IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି 7ଟି ସଂକେତ କହିଥାଏ କି ଆପଣ ଜନ୍ମ ହେବା ପୂର୍ବରୁ ନର୍କରେ ଥିଲେ

ବନ୍ଧୁଗଣ ମଣିଷର ମୃତ୍ୟୁ ପରେ ତାର କର୍ମ ଅନୁଯାୟୀ ସ୍ଵର୍ଗ ବା ନର୍କ ପ୍ରାପ୍ତି ହୋଇଥାଏ । ଗରୁଡ ପୂରଣ ଅନୁଯାୟୀ ମଣିଷର ମୃତ୍ୟୁ ପରେ କେଉଁ ଦଣ୍ଡ ମିଳିଥାଏ ତାହା ବିଷୟରେ ବିସ୍ତାର ଭାବେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ପୂର୍ବ ଜନ୍ମ ପରେ ନର୍କ ଯାଇଥିଲା କି ନାହି ଏମିତି କେଉଁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ଏହି ସମ୍ପର୍କରେ ଗରୁଡ ପୁରାଣରେ ଭଗବାନ ବିଶୁଣୁଙ୍କୁ ଗରୁଡ ପଚାରିଥିଲେ ହେ ଭଗବାନ ଯେବେ ଆତ୍ମା କରିଥିବା କର୍ମ ଆଧାରରେ ନର୍କ ଯାତନା ପାଇଥାଏ ତେବେ ପରବର୍ତ୍ତୀ ଜନ୍ମରେ କେଉଁ ଜନ୍ମ ମିଳିଥାଏ ?

ଏହି ପ୍ରଶ୍ନର ଉତ୍ତର ଭଗବାନ ବିଶୁଣୁ ଦେଇଥିଲେ ଯେବେ ନର୍କରେ ପାପର ଦଣ୍ଡ ଭୋଗିବା ପରେ ଯେବେ ଆତ୍ମାର ପୁଣି ଥରେ ଜନ୍ମ ହେବାର ସମୟା ଆସିଥାଏ ତେବେ ତାର କର୍ମର ପ୍ରଭାବ ରହିଥାଏ । ଏହି ଆଧାରରେ ମଣିଷକୁ ନୂଆ ଜନ୍ମ ମିଳିଥାଏ । ତେବେ ସେହି ୭ଟି ଲକ୍ଷଣ ହେଉଛି – ୧- ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ବ୍ରହ୍ମ ହତ୍ୟା କରିଥାଏ ସେ ଆଗାମୀ ଜନ୍ମରେ ରୋଗୀ ହୋଇଥାଏ । ଯେଉଁ ବ୍ୟକ୍ତି ଗୋ-ହତ୍ୟା, କନ୍ଯାର ହତ୍ୟା, ଗର୍ଭପାତ କରିଥାଏ ତାଙ୍କର ଜନ୍ମ ଚଣ୍ଡାଳ ରୂପରେ ହୋଇଥାଏ ।

୨- ମହିଳାଙ୍କର ଶୋଷଣ କରୁଥିବା, କେଉଁ ରୂପରେ ମହିଳାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତି ଆଗାମୀ ଜନ୍ମରେ ଭୟଙ୍କର ରୋଗର ଶିକାର ହେବାକୁ ପଡିଥାଏ । ଗୁରୁଙ୍କ ସ୍ତ୍ରୀ ସହ ସମ୍ପର୍କ ରଖୁଥିବା ବ୍ୟକ୍ତି କୃଷ୍ଠ ରୋଗୀ ହୋଇଥାନ୍ତି ।

୩- ଗରୁଡ ପୁରାଣ ଅନୁଯାୟୀ ମଦ୍ୟପାନ କରୁଥିଆ ବ୍ଯକ୍ତିର ଦନ୍ତ କାଳ ହୋଇଥାଏ । ଅନ୍ୟକୁ ନ ଦେଇ ମିଠା ଖାଉଥିବା ବ୍ୟକ୍ତି ପର ଜନ୍ମରେ ଗଳା ଜନିତ ରୋଗର ଶିକାର ହୋଇଥାଏ । ଶ୍ରାଦ୍ଧ ସମୟରେ ଅଶୁଦ୍ଧ ଦାନ କରୁଥିବା ବ୍ୟକ୍ତି ଆଗାମୀ ଜନ୍ମରେ କୃଷ୍ଠ ରୋଗୀ ହୋଇଥାଏ ।

୪- ଗର୍ବ କରି ଗୁରୁଙ୍କର ଅପମାନ ବା ନିରାଦର କରୁଥିବା ବ୍ୟକ୍ତି ହରିଣ ରୂପ ନେଇଥାଏ । ବେଦ ଶାସ୍ତ୍ରକୁ ନିଦା କରୁଥିବା ବ୍ୟକ୍ତି, ମିଛ କହୁଥିବା ବ୍ୟକ୍ତି ଜନମରୁ ଅନ୍ଧ, ଗାଈକୁ ଲାତ ମରିଥିବା ବ୍ୟକ୍ତି ଲେଙ୍ଗେଡା ଭାବେ ଜନ୍ମ ନେଇଥାନ୍ତି ।

୫- ରତ୍ନ ଚୋରୀ କରୁଥିବା ବ୍ୟକ୍ତି ପରବର୍ତ୍ତୀ ଜନ୍ମରେ ମାନସିକ ରୋଗୀ, ସୁନା ଚୋରୀ କରୁଥିବା ବ୍ୟକ୍ତି ନଖ ସମସ୍ଯା, ଅନାଜ ଚୋରୀ କରୁଥିଲେ ମୂଷା, ପାଣି ଚୋରୀ କରୁଥିବା ଚାତକ, ବିଷ ଚୋରୀ କରୁଥିଲେ ବିଛା ଜନ୍ମ ନେଇଥାନ୍ତି ।

୬- ପୂର୍ବ ଜନ୍ମରେ ସ୍ଵାମୟ ପରିବ୍ରତା ସ୍ତ୍ରୀଙ୍କୁ ଛାଡି ଅନ୍ୟ ସହ ସମ୍ପର୍କ ରଖିଥାଏ ନର୍କରେ ଦଣ୍ଡ ଭୋଗିବା ପରେ ତେବେ ମଣିଷ ଜନ୍ମ ପାଇବା ପରେ ଖରାପ ସ୍ତ୍ରୀ ମିଳିଥାଏ ।

୭- କେହି ପୂର୍ବ ଜନ୍ମରେ ଦାନ ପୂଣ୍ୟ ନ କରିଥିବ ବା ଏକା ଅର୍ଣ୍ଣ ଭୋଜନ କରିଥିବ ବା କେବେ ଗରିବର ସାହାଜ୍ଯ କରିନ ଥିବ ତେବେ ସେ ନର୍କରେ ଦଣ୍ଡ ପାଇବା ପରେ ନିଜର ଆଗାମୀ ଜନ୍ମରେ ଏକ ଦାନା ପାଇବାକୁ ତାରସିଥାନ୍ତି । ଏମାନଙ୍କର କୌଣସି ସନ୍ତାନ ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲଗାଇଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button