IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ଭୁଲ ଆପଣଙ୍କ ଶୂକ୍ରାଣୁ କମ କରିଥାଏ ଏବଂ ପୁରୁଷତ୍ଵ କ୍ଷମତା ମଧ୍ୟ କମ ହୋଇଥାଏ, କଣ ଆପଣ ଏହି ଭୁଲ କରୁ ନାହାନ୍ତିତ

ତେବେ ଆପଣ ବହୁତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜିନିଷ ପଢି ଥାନ୍ତି ଏବଂ ଶୁଣି ଥାନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କୌଣସି ପୁରୁଷ ପାଇଁ ପୁରୁଷ ଶକ୍ତି ଏବଂ ଶୂକ୍ରାଣୁ ବହୁତ ଆବଶ୍ୟକ ଅଟେ, ଏହା ଦ୍ଵାରା କେବଳ ପୁରୁଷ ସନ୍ତାନ କ୍ଷମତା ବଢିଥାଏ ତା ଛଡା ଏହା ଦ୍ଵାରା ପୁରୁଷଙ୍କୁ ବହୁତ ପ୍ରକାର ରୋଗ ହୋଇ ନଥାଏ ।

ବହୁତ ଏମିତି ପୁରୁଷ ଥାନ୍ତି ଯିଏ ଅଜଣା ରେ କିଛି ଏମିତି ଭୁଲ କରି ଥାନ୍ତି ଯାହା ଦ୍ଵାରା କେବଳ ପୁରୁଷ ଶକ୍ତି କମି ନଥାଏ ଏହା ଛଡା ଶୂକ୍ରାଣୁ ମଧ୍ୟ କମି ଥାଏ, ତେବେ ଆସନ୍ତୁ ଜାଣିବା କେଉଁ କାମ ଭୁଲରେ ବି କରିବା ଭଲ ନୁହ ।

ପ୍ରଥମ ଭୁଲ :

ଯଦି କୌଣସି ଲୋକ ନିଜ ଜୀବନରେ ପ୍ରତି ଦିନ ନିଶା ସେବନ କରୁଛନ୍ତି ବା କେବେ କେବେ କିଛି ନିଶା ପଦାର୍ଥ ଉପଯୋଗ କରୁଛନ୍ତି ତେବେ ଶୂକ୍ରାଣୁ ଗୁଣ ବହୁତ କମି ଯାଇ ଥାଏ । ତେବେ ଆମ ଅନୁଯାଇ ଆପଣଙ୍କୁ ନିଶା ଜିନିଷ ସେବନ କରିବା ବନ୍ଦ କରିବା ଉଚିତ ନଚେତ ଶୂକ୍ରାଣୁ କମିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇ ଥାଏ ।

ଦ୍ଵିତୀୟ ଭୁଲ :

ଆଜିକା ଲୋକଙ୍କ ପାଇଁ ମଦ ପିବା ବହୁତ ସାମାନ୍ୟ କଥା ଅଟେ, ଯେଉଁ ଲୋକ ଦରକାର ଠାରୁ ଅଧିକ ମଦ୍ୟ ପାନ କରି ଥାନ୍ତି ତାଙ୍କ ପାଇଁ ମଦ ବହୁତ ହାନିକାରକ ଜିନିଷ ଅଟେ । ଏହା ଛଡା ମଦ ପିଲେ ଟେଷ୍ଟୋରିନ ହର୍ମୋନ ମଧ୍ୟ କମି ଯାଇ ଥାଏ, ଏହା ପରେ ଶରୀର ରେ ଶୂକ୍ରାଣୁ ନିର୍ମାଣ ବନ୍ଦ ହୋଇଯାଇ ଥାଏ ।

ତୃତୀୟ ଭୁଲ :

ଆପଣ ସମସ୍ତେ ଜାଣିଛନ୍ତି ଯେ ସିଗ୍ରେଟ ଓ ବିଡି ପିବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ, କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ସିଗ୍ରେଟ ବା ବିଡି ପିଲେ ଶୂକ୍ରାଣୁ ମଧ୍ୟ କମି ଯାଇ ଥାଏ । ଏମିତି ଲୋକ ସମ୍ପର୍କ ମଧ୍ୟ ଗଢି ପାରନ୍ତି ନାହିଁ, କିନ୍ତୁ ସନ୍ତାନ ଜନ୍ମ କ୍ଷମତା ସମାପ୍ତ ହୋଇ ଯାଇ ଥାଏ ।

ଚତୁର୍ଥ ଭୁଲ :

ବହୁତ ଲୋକ ଜାଣିଛନ୍ତି ଯେ ବହୁତ ସମୟ ଧରି ସାଇକିଲିଙ୍ଗ କଲେ ଶୂକ୍ରାଣୁ କମି ଯାଇ ଥାଏ, ସାଇକିଲ କଲେ ଅଣ୍ଡକୋଷ ସିର ଦବି ଯାଇ ଥାଏ ଯାହା ଫଳରେ ଶୂକ୍ରାଣୁ କ୍ରିୟା ଉପରେ ଖରାପ ପ୍ରଭାବ ପଡି ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ କିଛି ବି କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button