IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀମାନେ ମରିଗଲେ ବି ଏହି 4ଟି କଥା ନିଜ ସ୍ଵାମୀକୁ କୁହନ୍ତି ନାହିଁ, ବିବାହିତ ପୁରୁଷ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଦୁହେଁ ଦୁହିଁଙ୍କ ମନ କଥା ଉଭୟଙ୍କୁ କହିଥାନ୍ତି । ଏହା ହିଁ ତ ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ମଜବୁତ ରଖିଥାଏ । ଏମିତି କୌଣସି କଥା ନାହି ଯାହାକୁ କହିବା ପାଇଁ ସ୍ତ୍ରୀ ଲାଜ କରିବ ସ୍ଵାମୀକୁ । ତେବେ କେଉଁ 4ଟି କଥାକୁ ସ୍ତ୍ରୀ ମରିଗଲେ ମଧ୍ୟ ନିଜ ସ୍ଵାମୀ ଆଗରେ କହିନଥାଏ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ବିଷୟରେ ।

ପ୍ରଥମ: ପ୍ରତ୍ୟକ ସ୍ତ୍ରୀଙ୍କ ଜୀବନରେ ବିବାହ ପୂର୍ବରୁ କେହି ନା କେହି ଯୁବକ ନିହାତି ଆସିଥାଏ । ଅବିବାହିତ ଥିବା ବେଳେ ସେମାନେ ମଧ୍ୟ ଅନ୍ୟ କୌଣସି ପୁରୁଷଙ୍କ ପ୍ରେମରେ ପଡିଥାନ୍ତି । କିନ୍ତୁ ଯେତେ ଆପଣ ତାଙ୍କ ସହ ମିଶିଲେ ମଧ୍ୟ ସେ ଏହି କଥାକୁ ଆପଣଙ୍କୁ କହିବା ଉଚିତ ଭାବନ୍ତି ନାହିଁ । କୌଣସି ସ୍ତ୍ରୀ ନିଜ ସ୍ଵାମୀଙ୍କୁ ପ୍ରଥମ ପ୍ରେମ କଥା କହିନଥାଏ । କାରଣ ତାଙ୍କୁ ଡର ରହିଥାଏ କି ଏହା କହିବା ଦ୍ଵାରା ତାଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ ।

ଦିତୀୟ: ଘରର ପ୍ରତ୍ୟକ ମହିଳା କିଛି ଟଙ୍କା ଲୁଚାଇ ସଞ୍ଚୟ କରି ରଖିଥାନ୍ତି । ସ୍ତ୍ରୀ ମାନେ କେବେ ହେଲେ ଏହି କଥାକୁ ନିଜ ସ୍ଵାମୀଙ୍କୁ ଜାଣିବା ପାଇଁ ଦିଅନ୍ତି ନାହିଁ । କିନ୍ତୁ ଯେତେବେଳେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସେ ସେଇ ପଇସା ବାହାର କରି ସ୍ଵାମୀଙ୍କୁ ଦେଇଥାନ୍ତି । ଏହିଭଳି ସ୍ତ୍ରୀମାନେ ନିଜ ସ୍ଵାମୀଙ୍କୁ ସାହାର୍ଯ୍ୟ କରିଥାନ୍ତି ।

ତୃତୀୟ: ବେଳେବେଳେ ସ୍ଵାମୀ ସ୍ତ୍ରୀଙ୍କର କିଛି ଇଚ୍ଛା ଏକା ଭଳି ହୋଇନଥାଏ । ସ୍ତ୍ରୀକୁ କିଛି ପସନ୍ଦ ଥାଏ ତ ସ୍ଵାମୀକୁ ଆଉ କିଛି । ତେଣୁ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ନିଜ ଇଚ୍ଛାକୁ ମାରିବାକୁ ପଡିଥାଏ । ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସ୍ତ୍ରୀମାନେ ନିଜ ସ୍ଵାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ନିଜ ଇଚ୍ଛାକୁ ମାରି ରହିଯାନ୍ତି ।

ମନ ଭିତରୁ ଏହା କରିବାକୁ ଚାହୁଁ ନଥିଲେ ମଧ୍ୟ ନିଜ ସ୍ତ୍ରୀ ଧର୍ମ ପାଳନ ପାଇଁ ଏହା କରିଥାନ୍ତି । ଚତୁର୍ଥ: ପ୍ରାୟତଃ ସ୍ତ୍ରୀ ମାନେ ନିଜ ଶରୀରର ରୋଗ ବା ପୀଡା ବିଷୟରେ ନିଜ ସ୍ଵାମୀଙ୍କୁ ଲୁଚାଇଥାନ୍ତି । ସମାନେ ଭାବନ୍ତି କି ଛୋଟ ଛୋଟ କଥା କହି ସ୍ଵାମୀଙ୍କୁ ଚିନ୍ତାରେ ପକାଇବା ଭଲ ନୁହେଁ । ତେଣୁ ସେମାନେ ନିଜ ଦେହର କଷ୍ଟକୁ ସର୍ବଦା ନିଜ ସ୍ଵାମୀଙ୍କ ପାଖରୁ ଲୁଚାଇ ରଖନ୍ତି ।

ନିଜ ସ୍ଵାମୀଙ୍କୁ କେବେ ହେଲେ ଏହା ବିଷୟରେ ଜାଣିବା ପାଇଁ ସୁଯୋଗ ଦିଅନ୍ତି ନାହିଁ । ତେବେ ଏହା ଥିଲା ସେହି 4ଟି କଥା ଯାହାକୁ ସ୍ତ୍ରୀମାନେ ନିଜ ସ୍ଵାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button