IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜ୍ୟ

କାମ କରୁନି ନା ବନ୍ଦ ହେଇଗଲା Whats App

ବନ୍ଦ ହେଇଗଲା କି ସୋସିଆଲ ମିଡିଆ Whatsapp.ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌(WhatsApp) ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ଏନେଇ ୟୁଜର୍ସମାନେ ଅଭିଯୋଗ କରିଛନ୍ତି। ହେଲେ ଏନେଇ ହ୍ୱାଟ୍ସଆପ୍‌ ପକ୍ଷରୁ ଅଫିସିଆଲ୍‌ ସୂଚନା ଦିଆଯାଇ ନାହିଁ।ୟୁଜର୍ସମାନେ WhatsAppରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ୩୦ ମିନିଟ୍‌ ହେବ ଏଭଳି ଅସୁବିଧା ଦେଖା ଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button