IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାଠ ପଢାରେ ଦୁର୍ବଳ ପିଲାଙ୍କ ପାଇଁ 8ଟି ବାସ୍ତୁ ଟିପ୍ସ, ଆଜି ହିଁ କରିକି ଦେଖନ୍ତୁ ଆପଣଙ୍କ ଛୁଆ ହେବ

ବନ୍ଧୁଗଣ ଯଦି ଆପଣଙ୍କ ପିଲା ପାଠ ପଢା ରେ ଦୁର୍ବଳ ଅଟେ ତେବେ ତାହାର ଖେଳିବାରେ ଅଧିକ ମନ ଲାଗୁଛି କିମ୍ବା ପାଠ ପଢା ନା ଶୁଣିଲେ ଅଧିକ ବାହାନା କରୁଛି ତେବେ ଏହି ସମସ୍ୟାର ସମଧାନ ପାଇଁ ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କାର୍ଯ୍ୟ ରେ ଲଗାଇ ଆପଣ ଆପଣଙ୍କର ପିଲା ଙ୍କର ମନ ପାଠ ପଢା ରେ ଲଗାଇ ପାରିବେ ।

ତେବେ ଏହି ସବୁ ଟିପ୍ସ ର ପାଳନ କରିଲେ ଯେଉଁ ପିଲା ମାନଙ୍କର ପରିକ୍ଷା ହଲ ରେ କିଛି ମନେ ପଡୁ ନ ଥିବ ସେମାନେ ମଧ୍ୟ ମନେ ରଖିବାକୁ ଲାଗିବେ । ଏହା ସହ ଏହି ଟିପ୍ସ ଗୁଡିକ ବହୁତ ଲାଭଦାୟକ ଅଟେ । ୧- ପିଲା ମାନଙ୍କର ପାଠ ପଢା ରେ ମନ ଲଗାଇବା ତାଙ୍କର ପଢିବା ରୁମ ଟି ପୂର୍ବ ବା ଉତ୍ତର-ପୂର୍ବ ଦିଗ ଆଡକୁ ରଖନ୍ତୁ । ଏହା ସହ ଘରର କବାଟ ମଧ୍ୟ ସେହି ଦିଗରେ ରଖନ୍ତୁ । ଏମିତି କରିଲେ ପିଲାଙ୍କର ପାଠ ପଢା ରେ ମନ ଲାଗିଥାଏ ।

୨- ପିଲା ମାନଙ୍କର ପାଠ ଅଧିବା ଘର ଟି ଶୌଚାଳୟ ଘର ତଳେ ରଖନ୍ତୁ ନାହି । ଏହା ସହ ଘରର ଆଇନା ଟି ଏପରି ସ୍ଥାନରେ ରଖନ୍ତୁ ନାହି ଯେଉଁ ଠାରେ ବହି ଗୁଡିକର ଛବି ପଡୁଥିବ । ଏହା ଦ୍ଵାରା ପିଲା ଙ୍କ ଉପରେ ପଢା ର ଅଧିକ ଚାପ ପଡିପାରେ ।

୩- ପିଲା ପଢୁଥିବା ସମୟରେ ତାଙ୍କୁ ସର୍ବଦା ଉତ୍ତର ଦିଗକୁ ମୁଖ କରି ବସିବାକୁ କୁହନ୍ତୁ ।

୪- ପିଲା ମାନେ ପଢିବା ସମୟରେ କୌଣସି ବି ଖଟ, ଆଲମାରି ବା କାନ୍ଥ ଆଦିରେ ଆଉଜି ହୋଇ ବସିବାକୁ ଦିଅନ୍ତୁ ନାହି । ଏହା ଦ୍ଵାରା ପିଲା ମାନଙ୍କର ମନ ସ୍ଥିର ରୁହେ ନାହି ।

୫- ଯେଉଁ ପିଲା ମାନଙ୍କର ମନ ପାଠ ପଢା ରେ ବିଲକୁଲ ବି ଲାଗେ ନାହି ତାଙ୍କୁ ସର୍ବଦା ଉତ୍ତର ଦିଗକୁ ଗୋଡ ରଖିକି ଶୋଇବା ଜରୁରୀ ଅଟେ ।

୬- ପିଲା ମାନଙ୍କର ପଢା ଘରର ଝରକା ଗୁଡିକ ପୂର୍ବ ଦିଗକୁ ରଖିବା ସହ ତାହାକୁ ଅଧିକ ସମୟ ଯାଏଁ ଖୋଲା ରଖନ୍ତୁ । ଏପରି କରିଲେ ପିଲା ମାନଙ୍କର ମନ ପଢା ରେ ଅବଶ୍ୟ ଲାଗିବ ।

୭- ଯଦି ଆପଣଙ୍କ ପିଲା ଟି ତା ପାଠ ପଢା ରେ ଅଧିକ ଧ୍ୟାନ ଦେଉ ନାହି ଏଥିପାଇଁ ପିଲା ଙ୍କ ପାଠ ପଢା ରୁମରେ ମା ସରସ୍ଵତୀ ଙ୍କ ଚିତ୍ର ନିଶ୍ଚୟ ଲଗାନ୍ତୁ । ଏପରି ସ୍ଥଳରେ ମା ସରସ୍ଵତୀ ଙ୍କ ଫୋଟୋ ଲଗାନ୍ତୁ ଯେଉଁ ଠାରେ ପିଲା ଙ୍କର ନଜର ସିଧା ପଡିବ ।

୮- ଯଦି ଆପଣଙ୍କ ପିଲା ଟି ପ୍ରଶ୍ନ ଉତ୍ତର ମନେ ରଖି ଦେଉଥାଏ କିନ୍ତୁ ପରୀକ୍ଷା ହଲ ରେ ସବୁ କିଛି ଭୁଲି ଯାଉଥାଏ ତେବେ ତାଙ୍କ ରୁମରେ ସବୁଜ ରଙ୍ଗର ପରଦା ଅବଶ୍ୟ ଲଗାନ୍ତୁ । ଏହା ଦ୍ଵାରା ସେମାନଙ୍କର ଏହି ସମସ୍ଯା ରୁହେ ନାହି ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button