IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ଏହି ଦିନ ଭୁଲରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ, ନଚେତ ମାତା ଲକ୍ଷ୍ମୀ ଛାଡି ଚାଲିଯିବେ ଘର

ନମସ୍କାର ବନ୍ଧୁଗଣ, ପାରମ୍ପରିକ କାଳରୁ ହିଁ ସମସ୍ତେ ଜାଣି ଆସିଛନ୍ତି କି ଘରର ଲକ୍ଷ୍ମୀ ଘରର ମହିଳା ମାନଙ୍କୁ ମନାଯାଏ । ତେଣୁ ମହିଳା ମାନଙ୍କ dwaraଅଜାଣତରେ ହେଉଥିବା ଭୁଲର ପ୍ରଭାବ ଘର ଉପରେ ପଡିଥାଏ ବା ନିଜ ସ୍ଵାମୀ ଓ ଛୁଆଙ୍କ ଉପରେ ମଧ୍ୟ ପଡିଥାଏ । ତେବେ ଆସନ୍ତୁ ଆଜି ଜାଣିବା କେଉଁ ଦିନ ଏହି କାର୍ଯ୍ୟ କରିବା ଦ୍ଵାରା ଘର ଉପରେ କେଉଁ କୁପ୍ରଭାବ ପଡିଥାଏ ।

ଜୋତିଶ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଚୁଟି କାଟିବା ନଖ କାଟିବା ଇତ୍ୟାଦିକୁ ଅଶୁଭ ମନାଯାଏ । ଏହା କରିବା ଦ୍ଵାରା ପୁତ୍ର ସନ୍ତାନ ଉପରେ ପ୍ରଭାବ ପଡିଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଅମାବାସ୍ୟା, ଏକାଦଶୀ, ପୁର୍ଣିମା ଦିନ ବିବାହିତା ମହିଳାମାନେ ନିଜର ଚୁଟି ଧୁଅନ୍ତୁ ନାହି ତେବେ ଏହାର ପରିଣାମ ନିଜକୁ ହିଁ ଭୋଗିବାକୁ ପଡିଥାଏ ।

ଘର ପରିବାରେ ଅଶାନ୍ତି ଲାଗିରହେ । ସୋମବାର ଦିନ ବିବାହିତା ମହିଳା ନିଜ ଚୁଟି ଧୋଇପାରିବେ । ଯଦି ସୋମବାର ଦିନ ଆପଣ କୌଣସି ବ୍ରତ ରଖୁଛନ୍ତି ତେବେ ଚୁଟି ଧୁଅନ୍ତୁ ନାହିଁ । ଏବଂ ଯଦି ଏହି ସୋମବାର ଦିନ ଆପଣଙ୍କର ସନ୍ତାନ ଜନ୍ମିଥାଏ ତେବେ କେବେ ମଧ୍ୟ ସୋମବାରେ ମୁଣ୍ଡ ଧୁଅନ୍ତୁ ନାହିଁ । ମଙ୍ଗଳବାର ଦିନ ବିବାହିତା ମହିଳାଙ୍କୁ ଚୁଟି ସାଫା କରିବା ଉଚିତ ନୁହେଁ ।

ମଙ୍ଗଳବାର ଦିନ ଚୁଟି ଧୋଇଲେ ଆପଣଙ୍କୁ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଏବଂ ବୈବାହିକ ଜୀବନରେ ବାଧା ଆସିଥାଏ । ବୁଧବାର ଦିନ ମହିଳାମାନେ ଚୁଟି ଧୋଇପାରିବେ । ଯେଉଁ ମାନଙ୍କର ସାନା ଭାଇ ଥାଏ ସେମାନେ ଏହିଦିନ ଚୁଟି ଧୋଇବା ଉଚିତ ନୁହେଁ । ଗୁରୁବାର ଦିନ କେବଳ ମହିଳା ହିଁ ନୁହେ ବଂର ପୁରୁଷମାନଙ୍କୁ ମଧ୍ୟ ନିଜ ଚୁଟି ଧୋଇବା ଉଚିତ ନୁହେଁ । ଏହା କୁହାଯାଏ କି ଗୁରୁବାର ଦିନ ଚୁଟି ଧୋଇଲେ ଆପଣଙ୍କ ଘରକୁ ଦରିଦ୍ରତା ପ୍ରବେଶ କରିଥାଏ ।

ଯଦି ବିବାହିତା ମହିଳା ଏହିଦିନ ନିଜର ଚୁଟି ଧୋଉଛନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମିଯାଇଥାଏ । ଯଦି କୌଣସି କାରଣ ପାଇଁ ଚୁଟି ଧୋଉଛନ୍ତି ଏହିଦିନ ତେବେ ହଳଦୀ ଓ ବେଶଙ୍କୁ ନିଜ ଚୁଟିରେ ଲଗେଇ ଧୋଇଦିଅନ୍ତୁ । ଶୁକ୍ରବାର ଦିନ ବିବାହିତା ମହିଳା ନିଜ ଚୁଟି ଧୋଇପାରିବେ । କିନ୍ତୁ ଯଦି ପୁତ୍ର ସନ୍ତାନ ଥାଏ ତେବେ ଚୁଟି ଧୁଅନ୍ତୁ ନାହିଁ । ଯଦି କୌଣସି କାରଣ ପାଇଁ ଏହିଦିନ ଚୁଟି ସଫା କରୁଛନ୍ତି ତେବେ ଦହି ଚୁଟିରେ ଲଗେଇ ସଫା କରନ୍ତୁ ।

ଶନିବାର ଦିନ ମହିଳାମାନେ ଚୁଟି ସଫା କରିବା ଉଚିତ ନୁହେଁ । କାରଣ ଶନିଦେବଙ୍କ ଦୋଷ ଲାଗିପାରେ । ଶନି ଦେବଙ୍କ ଦୋଷରୁ ବଞ୍ଚିବା ପାଇଁ ଆପଣ କ୍ଷୀରରେ ଆପଣଙ୍କ ଚୁଟି ଧୋଇ ପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button