ଗୁ ।

୮- ସାତ ପାହାଡର ନଗର କେଉଁ ଦେଶକୁ କୁହାଯାଏ ?

ଉତ୍ତର- ରୋମ ।

୯- ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?

ଉତ୍ତର- ଗୁଜୁରାଟ ।

୧୦- କେଉଁ ଦେଶରେ କେବଳ ୪୦ ମିନିଟ ଯାଏଁ ରାତି ହୋଇଥାଏ ?

ଉତ୍ତର- ନାର୍ବେ ।

୧୧- କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ ?

ଉତ୍ତର- ହରିୟଲ ।

୧୨- ଦୁନିଆର ସବୁଠାରୁ ବଡ ମହାସାଗର କିଏ ?

ଉତ୍ତର- ପ୍ରଶାନ୍ତ ମହାସାଗର ।

୧୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?

ଉତ୍ତର- ଗୋଆ ।

୧୪- ମଣିଷର ଶରୀରରେ କେତୋଟି ହାଡ ଅଛି ?

ଉତ୍ତର- ୨୦୬ଟି ।

୧୫- ବୁଲନ୍ଦ କବାଟ କେଉଁଠି ଅଛି ?

ଉତ୍ତର- ଫତେହପୁର ସିକରି ।

୧୬- ଶ୍ରମିକ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମେ ୧ ।

୧୭- ନୀଳ ଗୋଲାପ କେଉଁ ଠାର ଦେଖାଯାଏ ?

ଉତ୍ତର- ଭାରତ ।

୧୮- ଭାରତର ରାଷ୍ଟ୍ରୀୟ ପ୍ରତୀକ ଚିହ୍ନରେ କେତୋରି ସିଂହ ଦେଖାଯାଏ ?

ଉତ୍ତର- ୧ଟି ।

୧୯- ଡ଼ିସକଭରି ଅଫ ଇଣ୍ଡିଆ ନାମକ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର- ଜବାହାରଲାଲ ନେହେରୁ ।

୨୦- କେଉଁ ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଏ ?

ଉତ୍ତର- ଶୁକ୍ର ।

୨୧- କେଉଁ ପରିବା ଖାଇଲେ ରକ୍ତ ସଫା ହୋଇଥାଏ ?

ଉତ୍ତର- କଲରା ।

୨୨- ଜଣେ ସ୍ତ୍ରୀ ର ୩ଟି ଛୁଆ ଯାହାଙ୍କର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ । ତେବେ କୁହ ତାଙ୍କର ମା ର ନାମ କଣ ?

ଉତ୍ତର- ମା ର ନାମ କଣ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button