ରାତିରେ 1 ଗ୍ଲାସ୍ ପିଅନ୍ତୁ,100 ବର୍ଷ ପର୍ଯ୍ୟନ୍ତ ମିଳିବ ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଆଦି ରୋଗରୁ ମୁକ୍ତି
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରିଲେ ବାତ, ପିତ, କଫ ସମସ୍ଯା ଦୂର କରିଥାଏ । ପ୍ରତିଦିନ ଖାଲି ପେଟରେ ସକାଳୁ ଏହାର ସେବନ କରିବାକୁ ହେବ । ଯଦି ଆପଣ ଏହାର ସେବନ କରିବେ ତେବେ ଜୀବନରେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ସମସ୍ଯା ହେବ ନାହି । ଏହା ସହ ହାଡ ମଜବୁତ ହେବ । ଆପଣ ଅନେକ ପ୍ରାକାର ରୋଗରୁ ବଞ୍ଚିକି ରହିବେ ।
ଶରୀରର ଇମ୍ୟୁନିଟି ପାୱାର ବଢିଯିବ । ଏହା ସହ ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ, ଖରାପ କୋଲେଷ୍ଟ୍ରୋଲକୁ ବାହାର କରିବାରେ ସହାୟକ ହେବ ଏହି ରେମେଡି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଯଦି ଆପଣ ଏହାକୁ ଠିକ ଉପାୟରେ ବନାଇବେ ତେବେ ଏହା ଶରୀରରୁ ଅନେକ ପ୍ରାକାରର ରୋଗକୁ ଦୂର କରିବ । ଆପଣ ଜାଣିଥିବେ ଆମ ଶରୀରରେ ରୋଗ ଜନ୍ମ ହେବାର ମୁଖ୍ୟ କାରଣ ହେଉଛି ପେଟରେ ସମସ୍ଯା ହେଲେ । ପେଟ ଭଲ ରହିଲେ ଶରୀରରେ ଥିବା ଅନେକ ରୋଗ ଠିକ ହୋଇଯାଏ ।
ଅନ୍ୟ ଟି ହେଉଛି ଅନେକ ରୋଗ ଆମ ଶରୀରରେ ଭିଟାମିନ ଓ ମିନେରାଲ୍ସ ଅଭାବରୁ ହୋଇଥାଏ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଜୀରା ଯାହାକୁ ଆପଣ ରୋଷେଇ ଘରୁ ସହଜରେ ପାଇଯିବେ । ଏହାର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିବେ । ଜୀରା ପେଟ ଜନିତ ରୋଗ ପାଇଁ ପ୍ରାକୃତିକ ଉପାୟ ଅଟେ । ରକ୍ତ ଅଭାବ ଦୂର କରେ, ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ, ମୋଟାପା ଦୂର କରିଥାଏ ।
ଦ୍ଵିତୀୟ ସାମଗ୍ରୀ ହେଇଛି ଗୋଟା ଧନିଆ ଯାହା ମୋଟାପଣ ଦୂର କରିବା ପାଇଁ ଏକ ରାମବାଣ ଔଷଧ ଅଟେ । ତୃତୀୟ ସାମଗ୍ରୀ ର ଆବଶ୍ୟକତା ହେଉଛି ପାନମଧୁରୀ ଯାହା ରକ୍ତ ସଫା କରିବା ସହ ଆଖି ରେ ଆଲୋକ ବଢାଇଥାଏ । ତେବେ ଏହି ୩ ଟି ସାମଗ୍ରୀ ରୁ ଅଧ ଚାମଚ ଲେଖାଏଁ ନିଅନ୍ତୁ । ଏହି ୩ଟି ସାମଗ୍ରୀକୁ ଏକ ଗ୍ଳାସ ପାଣିରେ ପକାଇ ରାତି ସାରା ଭିଯାଇ ରଖନ୍ତୁ । ସକାଳେ ଏହି ପାଣିକୁ ଛାଣି ଏହାକୁ ଏକ ପାତ୍ରରେ ବସାଇ ଭଲ ଭାବେ ଫୁଟାନ୍ତୁ ।
ଏହାକୁ ୫ରୁ ୭ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଆପଣ ଏଥିରେ ମହୁ ଆଡ କରି ପାରିବେ । ଆପଣ ଏହାକୁ ଛାଣି କି ହେଉ ବା ବିନା ଛାଣି କି ହେଉ ସେବନ କରି ପାରିବେ । ଜାଡ୍ୟ ଆପଣଙ୍କୁ ଡାଇବେଟିସ ତେବେ ମହୁ ଆଡ କରନ୍ତୁ ନାହି । ଆପଣ ବଞ୍ଚି ଯାଇଥିବା ସାମଗ୍ରୀ କୁ ଚୋବାଇ ଖାଇ ପାରିବେ । ସକାଳୁ ଖାଲି ପେଟରେ ଏହାର ଉଷୁମ ଉସ ସେବନ କରନ୍ତୁ ।
ଏହାର ସେବନ କରିବା ଦ୍ଵାରା ପାଚନ କ୍ରିୟା ଶକ୍ତିଶାଳି ହେବ, ପେଟ ସଫା ହେବ, ବାତ, ପିତ, କଫ ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।