IBN ଓଡ଼ିଶା ଏକ୍ସକ୍ଲୁସିଭ୍

୧୦୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ଡାଇବେଟିସ, କୋଲେଷ୍ଟ୍ରୋଲ, Joint Pain, ଭଳି 80 ପ୍ରକାର ରୋଗ ବାସ ସକାଳୁ ପିୟନ୍ତୁ ଏହି ପାଣି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇବ । ଯେମିତିକି ଜଏଣ୍ଟ ପେନ, ହାର୍ଟ, ରକ୍ତର ଅଭାବ ଭଳି ସମସ୍ଯା ଦୂର କରିବା ପାଇଁ ସାହାଜ୍ଯ କରିବ । ଏହି ରେମେଡି ବନାଇବା ପାଇଁ ମାତ୍ର 4ଟି ଜିନିଷର ଆବଶ୍ୟକ ପଡିବ । ପ୍ରଥମ ଜିନିଷଟି ହେଉଛି ଗିଲୋଇ, ଅନ୍ୟଟି ହଳଦୀ, ଅନ୍ୟଟି ଗୋଲମରୀଚ ଓ ଶେଷରେ ଡାଲଚିନି ।

ଗିଲୋଇ ଆମ ଇମ୍ୟୁନିଟି କୁ ଏନହାନ୍ସ କରିବାରେ କାମ କରିଥାଏ । ଏହା ଏକ ବହୁତ ଭଲ ଇମ୍ୟୁନି ମୋଡିଲେଟର ହୋଇଥାଏ । ଏହା ଛାଡ ଏହାର ପ୍ରୟୋଗ କରିଲେ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାର ପ୍ରୟୋଗ କରିଲେ କଷ୍ଟ କମ ଓ ଟକସିନ ଶରୀରକୁ ବାହାରିଯାଏ । ଜଣ୍ଡିସ, ଲିଭର ସମସ୍ୟା ଥିଲେ ଏହା ଦୂର କରିଥାଏ ।

ଗିଲୋଇ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିଥାଏ । ଡାଲଚିନି ପ୍ରୟୋଗ କରିବା ଦ୍ଵାରା ଅନେକ ଫାଇଦା ମିଳିଥାଏ । ଏହା ଦ୍ଵାରା ଶରୀରରେ ଥିବା ଟକସିନ ଏଲିମେଣ୍ଟ ହେବାରେ ସାହାଜ୍ଯ କରିଥାଏ । ହାର୍ଟରେ ବ୍ଲକେଜ ଖୋଲିବା, ବ୍ଲଡ଼ ସୁଗାର, କୋଲେଷ୍ଟ୍ରୋଲ କମ କରିଥାଏ ଡାଲଚିନି । ହଳଦୀ ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । ହଳଦୀରେ ମେଡ଼ିସିନାଲ ତତ୍ତ୍ଵ ରହିଥାଏ ।

ଏହାର ପ୍ରୟୋଗ କରିଲେ ଆଁଠୁ ଗଣ୍ଠି ବିଧା କମ, ଲିଭର ସୁସ୍ଥ ରହିଥାଏ । ଏହି ରେମେଡି ରେ ବ୍ୟବହୃତ ହେଉଥିବା ସାମଗ୍ରୀ ବାୟୋ ଏଭେଲିଭିଲିଟି କୁ ବଢାଇ ଦିଏ । ତେବେ ଆପଣ କହିପାରିବେ ଏହି 4ଟି ସାମଗ୍ରୀ ବିଭିନ୍ନ ପ୍ରକାରର ରୋଗକୁ ଠିକ କରିବା ପାଇଁ ଲାଭଦାୟକ ଅଟେ । ଏହାକୁ ଯେବେ ଆପଣ ଏକ ସହ ରେମେଡି ସ୍ୱରୂପ କରିବେ ଏହାର ଫାଇଦା ଆପଣ ଜାଣି ପାରିବେ ।

ଏହି ରେମେଡି ବନେଇବା ପାଇଁ ଏକ ଗ୍ଳାସ ନେଇ ଗିଲୋଇ ର ପ୍ରାୟଗ କରନ୍ତୁ । ଏଥିରେ 4ରୁ 5ଟି ଗିଲୋଇ ବା ଏହାର ଗୁଣ୍ଡ ପକାନ୍ତୁ । ଏବେ ଆପଣ ଏଥିରେ ଏକ ଚତୁର୍ଥାଂଶ  ଡାଲହକିହ୍ନି ଗୁଣ୍ଡ, ହଳଦୀ ଗୁଣ୍ଡ ପକାନ୍ତୁ । ତା ପରେ ଆପଣ ଏଥିରେ 2ଟି ଗୋଲମରିଚକୁ ଗୁଣ୍ଡ କରି ଫୁଟାନ୍ତୁ । ଯେବେ ଯାଏଁ ପାଣି ଫୁଟି ଅଧା ନ ହୋଇଛି ଏହାକୁ ଫୁଟାନ୍ତୁ । ପାଣି ଫୁଟିବା ପରେ ଅନ୍ୟ ଏକ ପାତ୍ରକୁ ଆଣି ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ ।

ଦିନକୁ ମାତ୍ର ଥରେ ଏହାର ସେବନ କରନ୍ତୁ । ଆପଣ ଦିନରେ ଏହାକୁ କୌଣସି ସମୟରେ କରି ପାରିବେ । ଖାଦ୍ଯ ଖାଇବାର 1 ରୁ ଦେଢ ଘଣ୍ଟା ପରେ ସେବନ କରନ୍ତୁ । ଆପଣ ଚାହା ବଦଳରେ ଏହି ଡ୍ରିଂକ୍ସ ର ସେବନ କରିଲେ ଆପଣଙ୍କ ଶରୀର ରେ ଚମତ୍କାରତା ଦେଖିବାକୁ ମିଳିବ । ଆପଣଙ୍କ ଶରୀରରେ ଜନ୍ମ ନେଇଥିବା ଅନେକ ରୋଗ ଆପେ ଆପେ ଠିକ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button