IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ଗୋଟିଏ ପତ୍ର ସେବନ ଦ୍ଵାରା 100 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କେଉଁ ବି ରୋଗ ହେବ ନାହିଁ, ନିଶ୍ଚୟ ଦେଖନ୍ତୁ

ନାମସ୍କାର ବନ୍ଧୁଗଣ, ଆନେକ ଲୋକ ଏବେ ରୋଗ  ବ୍ୟାଧିରେ ପୀଡିତ ହୋଇ କଷ୍ଟ ପାଉଛନ୍ତି । ଡାକ୍ତରଙ୍କ ଔଷଧ ଖାଇ ଖାଇ ଥକି ଗଲାପରେ ମଧ୍ୟ ରୋଗ ଭଲ ହେଉ ନାହିଁ । ଯାହାଫଳରେ ଆପଣ ମାନେ ବହୁତ ଚିନ୍ତିତ ହେଉଯାଉଛନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଆପଣ ଘରୋଇ ଭାବରେ କିଭଳି ଭୃସଙ୍ଗ ପତ୍ରର ସେବନ କରି ନିଜ ଦେହରୁ ସମସ୍ତ ରୋଗ ଦୂରେଇ ଦେଇ ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଭୃସଙ୍ଗ ପତ୍ର ଭିତରେ ଆଇରନ, କ୍ୟାଲସିୟମ, ଭିଟାମିନ-c ପ୍ରଚୁର ମାତ୍ରାରେ ରହିଥାଏ ।  ଏହା ଭିତରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ମଧ୍ୟ ମିଳିଥାଏ । ଚୁଟି ଜନିତ କେଉଁ ବି ସମସ୍ୟା ଥିଲେ ଚୁଟି ଝଡୁଥିଲେ କିମ୍ବା ଶୀଘ୍ର ଚୁଟି ପାଚି ଯାଉଥିଲେ ଯାଉଥିଲେ ଇତ୍ୟାଦି ଅସୁବିଧା ଥିଲେ ଆପଣ  ଭେଶୁଙ୍ଗା ପତ୍ର ସାହାର୍ଯ୍ୟ ଏହିସବୁରୁ ମୁକ୍ତି ପାଇପାରିବେ ।

ଆପଣ ଏହି ପତ୍ରକୁ ଖାଇବାରେ ବ୍ୟବହାର କରି ଖାଇପାରିବେ । କିମ୍ବା ଏହି ପତ୍ରକୁ ବାଟି ଏହାର ପେଷ୍ଟକୁ ମଧ୍ୟ ଚୁଟିରେ ଲଗାଇ ପାରିବେ । ଏହି ପତ୍ରର ତେଲକୁ ଗରମ କରି ଚୁଟିରେ ଲଗାଇବା ଦ୍ଵାରା ବେଶି ଲାଭ ମିଳିଥାଏ । ଆପଣ ଏହି ପତ୍ରକୁ ପାଣିରେ ଅଧ ଘଣ୍ଟା ଫୁଟାଇ ସେହି ପାଣି ଦ୍ଵାରା ଚୁଟିକୁ ସଫା କରିବା ମଧ୍ୟ ଭଲ ଫଳ ଦେଇଥାଏ ।

ଆପଣଙ୍କ ଠାରେ ଯଦି ପେଟ ଜନିତ କେଉଁ ବି ସମସ୍ୟା ରହିଛି ତେବେ ଆପଣଙ୍କୁ ଭେସୁଙ୍ଗା ପତ୍ରର ବ୍ୟବହାର କରିବା ଉଚିତ । ଆପଣ ଏହାର ବ୍ୟବାହାର ନିଜ ଓଜନକୁ କମାଇବା ପାଇଁ ମଧ୍ୟ କରିପାରିବେ । କାରଣ ଏଥିରେ ଥିବା ଫାଇବର ଶରୀରରେ ଥିବା ବାଳକ ଫ୍ୟାଟକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

ଯଦି ଆପଣଙ୍କ ମୁହଁରେ ବ୍ରଣ ଉଠୁଥାଏ ତେବେ ଆପଣ ଭୃସଙ୍ଗ ପତ୍ରର ଫେସ ପ୍ୟାକ ବନାଇ ଆପଣ ନିଜ ମୁହଁରେ ଲଗାନ୍ତୁ । ଏହି ଫେସ ପ୍ୟାକ ବନାଇବା ପାଇଁ ଆପଣ ଭୃସଙ୍ଗ ପତ୍ରକୁ ଖରାରେ ଭଲ ଭାବରେ ଶୁଖାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ବାଟି ଦିଅନ୍ତୁ । ଏବଂ ସେଥିରେ ଗୋଲାପ ଜଳ ମିଶାନ୍ତୁ । ମୁଲତାନି ମାଟି ମଧ୍ୟ ମିଶାନ୍ତୁ । ନଡିଆ ତେଲ ଅଳ୍ପ ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ ।

ଏହାପରେ ଆପଣ ଏହାକୁ ନିଜ ମୁହଁରେ ଲଗାଇ ମୁହଁ ସହ ଜଡିତ ଥିବା ସବୁ ସମସ୍ୟାକୁ ଦୂର କରିପାରିବେ । ଭୃସଙ୍ଗ ପତ୍ର ଶରୀରର କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏବଂ ଆପଣଙ୍କ ଶରୀରର ଖରାପ କୋଲେଷ୍ଟ୍ରଲକୁ ବାହାର କରିଥାଏ । ଭୃସଙ୍ଗ ପତ୍ର ଆପଣଙ୍କ କିଡନୀ ଏବଂ ଲିଭର ପାଇଁ ଲାଭକାରୀ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button