କଣ ଆପଣଙ୍କ ଯୋଡି ଅଟେ ପରଫେକ୍ଟ ଯୋଡି ? ଜାଣିବା ପାଇଁ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ
ନମସ୍କାର ବନ୍ଧୁଗଣ, ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଉପାୟ ଯାହାକୁ ଆପଣାଇ ଆପଣ ଜାଣିପାରିବେ ଆପଣ ବାଛିଥିବା ସାଥି ଆପଣଙ୍କ ହୃଦୟର ସାଥି ଅଟନ୍ତି କି ନାହିଁ । ଏହିଯୋଡି ଉପରୁ ଭଗବାନ ତିଆରି କରିଛନ୍ତି କି ନାହିଁ । ତେବେ ଏଥିପାଇଁ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚରାଯିବ ଯେଉଁଥିରେ ଅପସନ ମଧ୍ୟ ରହିଛି । ଏବଂ ଅପସନ ଅନୁଯାୟୀ ପଏଣ୍ଟ ମଧ୍ୟ ରହିଛି । ଆପଣ ବାଛିଥିବା ଉତ୍ତରର ସମସ୍ତ ପଏଣ୍ଟ ଗୁଡିକ ମିଶିବା ପରେ ଯେତିକି ନମ୍ବର ଆସିବ ସେଥିରୁ ଆପଣ ଜାଣିବାକୁ ପାଇବେ ଆପଣଙ୍କ ସାଥି ଆପଣଙ୍କ ପାଇଁ ଗଢା ନା ନାହିଁ ।
ପ୍ରଥମ: ଆପଣଙ୍କ ବୟସ କେତେ ?
1- 16ରୁ ଅଧିକ 10 ପଏଣ୍ଟ
2- 18 ରୁ 30 40 ପଏଣ୍ଟ
3- 30 ରୁ 40 ବର୍ଷ 30 ପଏଣ୍ଟ
4- 40 ରୁ ଅଧିକ 20 ପଏଣ୍ଟ
ଦିତୀୟ: ଆପଣଙ୍କ ଘର ଲୋକ ଆପଣଙ୍କ ସାଥୀକୁ ନେଇ କଣ ଭାବୁଛନ୍ତି ?
1- ସେ ଆପଣଙ୍କ ପାଇଁ ଠିକ 40 ପଏଣ୍ଟ
2- ତାଙ୍କୁ ପସନ୍ଦ କରୁଛନ୍ତି କିନ୍ତୁ ଆପଣଙ୍କ ପାଇଁ ଠିକ ନୁହନ୍ତି 30 ପଏଣ୍ଟ
3- ବିଲକୁଲ ପସନ୍ଦ କରୁନାହାନ୍ତି 10 ପଏଣ୍ଟ
4- ତାଙ୍କ ବିଷୟରେ ଆପଣ ଘରେ କହିନାହାନ୍ତି 20 ପଏଣ୍ଟ
ତୃତୀୟ: ଆପଣ କେତଦିନ ହେବ ସମ୍ପର୍କରେ ଅଛନ୍ତି ?
1- 1ରୁ 3 ସପ୍ତାହ 20 ପଏଣ୍ଟ
2- ଆରମ୍ଭ କରିବାକୁ ଯାଉଛନ୍ତି 10 ପଏଣ୍ଟ
3- ଏକବର୍ଷ 40 ପଏଣ୍ଟ
4- କିଛି ମାସ 30 ପଏଣ୍ଟ
ଚତୁର୍ଥ: ଆପଣଙ୍କୁ ତାଙ୍କ ପ୍ରିୟ ରଙ୍ଗ ଜଣା କି ନହିଁ ?
1- ହିଁ 40 ପଏଣ୍ଟ
2- ନାହିଁ 10 ପଏଣ୍ଟ
3- କିଛି ଫରକ ପଡେନି 20 ପଏଣ୍ଟ
4- ବୋଧେ ଜଣା ଅଛି 30 ପଏଣ୍ଟ
ଯଦି ଆପଣ ମାନଙ୍କ ପଏଣ୍ଟ ମିଶି 50 ରୁ 100 ଭିତରେ ହୋଇଥାଏ ତେବେ ଆପଣ ଦୁଇ ଜଣ ଭଲସାଙ୍ଗ ଅଟନ୍ତି । ଏହା ଆପଣଙ୍କ ପ୍ରେମ ସମ୍ପର୍କରୁ ଆହୁରି ବେଶି ମଜବୁତ କରିବ । ପରସ୍ପର ସହ ଭଲ ସମୟ ବିତାଇବେ । ଯଦି ଆପଣ ମାନଙ୍କ ପଏଣ୍ଟ ମିଶି 100 ରୁ 150 ଭିତରେ ହୋଇଥାଏ ତେବେ ଆପଣ ପରସ୍ପରର କଥା ଉଭୟଙ୍କୁ ଜଣାଇଥାନ୍ତି । ନିଜ ଭିତରେ କିଛି କଥା ଲୁଚାଇ ରଖନ୍ତୁ ନାହି । ସବୁ କଥା ନିଜ ସାଥିଙ୍କ ସହ ବାଣ୍ଟନ୍ତୁ ।
ଯଦି ଆପଣ ମାନଙ୍କ ପଏଣ୍ଟ ମିଶି 160 ରୁ 300 ଭିତରେ ହୋଇଥାଏ ତେବେ ଆପଣ ପରସ୍ପରକୁ ସମ୍ମାନ ଦେଇଥାଏ । ପରସ୍ପରଙ୍କ ଭାବନାକୁ ବୁଝିଥାନ୍ତି । ବେଶି ନହେଲେ ମଧ୍ୟ ଆପଣଙ୍କ ଉଭୟ ଉଭୟଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।