IBN ଓଡ଼ିଶା ବ୍ୟୁରୋ

Vastu Tips : ନିଜ ଘରୁ ଭୁଲରେ କାହାକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ ନଚେତ ଖୁବ ଶୀଘ୍ର ହୋଇଯିବେ ଦାଣ୍ଡର ଭିକାରୀ

ନମସ୍କାର ବନ୍ଧୁଗଣ ଆମ କୁ ଛୋଟ ବେଳରୁ ଶିଖା ଯାଇଛି ଯେ ଗରିବ ଲୋକ ମାନଙ୍କୁ ଦାନ କରିବା ବହୁତ ପୁଣ୍ୟ ହୋଇଥାଏ ଭଗବାନ୍ ଶ୍ରୀକୃଷ୍ଣ କୁହନ୍ତୁ ଯେ ଏପରି କିଛି ଜିନିଷ ଅଛି ଯାହା ଆପଣ ଆପଣଙ୍କ ଘରୁ କାହାକୁ ଦେବା ଉଚିତ ହୋଇନଥାଏ କାହିକିଁ ନା ଏହି ଜିନିଷ ଦେବା ଦ୍ଵାରା ଆପଣ ନିଜର ଘରର ସୁଖ ସମୃଦ୍ଧି ଆଉ କାହାକୁ ଦେବା ସହିତ ସମାନ ହୋଇଥାଏ । ବିଷ୍ଣୁ ପୁରାଣରେ କିଛି ଏମିତି ବିଷୟରେ ଆଲୋଚନା କରାଯାଇଛି ଯାହାକୁ ଆମେ ଭୁଲ ରେ ଆଉ କାହାକୁ ଦେବା ଅନୁଚିତ୍ କାହିକିଁ ନା ଏହି ଜିନିଷ ସହିତ ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାଆନ୍ତି ଏବଂ ଆପଣ ଜାଣିଛନ୍ତି ଯେ ଆମ ଜୀବନରେ ମା ଲକ୍ଷ୍ମୀଙ୍କ ଉପସ୍ଥାନ କେତେ ଆବଶ୍ୟକ ଅଟେ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଙ୍କ ଘରେ ଧନ ,ବୈଭବ ଏବଂ ସୁଖ ଶାନ୍ତିର ଆବଶ୍ୟକ ହୋଇଥାଏ ଯଦି ମା ଲକ୍ଷ୍ମୀ କୌଣସି କାରଣରୁ ରୁଷ୍ଟ ହୋଇ ଯାଆନ୍ତି ଆମ ଜୀବନ ଉପରେ ଏହାର ରୁଷ୍ଟ ପ୍ରଭାବ ଦେଖିବାକୁ ମିଳିଥାଏ ।

ଆପଣ ଯଦି ଚାହୁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ରୁହନ୍ତୁ ସୁଖ ଶାନ୍ତି ,ବୈଭବ ଆପଣଙ୍କ ଗୃହରେ ସର୍ବଦା ଲାଗି ରହୁ ତେବେ ଭୁଲରେ ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ ।ନମ୍ବର 1 ପତ୍ନୀର ଗହଣା ଆଭାଶଣର ଦେବୀ ମାତା ଲକ୍ଷ୍ମୀଙ୍କୁ ମାନି ଥାଆନ୍ତି ଏଥିପାଇଁ ଆମେ ଯେବେ ଆଭୂଷଣ କିଣି ଥାଆନ୍ତି ସବୁଠାରୁ ପ୍ରଥମେ ମାତା ଲକ୍ଷ୍ମୀଙ୍କ ଉପାସନା ପରେ ହିଁ ଏହାକୁ ପିନ୍ଧି ଥାଆନ୍ତି । ଆପଣଙ୍କ ପତ୍ନୀଙ୍କ ଆଭୁଷଣ ଆପଣଙ୍କ ସମୃଦ୍ଧି କୁ ଦର୍ଶାଇ ଥାଏ ଏଥିପାଇଁ ଆପଣ ଭୁଲ ରେ ନିଜ ପତ୍ନୀଙ୍କ ଗହଣା କାହାକୁ ଦିଅନ୍ତୁ ନାହିଁ ।

ନମ୍ବର 2 ଝାଡୁ ଆପଣ କେତେଥର ଶୁଣିଥିବେ ଯେ ଘରର ଝାଡୁ କେବେବି ଅନ୍ୟ କାହାକୁ ଦେବା ଉଚିତ୍ ନୁହେଁ କାହିକିଁ ନା ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଝାଡୁ ସ୍ବଚ୍ଛତା ଏବଂ ସମୃଦ୍ଧିର
ପ୍ରତୀକ ହୋଇଥାଏ ଏହା ଘରୁ ନକରାତ୍ମକ ଉର୍ଜାକୁ ବାହାର କରିବାରେ ସାହାଯ୍ୟ କରିଥାଏ ଏଥିପାଇଁ ଆପଣଙ୍କ ଘରର ଝାଡୁକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ନଚେତ ଆପଣଙ୍କ ଘରର ସୁଖ ଶାନ୍ତି ଝାଡ଼ୁ ସହିତ ଚାଲି ଯାଇଥାଏ |

ତୃତୀୟରେ ସନ୍ଧ୍ୟା ସମୟରେ ଦହି ,କ୍ଷୀର ଚାଉଳ ,ନଡ଼ିଆ ଅଟେ ଯେମିତି ଧଳା ଜିନିଷ କେବେବି କାହାକୁ ଦିଅନ୍ତୁ ନାହିଁ ଶାସ୍ତ୍ରରେ ଏହାର ଉଲେଖ ମିଳିଥାଏ ଯେ ଧଳା ଜିନିଷରେ ଖରାପ ନଜର ବହୁତ ଜଲ୍ଦି ଲାଗି ଯାଇଥାଏ ଏଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ ଆପଣ ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ | ଯଦି ବହୁତ ଜରୁରୀ ହୋଇଥାଏ ଆପଣ ବଜାରରୁ କିଣିକି ଦେଇପାରିବେ କିନ୍ତୁ ଆପଣଙ୍କ ଘରୁ କେବେବି ଦିଅନ୍ତୁ ନାହିଁ |

ଚତୁର୍ଥରେ ପଇସା ମା ଲକ୍ଷ୍ମୀ ଧନର ଦେବୀ ହୋଇଥାଆନ୍ତି ଯେଉଁ ଘରେ ଧନର ବର୍ଷା ହୋଇଥାଏ ତାହେଲେ ମା ଲକ୍ଷ୍ମୀଙ୍କ କୃପା ସେହି ଘର ଉପରେ ବର୍ଷିଛି ଏଥିପାଇଁ ଆପଣ ନିଜ ଘରେ ରଖିଥିବା ଧନ କାହାକୁ ଉଦ୍ଧାର ନଦେବା ଉଚିତ ନିଜ ପତ୍ନୀ ରଖିଥିବା ଧନ ବା ଟ୍ରେଜେରିରେ ରଖିଥିବା ଧନ ଭୁଲରେ କାହାକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ଧନ ବୃଦ୍ଧିରେ ସମସ୍ୟା ଆସିପାରେ |

ପଞ୍ଚମରେ ମା ଲକ୍ଷ୍ମୀ ଧନର ଦେବୀ ସମ୍ପନ୍ନତା ବୈଭବ ସୌଭାଗ୍ୟ ଦେଲା ଭଳି ବ୍ୟକ୍ତି ଅଟନ୍ତି ଏବଂ ମା ଲକ୍ଷ୍ମୀଙ୍କୁ ଅନ୍ନପୂର୍ଣ୍ଣା ମଧ୍ୟ କହି ଥାଆନ୍ତି ଏଥିପାଇଁ ଆମେ ଅନ୍ନ ଗ୍ରହଣ କରିବା ପୂର୍ବରୁ ମା ଲକ୍ଷ୍ମୀଙ୍କୁ ସ୍ମରଣ ଅବଶ୍ୟ କରିଥାଆନ୍ତି ଯଦି ଆପଣ ନିଜ ରୋଷେଇ ଘରୁ ବେଲଣା କାଠି ବା ତିଆରି ହୋଇଥିବା ପ୍ରଥମ ରୁଟି ମା ଲକ୍ଷ୍ମୀଙ୍କ ନାମରେ ବନା ଯାଇଥାଏ ଏଥିପାଇଁ ଆପଣ ଭୁଲରେ ଏହି ସବୁ ବସ୍ତୁ କାହାକୁ ଉଦ୍ଧାର ବା ଉପଯୋଗ କରିବାକୁ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଭାଗ୍ୟ ମଧ୍ୟ ଏହା ସହିତ ଚାଲି ଯାଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button