IBN ଓଡ଼ିଶା ବ୍ୟୁରୋ

ପାଦ ଫାଟିଲେ ଘରେ କେଉଁ ସମସ୍ୟା ଦେଖା ଦେଇଥାଏ? ଦେଖନ୍ତୁ ଏହା ସହ ଆହୁରି 10ଟି Anuchinta

ନମସ୍କାର ବନ୍ଧୁଗଣ, ଆମ ସହ ଅନେକ ଘଟଣା ଘଟିଥାଏ । ଆମେ ତାହାକୁ ଗୁରୁତ୍ଵ ଦେଇ ନଥାଉ । କିନ୍ତୁ ଭଗବାନଙ୍କ ନିର୍ମିତ ଏହି ସଂସାରରେ କୌଣସି ବି ଘଟଣା ବିନା କାରଣରେ ହୋଇନଥାଏ । କିଛି ଘଟଣାରୁ ଆସୁଥିବା ସମୟ ବିଷୟରେ ସୂଚନା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଦ ଫାଟିବାର କଣ ସଙ୍କେତ ରହିଛି । ଘରକୁ କେଉଁ ସମସ୍ୟା ଆସିବାର ଏହା ସଙ୍କେତ ଦେଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ସଙ୍କେତ ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ପ୍ରଥମ: ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ହୋଇନଥାଏ । ଏହାଫଳରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଦିତୀୟ: ରାତିରେ ଗାଧୁଆ ଘରେ କିମ୍ବା ରୋଷେଇ ଘରେ କେବେ ବି ଖାଲି ବାଲଟି ରଖନ୍ତୁ ନାହି । ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତୃତୀୟ: ସନ୍ଧ୍ୟା ସମୟରେ କେବେ କୌଣସି ଜିନିଷ ଦାନ କରନ୍ତୁ ନାହିଁ ।

କ୍ଷୀର, ଦହି ସନ୍ଧ୍ୟା ସମୟରେ ବିଲକୁଲ କାହାକୁ ଦେବା ଉଚିତ ନୁହେଁ । ଏହାଫଳରେ ଘରେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଚତୁର୍ଥ: ଏଣେ ତେଣେ ଛେପ ପକାଇବା ଉଚିତ ନୁହେଁ । ଏହାଫଳରେ ସୂର୍ଯ୍ୟ ଓ ବୁଧ ଗ୍ରହର ଖରାପ ପ୍ରଭାବ ପଡିଥାଏ । ଏବଂ ସନ୍ତାନ ହାନି ସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ପଞ୍ଚମ: ଘରେ ଜୋତା ଚପଲ ଏଠି ସେଠି ପକାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରେ କଲି ଝଗଡା ହୋଇଥାଏ । ପରସ୍ପର ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ । ଷଷ୍ଠ: ଖାଇସାରି ଖାଇବା ଥାଳିରେ ହାତ ଧୋଇବା ଅଶୁଭ ହୋଇଥାଏ । ଏହା ଫଳରେ ଗ୍ରହ ମାନଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ସପ୍ତମ: କେବେବି ନିଜ ପାଦ ଫାଟିବାବୁ ଦେବା ଦେବା ଉଚିତ ନୁହେଁ ।

କାରଣ ଏହା ଅମଙ୍ଗଳ ହୋଇଥାଏ । ଶୁକ୍ରଗ୍ରହ ଦୁର୍ବଳ ହୋଇଯାଇଥାଏ । ଏହାସହିତ ବୈବାହିକ ଜୀବନ ଏବଂ ପାରିବାରିକ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଅଷ୍ଟମ: ଅଧିକ ସମୟ ପର୍ଯ୍ୟନ୍ତ ପ୍ରଖର ସୂର୍ଯ୍ୟ କିରଣରେ ରହିବା ଉଚିତ ନୁହେଁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମେଲାନୋମା ଭଳି ଚର୍ମ କର୍କଟ ଦେଖାଦେବାର ସମ୍ଭାବନା ରହିଥାଏ ।

ନବମ: ରାତିରେ ଅଧିକ ମାତ୍ରାରେ ଖାଇବା ଉଚିତ ହୋଇନଥାଏ । ଅଳ୍ପ ଖାଦ୍ୟ ଖାଇବା ଉଚିତ ଅଟେ । କାରଣ ଏହାଦ୍ୱାରା ଖାଦ୍ୟ ଭଲଭାବରେ ହଜମ ହୋଇଥାଏ । ଏବଂ ସ୍ୱାସ୍ଥ୍ୟ ପାଇଁ ହିତକାରୀ ମଧ୍ୟ ହୋଇଥାଏ । ଦଶମ; ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ । ଶାସ୍ତ୍ର ଅନୁଯାୟୀ ଏହକରିବା ଫଳରେ ଆପଣଙ୍କୁ ଆୟୁ, ବିଦ୍ୟା, ବଳ, ଏବଂ ଯଶ ବୃଦ୍ଧି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button