IBN ଓଡ଼ିଶା ବ୍ୟୁରୋ

ରାସ୍ତାରେ ଚାଲୁଥିବା ସମୟରେ ଏହି 7ଟି ଜିନିଷକୁ ଭୁଲରେ ବି ଡେଇଁକି ଯାଅନ୍ତୁ ନାହିଁ- Vaastu Shastra

ନମସ୍କାର ବନ୍ଧୁଗଣ, ବହୁତ ଥର ରାସ୍ତାରେ ଆମକୁ ଏମିତି ବସ୍ତୁ ଦେଖିବାକୁ ମିଳିଥାଏ ଯେଉସବୁକୁ କୌଣସି ପରିସ୍ତିତିରେ ଡେଇଁକି ଯିବା ଉଚିତ ନୁହେଁ । ତଥାପି ଯଦି ଅଜାଣତରେ ଏପରି ଭୁଲ ହେଇଯାଏ ତେବେ ଏହା ଆମକୁ ଶାରୀରିକ ମାନସିକ ପ୍ରଭାବରେ ପକାଇଦିଏ । କେତେ ସମୟରେ ଏହା ମୃତୁର କାରଣ ମଧ୍ୟ ହୋଇଯାଏ । ତେବେ ଆସନ୍ତୁ ଜାଣିବା ସେହି ୭ଟି ବସ୍ତୁ ବିଷୟରେ ଯାହାକୁ ଡେଇଁ ଯିବା ଉଚିତ ନୁହେଁ ।

ପ୍ରଥମରେ,କୌଣସି ମନୁଷ୍ୟ ଗାଧୋଇସାରିବା ପରେ ଯଦି ସେହି ପାଣି ରାସ୍ତା ଉପରେ ଥାଏ ତେବେ ତାହାକୁ ଡେଇଁ ଯିବା ଉଚିତ ନୁହେଁ । କାରଣ ବହୁତ ଜଣଙ୍କ ସ୍ନାନ ଦେବ ସ୍ନାନ ହୋଇଥାଏ ତେଣୁ ଏହାକୁ ଡେଇଲେ ଦାରିଦ୍ରତା ଘେରିଯାଏ । ଦିତୀୟରେ, ଯଦି ରାସ୍ତା ଉପରେ କୌଣସି ପ୍ରାଣିର ର ହାଡ ପଡିଥାଏ ତେବେ ଯଦି ଭୁଲରେ ଏହାକୁ ଡେଇଁଛନ୍ତି ବା ତା ପାଖରେ ଯାଇଛନ୍ତି ତେବେ ତୁରନ୍ତ ସ୍ନାନ କରନ୍ତୁ ।

କାରଣ ଆମ ହିନ୍ଦୁ ଶାସ୍ତ୍ରରେ ରହିଛି ଯେ ମୃତ ପ୍ରାଣୀ ଗୋଟେ ସବ ପାଲଟି ଯାଏ ଏବଂ ତା ପାଖରେ ନକରାତ୍ମକ ଶକ୍ତି ସବୁ ଘୁରି ବୁଲନ୍ତି ଯାହାର ପ୍ରଭାବ ଆପଣଙ୍କ ଉପରେ ପଡିଲେ ଆପଣ ବହୁତ କଷ୍ଟ ପାଇବେ । ତୃତୀୟରେ ହେଉଛି, ମୁଣ୍ଡର ଚୁଟି କେବେ ବି ଏହାକୁ ଡେଇଁ ଯାଅନ୍ତୁ ନାହିଁ । ଚତୁର୍ଥରେ ହେଉଛି, ପାଉଁଶକୁ ଡେଇଁ ଯାଅନ୍ତୁ ନାହିଁ ।

କାରଣ ବେଳେ ବେଳେ ଯଜ୍ଞ ପରେ ହୋମ ପାଉଁଶ ଉଡି ଆସି ରାସ୍ତାରେ ପଡେ ତେଣୁ ଏହା ଏକ ଧାର୍ମିକ ବସ୍ତୁ । ପଞ୍ଚମରେ ହେଉଛି, କେବେ ବି କଣ୍ଟା ଥିବା ରାସ୍ତାରେ ଯାଅନ୍ତୁ ନାହିଁ । କଣ୍ଟା ଉପରେ ଚାଲିବ ଦୁର୍ଭାଗ୍ୟର ପ୍ରତୀକ ଅଟେ । ଷଷ୍ଠରେ ହେଉଛି, ଯେଉଁ ବସ୍ତୁ ତନ୍ତ୍ର ମନ୍ତ୍ରରେ ବ୍ୟବହାର କରାଯାଇଥିବା ସେହି ବସ୍ତୁକୁ କେବେ ଡେଇଁ ଯିବା ଉଚିତ ନୁହେଁ । କାରଣ ଏହି ସବୁ ନକରାତ୍ମକ ଶକ୍ତିକୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥାଏ ।

ଏବଂ ଭୁତ ପ୍ରେତ ଙ୍କୁ ଖୁସି କରିବା କରିବା ପାଇଁ ଦିଆଯାଇଥାଏ ଯଦି ସେମାନଙ୍କ ପୂର୍ବରୁ ଆପଣ ତାହାକୁ ଡେଉଁଛନ୍ତି ତେବେ ସେମାନଙ୍କର କୁପ୍ରଭାବ ଆପଣଙ୍କ ଉପରେ ପଡିବ । ସପ୍ତମରେ ହେଉଛି, ମଳ ମୁତ୍ର, ଚିରା ଫଟା କପଡା ବା ସମସ୍ତ ଅଳିଆ ଯେଉଁସବୁକୁ ଲୋକ ନ ଭାବି ଚିନ୍ତି ଇଆଡେ ସିଆଡେ ଫୋପାଡି ଦିଅନ୍ତି ସେହି ବସ୍ତକୁ କେବେ ଡେଇଁ ଯିବା ଉଚିତ ନୁହେଁ ।

କାରଣ ଏହି ଅଳିଆ ଆବର୍ଜନା ପ୍ରତି ବହୁତ ପ୍ରକାର ନକରାତ୍ମକ ଶକ୍ତି ଅକର୍ଶ୍ରିତ ହୁଅନ୍ତି । ତେଣୁ ଯେଉଁ ବ୍ୟକ୍ତି ଏହାକୁ ଡେଇଁଯାଏ ସେହି ବ୍ୟକ୍ତି ପେଟ ବା ମୁଣ୍ଡ ବ୍ୟଥାରେ ପୀଡିତ ହୋଇଥାଏ । ଏଅ ହେଉଛି ସେହି ସାତଟି ବସ୍ତୁ ବା ଜିନିଷ ଯାହାକୁ କୌଣସି ପ୍ରକାରରେ ବି ଡେଇଁ ଯିବା ଉଚିତ ନୁହେଁ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button