IBN ଓଡ଼ିଶା ବ୍ୟୁରୋ

ପ୍ରତ୍ୟକ ଦିନର ପୂଜାରେ କରନ୍ତୁ ଏହି କାମ, 100% ହେବ ପୂଜା ସଫଳ… ଯାହା ଚାହୁଁଥିବେ ତାହା ପାଇବେ

ନମସ୍କାର ବନ୍ଧୁଗଣ, ଦୁନିଆର ସବୁ ମଣିଷ ଚାହିଥାନ୍ତି ଠାକୁରଙ୍କର ଭଲ ଭାବେ ପୂଜା କରି ତାଙ୍କୁ ପ୍ରସନ୍ନ କରିବା ପାଇଁ । କିନ୍ତୁ ବେଳେ ବେଳେ ଯେଉଁ କାର୍ଯ୍ୟ ଆମର କରିବା ଉଚିତ ତାକୁ ନକରି ଅଜାଣତରେ ଅନ୍ୟ କାର୍ଯ୍ୟଟି କରିଥାଉ । ଯାହା ଫଳରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ କେଉଁ କାର୍ଯ୍ୟ ପ୍ରତ୍ୟକ ଦିନ କରିବା ଫଳରେ ନିଜ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ ଜାଣିବା ।

ଶାସ୍ତ୍ରରେ କୁହାଯାଇଛି ଯେଉଁ ଲୋକମାନେ ପଞ୍ଚଦେବତାଙ୍କ ପୂଜା ନିୟମିତ କରୁଛନ୍ତି ସେମାନଙ୍କର ଖରାପ ସମୟ ଧୀରେ ଧୀରେ ଦୂର ହୋଇଯାଏ । ତେଣୁ ପଞ୍ଚ ଦେବତାଙ୍କ ପୂଜାକୁ ସର୍ବ ଶ୍ରେଷ୍ଠ ବୋଲି କୁହାଯାଏ । ପଞ୍ଚଦେବତାରେ ପ୍ରଥମେ ହେଉଛନ୍ତି ଗଣେଶ ଭଗବାନ: ଯେକୌଣସି କାମକୁ ଆରମ୍ଭ କରିବା ପୂର୍ବରୁ ଗଣେଶ ଭଗବାନଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ମନାଯାଏ ।

ଯଦି ଗଣେଶଙ୍କୁ ସନ୍ତୁଷ୍ଟ କରିବାକୁ ଚହୁଁଛନ୍ତି ତେବେ ସାବୁବେଳେ ତାଙ୍କୁ ଏଗାରଟି ଦୁବ ଚଢାନ୍ତୁ ଏବଂ ଲାଡୁ ଭୋଗ କରନ୍ତୁ । ଦିତୀୟ ଦେବତା ଭଗବାନ ବିଷ୍ଣୁ: ବିଷ୍ଣୁ ଭଗବାନଙ୍କୁ ଖୁସି କରିବା ପାଇଁ ତୁଲସୀ ପତ୍ର ଚଢାନ୍ତୁ । ଏବଂ ବେଶନର ଲଡୁ ପୂଜା କରନ୍ତୁ । ତୃତୀୟରେ ହେଉଛନ୍ତି ଭଗବାନ ଶିବ: ଭଗବାନ ଶିବଙ୍କ କୃପା ପାଇବାକୁ ହେଲେ ସୋମବାର ଦିନ ମନ୍ଦିର ଯାଅନ୍ତୁ । ଏବଂ ଘରେ ପୂଜା କରିବା ସମୟରେ ତାଙ୍କ ମଥାରେ ବେଲପତ୍ର ଚଢାନ୍ତୁ ।

ଚତୁର୍ଥ ଭଗବାନ ହେଉଛନ୍ତି ଦେବୀ ମା ଦୂର୍ଗା: ମା ଦୂର୍ଗାଙ୍କ କୃପା ପାଇବାକୁ ହେଲେ ତାଙ୍କୁ କୁଙ୍କୁମ ଚଢାନ୍ତୁ ଓ ଫଳ ଭୋଗ ଦିଅନ୍ତୁ । ପଞ୍ଚମ ଭଗବାନ ହେଉଛନ୍ତି ସୂର୍ଯ୍ୟ ଦେବତା: ସୂର୍ଯ୍ୟ ଦେୟାବଙ୍କ କୃପା ପାଇବା ପାଇଁ ହେଲେ ସବୁଦିନ ସକାଳୁ ଗାଧେଇସାରି ତାଙ୍କୁ ପାଣି ଢାଳନ୍ତୁ ଓ ଫୁଲ ଭୋଗ କରନ୍ତୁ । ଜୀବନରେ ଖୁସି, ଧନ ସମ୍ପତି ପାଇବାକୁ ହେଲେ ସବୁବେଳେ ଏହି ପଞ୍ଚଦେବତାଙ୍କୁ ପୂଜା କରନ୍ତୁ ।

ଏହାଦ୍ବାରା ଆପଣଙ୍କ ସମସ୍ତ ଅସୁବିଧା ଦୂର ହେବ । ମନ ଚାହୁଁଥିବା ଫଳ ଆପଣ ପାଇବେ । କୌଣସି ଅସୁବିଧାର ସମ୍ମୁଖିନ ହିଁ ଆପଣଙ୍କୁ ହେବାକୁ ପଡିବନି । କିଛି ଅସୁବିଧା ଆଗରୁ ହିଁ ଭଗବାନ ତାକୁ ଦୂର କରିଦେବେ । ଏହି ସମସ୍ତ କଥାକୁ ଧ୍ୟାନରେ ରାଖୀ ପ୍ରତିଦିନ ଏହିସବୁ କଥାକୁ ପାଳନ କରନ୍ତୁ ନିଶ୍ଚିନ୍ତ ରୂପେ ଆପଣଙ୍କ ଜୀବନ ପରିବର୍ତ୍ତନ ହେବ ।

ଜୀବନରେ ହସ ଖୁସି ଭରିଯିବା । କୌଣସି ଜିନିଷର କେବେବ ମଧ୍ୟ ଅଭାବ ରହିବ ନାହିଁ । ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିବା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button