IBN ଓଡ଼ିଶା ବ୍ୟୁରୋ

କଞ୍ଚା ଥିଲେ ପରିବା ଓ ପାଚିଗଲେ ଫଳ କହିଥାଉ, ତାହା କଣ ? ଏହା ସହ ଆହୁରି 10+ GK Quiz

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।

ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ । ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦଦାୟକ ରହିବ । କାରଣ ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ ।

ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।  ୧- ବର୍ତ୍ତମାନ ସୌର ମଣ୍ଡଳ ରେ କେତୋଟି ଗ୍ରହ ରହିଛି ?

ଉତ୍ତର- ୮ଟି ।

୨- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଗାଈ କୁ ପୂଜା କରାଯାଏ ?

ଉତ୍ତର- ନେପାଳ ।

୩- କେଉଁ ଦେଶର ଜାତି ପଶୁ ଗାଈ ଅଟେ ?

ଉତ୍ତର- ନେପାଳ ।

୪- ଇନ୍ଦ୍ର ଧନୁ ରେ କେତେ ପ୍ରକାରର ରଙ୍ଗ ଥାଏ ?

ଉତ୍ତର- ୭ଟି ।

୫- ସୂର୍ଯ୍ୟ କିରଣରେ କେତେ ପ୍ରକାରର ରଙ୍ଗ ଥାଏ ?

ଉତ୍ତର- ୭ଟି ।

୬- ଭାରତର ପ୍ରବେଶ ଦ୍ଵାରା ବା ଗେଟୱେ ଅଫ ଇଣ୍ଡିଆ କେଉଁଠି ଅବସ୍ଥିତ ଅଟେ ?

ଉତ୍ତର- ମୁମ୍ବାଇ ।

୭- ମାଟି ରେ ନିର୍ମିତ ବସ୍ତୁ ଯେପରି କି କଳସୀ, ଦୀପ ଇତ୍ୟାଦି କିଏ ତିଆରି କରିଥାଏ ?

ଉତ୍ତର- କୁମ୍ଭାର ।

୮- ରୁଟି କେଉଁ ଗ୍ଯାସ କାରଣରୁ ଫୁଲିଥାଏ ?

ଉତ୍ତର- କାର୍ବନ ଡାଇଅକ୍ସାଇଡ ।

୯- ଗୁରୁ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ସେପ୍ଟେମ୍ବର ୫ ।

୧୦- କଞ୍ଚା ଥିଲେ ପରିବା ପାଚିଗଲେ ଫଳ କହିଥାଉ । ତାହା କଣ ?

ଉତ୍ତର- କଦଳୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button