IBN ଓଡ଼ିଶା ବ୍ୟୁରୋ

ଶ୍ରୀ କୃଷ୍ଣ ସ୍ଵୟଂ କହିଛନ୍ତି ଘର ସାମ୍ନାରେ ଯଦି ଏହି ବୃକ୍ଷ ଆପେ ଆପେ ଉଠିଯାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି- Vastu Shastra 

ପ୍ରଥମ: ତୁଲସୀ ଗଛ ସବୁଠାରୁ ଅଧିକ ପବିତ୍ର ହୋଇଥାଏ । ଏହି ଗଛ ଯେଉଁ ସ୍ଥାନରେ ଥାଏ ସେଠାରେ ଖରାପ ଶକ୍ତିର ପ୍ରଭାବ ନଥାଏ । ତୁଲସୀ ଗଛରେ ସାକ୍ଷାତ ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଏହି ଗଛ ଘର ଅଖା ପାଖରେ ମନକୁ ଉଠିଥାଏ ତେବେ ଏହା ସଙ୍କେତ ଦେଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିସାରିଛନ୍ତି । ଦିତୀୟ: କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

ଯଦି ଏହି ଗଛ ଆପେ ଆପେ ଆପଣଙ୍କ ଘର ପାଖରେ ଉଠିଯାଏ ତେବେ ଏହାକୁ ବହୁତ ଶୁଭ ମନଯାଏ । ଯଦି ଘରେ କୌଣସି ବ୍ୟକ୍ତି ବହୁତ ସମୟ ଧରି ରାଗାଗ୍ରସ୍ତ ଅଛନ୍ତି ତେବେ ସେହି ବ୍ୟକ୍ତିଙ୍କ ରୋଗ ନାଶ ହୋଇଥାଏ । ଏହି ଗଛ ଘର ପାଖରେ ଥିଲେ ସେହି ଘରେ କେବେ ଅକାଳ ମୃତୁ ପ୍ରବେଶ କରିପାରେ ନାହିଁ ।

ତୃତୀୟ: ଅଶୋକ ଗଛକୁ ଶାସ୍ତ୍ର ଅନୁସାରେ ଦୁଖର ନାଶ କରିବା ପ୍ରତୀକ ବୋଲି ମନାଯାଏ । ଯଦି ଘର ପାଖରେ ଥିବା ଅଶୋକ ଗଛ ଶୁଖିବାକୁ ଲାଗେ ତେବେ ଜାଣି ରଖନ୍ତୁ କି ଆପଣଙ୍କ ଘରେ କାହାର ଖରାପ ଦ୍ରୁଷ୍ଟି ପଡିଛି । ଆପେ ଆପେ ଏହି ଗଛ ଉଠିବାର ସଙ୍କେତ ହେଉଛି ଆପଣଙ୍କ ଦୁଖର ନାଶ ବହୁତ ଜଲ୍ଦି ହେବାକୁ ଯାଉଛି । ଏବଂ ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି ।

ଚତୁର୍ଥ: ନିମ୍ବ ଗଛକୁ ମଧ୍ୟ ବହୁତ ଶୁଭ ବୋଲି ମନାଯାଏ । ଏହି ଗଛ ପେଟ ରାୟଗ ବା ରୋଗର ମଧ୍ୟ ନାଶ କରିଥାଏ । ଯଦି ଏହି ନିମ୍ବ ଗଛ ଆପଣଙ୍କ ଘର ପାଖରେ ମନକୁ ଉଠେ ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହି ଗଛକୁ ସବୁଦିନ ପଣି ଢଳିବା ଉଚିତ । ଏବଂ ଏହି ଗଛର ପତ୍ରକୁ ସେବନ କରିବା ଦରକାର । ଏହା ଆପଣଙ୍କୁ ସମସ୍ତ ରୋଗରୁ ଦୂରରେ ରଖିଥାଏ ।

ପଞ୍ଚମ: ଅରଖ ଗଛ ଯଦି ଆପଣଙ୍କ ଘର ପାଖରେ ଆପେ ଆପେ ଉଠିଥାଏ ତେବେ ଆପଣଙ୍କ ଜୀବନରୁ ଦୁଖ ଦରିଦ୍ରତାର ବିନାଶ ହୋଇଥାଏ । ମଙ୍ଗଳ ବାର ଦିନ ଏହି ଗଛର ପାଟରେ ମାଳ କରି ହନୁମାନଙ୍କୁ ଅର୍ପଣ କରନ୍ତୁ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button