କେବଳ ମାତ୍ର ଏହି ଗୋଟିଏ ସଂକେତ ଦ୍ଵାରା ଚିହ୍ନନ୍ତୁ ନିଜର ପ୍ରେମ ! ଏହି ସଂକେତ କହିବ, ଆପଣ ଦୁହେଁ ଗଢା ଦୁହିଙ୍କ ପାଇଁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମ ହେଉଛି ସତ୍ୟ, ପ୍ରେମ ହେଉଛି ଅମର, ପ୍ରେମ ନିରନ୍ତର । ଏହି ପୃଥିବୀର ସମସ୍ତ ପ୍ରାଣୀ କାହାର ନା କାହାର ପ୍ରେମରେ ବନ୍ଧା ହୋଇଛନ୍ତି । ଆପଣ ଆପଣଙ୍କର ଜୀବନ ସାଥୀକୁ ବହୁତ ହିଁ ଭଲ ପାଇଥାନ୍ତି । କିନ୍ତୁ ଆପଣ ଯେତେ ବେଳେ କାହାକୁ ନିଜର ଜୀବନସାଥି ରୂପରେ ପାଇନଥାନ୍ତି । ସେତେବେଳେ ଆପଣ ମାନେ ଭାବିଥାନ୍ତିକି, କିଏ ସେହି ବ୍ୟକ୍ତି ଯିଏ ଆମ ଜୀବନରେ ଆସିବ ଓ ଯିଏ ବି ଆସିବ ସେ କଣ ମୋର ସାତ ଜନମର ସାଥି ହୋଇରହିବ ।
ତାର ଓ ଆପଣଙ୍କର କଣ ଗଲା ଜନ୍ମରେ କିଛି ସମ୍ପର୍କ ଥିଲା । ଏହି ଜନ୍ମରେ ମୋର ଯିଏ ଜୀବନସାଥି ହେଇଥିବ, ଆସନ୍ତା ଜନ୍ମରେ ସିଏ କଣ ମୋର ହାତ ଧରିବ । ଏହି ପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିଥାଏ । ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣ ମାନେ ଗୋଟିଏ ବଡ ସଂକେତ ଦ୍ଵାରା ଜାଣିପାରିବେ । ଆପଣ ଓ ଆପଣଙ୍କ ଜୀବନ ସାଥି ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି କି ନାହିଁ ।
କାରଣ ପ୍ରକୃତ ପ୍ରେମରେ ସବୁବେଳେ ଭଗବାନଙ୍କର ଆଶ୍ରୀବାଦ ଥାଏ । କୌଣସି ନା କୌଣସି ମାଧ୍ୟମ ଦ୍ଵାରା ଭଗବାନ ଆପଣ ଦୁହିଁଙ୍କୁ ଭେଟ କରେଇଥାଏ । ଆପଣ ଓ ଆପଣଙ୍କ ଲଭରଙ୍କ ମଧ୍ୟରେ ଯଦି ଏହି ଉନିଭର୍ସ କନେକସନ ଥାଏ । ତେବେ ଜାଣିବେ ଯେ ଆପଣଙ୍କର ପ୍ରେମ ସତ୍ୟ ଅଟେ ଓ ଆପଣ ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି । ଭଗବାନ ଏହି ପୃଥିବୀକୁ ଆପଣଙ୍କ ପାଇଁ ତାଙ୍କୁ ହିଁ ପଠେଇଛନ୍ତି ।
ଯାହା ସହିତ ଏହି ଉନିଭର୍ସ ସଂଯୋଗ ହେଉଛି । ଏହି ଉନିଭର୍ସ କନେକ୍ସନ ହେଉଛି ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ କଥା ଭାବୁଛନ୍ତି । ସେହି ସଠିକ ସମୟରେ ତାଙ୍କ ସହିତ ଆପଣଙ୍କର ଭେଟ ହେଇଯାଉଛି । ନଚେତ ସେହି ସମୟରେ ତାଙ୍କ ଆଡୁ ଆପଣଙ୍କ ପାଇଁ କଲ୍ କିମ୍ବା ମେସେଜ ଆସିଯାଇଥାଏ । ଏହି ସବୁ ଘଟଣା ଥରେ କି ଦୁଇ ଥର ନୁହେଁ । ବାରମ୍ବାର ଆପଣଙ୍କ ସାଥିରେ ଏହି ପରି ଘଟୁଥାଏ ।
ତେବେ ଜାଣି ରଖନ୍ତୁ ଆପଣଙ୍କ ଦୁହିଁଙ୍କ ମଝିରେ ସଚା ପ୍ରେମ ସମ୍ପର୍କ ଅଛି । ବହୁତ ଲୋକ ଅଛନ୍ତି ଯାହାଙ୍କ ଭାଗ୍ୟରେ ସଚା ପ୍ରେମ ନଥାଏ । ସେମାନେ ତାଙ୍କ ପାର୍ଟନର କଥା ଭାବୁଥିବେ କିନ୍ତୁ ତାଙ୍କ ତରଫରୁ ଆପଣଙ୍କ ପାଇଁ କିଛି କଲ୍ କିମ୍ବା ମେସେଜ ଆସୁନଥିବ । ଏହା ହେବାର କାରଣ ହେଉଛି ଦୁଇ ଜଣଙ୍କ ମଧ୍ୟରେ କାହାର ନା କାହାର ପ୍ରେମ ସତ୍ୟ ନୁହେଁ । ସେଥି ପାଇଁ ଏଭଳି ଅଚାନକ ସଂଯୋଗ ଦୁହିଁଙ୍କ ଭିତରେ ଘଟୁ ନାହିଁ ।