IBN ଓଡ଼ିଶା ବ୍ୟୁରୋ

ଫାଶୀ ଦଣ୍ଡ ଶୁଣେଇବା ପରେ ଜଜ୍ Penର ମୁନ କାହିଁକି ଭାଙ୍ଗନ୍ତି? କଣ ଆପଣ ଜାଣିଛନ୍ତି

ନମସ୍କାର ବନ୍ଧୁଗଣ, ନିଜ ମନରେ ଥିବା କିଛି ଅଜଣା ପ୍ରଶ୍ନ ସବୁବେଳେ ଆମ ମନକୁ ବ୍ୟସ୍ତ ବିବ୍ରତ କରାଇଥାଏ । ତେବେ ଆଜି ଆସନ୍ତୁ ସେହି ସବୁ ପ୍ରଶ୍ନର ଉତ୍ତର ଜାଣିବା । ଯାହା ଆପଣଙ୍କ କାମରେ ଆସିବା ସହ ଆପଣଙ୍କ ପିଲା ମାନଙ୍କ ପାଠରେ ମଧ୍ୟ ଲାଗିପାରିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର ବିଷୟରେ ଆଲୋଚନା କରିବା ।

1- ବିଶ୍ଵର କେଉଁ ଦେଶରେ କୌଣସି ଗୋଟିଏ କ୍ଷେତ ନାହିଁ ? ଉତ୍ତର: ସିଙ୍ଗାପୁର । 2- କେଉଁ ଜୀବର ହୃଦୟ ତା ମୁଣ୍ଡ ଉପରେ ଥାଏ ? ଚିଙ୍ଗୁଡି । 3- କେଉଁ ଗ୍ରହରେ ଗୋଟିଏ ଦିନ ଗୋଟିଏ ବର୍ଷ ସମାନ ହୋଇଥାଏ ? ଉତ୍ତର: ସେହି ଗ୍ରହଟିର ନାମ ହେଉଛି ଶୁକ୍ର ଗ୍ରହ । 4- କେଉଁ ଜୀବ ଓଲଟା ଚାଲିପାରେ ନାହିଁ ? ଉତ୍ତର: କଙ୍ଗାରୁ କେବେ ଓଲଟା ପଛକୁ ଚାଲିପାରେ ନାହିଁ ।

5- ଫାଶୀ ସଜା ଶୁଣାଇବା ପରେ ଜଜ କାହିଁକି ପେନର ମୁନ ଭାଙ୍ଗିଦିଅନ୍ତି ? ଉତ୍ତର: ଏହି ପ୍ରଥା ଏବେ ନୁହେଁ ଇଂରେଜ ଥିବା ଅମଳରୁ ହିଁ ଚାଲି ଆସୁଛି । ପେନ ମୁନ ଭାଙ୍ଗିବାର ଦୁଇଟି କାରଣ ରହିଛି । ପ୍ରଥମ: ସଜା ଶୁଣାଇବା ପରେ ଜଜ ସେହି ଫଇସଲାକୁ ନ ବଦଳାଇବା ପାଇଁ ପେନର ମୁନ କୁ ଭାଙ୍ଗିଦିଅନ୍ତି । ଏବଂ ସେହି ଫଇସଲା ଉପରେ ପୁନଃ କୌଣସି ବିଚାର ନ କରିବା ପାଇଁ । ଦିତୀୟ: ପୁଣି ଥରେ ସେହି କଲମରେ କାହାକୁ ଫାସି ଦଣ୍ଡ ନା ମିଳୁ । ଏବଂ ଏହିଭଳି ଅପରାଧ ପୁଣି ଥରେ କେହି ନକରନ୍ତୁ ।

6- ପୁରା ଖାଲି ଥିବା ଖାଲି ବାକ୍ସରେ ଆପଣ କେତେ ସେଓ ଭର୍ତ୍ତି କରି ରଖିପାରିବେ ? ଉତ୍ତର: ଗୋଟିଏ ସେଓ । କାରଣ ଯଦି ଆପଣ ସେହି ବାକ୍ସରେ ଆପଣ ଗୋଟିଏ ସେଓ ରଖିଦେବେ ତେବେ ସେହି ବାକ୍ସ ପୁରା ଖାଲି ରହିବ ନାହିଁ । 7- ଓସ୍ତ ଗଛ ମୂଳରେ ପାଞ୍ଚ ଜଣ ବସିଥିଲେ ।

ଜଣେ ଅନ୍ଧ, ଜଣେ ଗୁଙ୍ଗା, ଜଣେ ଛୋଟା, ଜଣେ ଶୁଣିପାରୁନଥିବା ବ୍ୟକ୍ତି ଆଉ ଜଣେ ହାତ ନଥିବା ବ୍ୟକ୍ତି ସେହି ଗଛ ମୂଳରେ ବସିଥିଲେ । ତେବେ ଯଦି ଆମ୍ବ ପଡେ କିଏ ପ୍ରଥମେ ଉଠାଇବା ? ଉତ୍ତର: କେହି ବି ଆମ୍ବ ଗୋଟେଇବେ ନାହି । କାରଣ ଓସ୍ତ ଗଛରୁ ଆମ୍ବ ଫଳେ ନାହିଁ । ତେବେ ଆପଣ ମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ହୁଏତ ଆଗରୁ ଜଣା ନଥିବ ।

ଯଦି କାହାକୁ ଏହି ପ୍ରଶ୍ନର ଉତ୍ତର ଜଣା ଥିଲା ତେବେ କାମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ । ଆଶା କରୁଛୁ  ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button