IBN ଓଡ଼ିଶା ବ୍ୟୁରୋ

କଥା କଥାରେ କାନ୍ଦୁଥିବା ଝିଅଙ୍କ ସ୍ଵାଭାବ କିପରି ହୋଇଥାଏ? ଏମାନଙ୍କ ଭିତରେ ଥାଏ ଏହି ଖାସ ଗୁଣ

ନମସ୍କାର ବନ୍ଧୁଗଣ, ଆପଣ ଏମିତି ମହିଳାଙ୍କୁ ନିଶ୍ଚୟ ଦେଖିଥିବେ ଯିଏ ଛୋଟ ଛୋଟ କଥାରେ କାନ୍ଦିଦିଅନ୍ତି । ନିଜ ମନର କଷ୍ଟକୁ ଲୁହରେ ପ୍ରକାଶ କରିଦିଅନ୍ତି ବହୁତ ଜଲ୍ଦି ।  କିନ୍ତୁ ଲୋକ ତାଙ୍କର ଏହି  ଅଭ୍ୟାସ ପାଇଁ ତାଙ୍କୁ ଦୁର୍ବଳ ବୋଲି ଭାବନ୍ତି । ଏବଂ ତାଙ୍କ ମଜା ଉଡାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ କାନ୍ଦୁଥିବା ଝିଅ ହୃଦୟ ଭିତରୁ କେମିତି ହୋଇଥାନ୍ତି । ଯାହାକୁ ଜାଣିବା ପରେ କେବେ ଆଉ ଆପଣ ତାଙ୍କ ମଜା ଉଡେଇବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯେଉଁ ଝିଅ ଛୋଟ ଛୋଟ କଥାରେ କାନ୍ଦିଦିଅନ୍ତି ସେମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ଏମାନେ ଅନ୍ୟ କାହାର କଷ୍ଟକୁ ଦେଖିପାରନ୍ତି ନାହିଁ । ଏବଂ ନିଜ ଭାବନାକୁ ଆୟତ୍ତରେ ନ ରଖିପାରି କାନ୍ଦି ଦିଅନ୍ତି । ଏମାନେ ଯାହାକୁ ବି ଭଲ ପାଇଥାନ୍ତି ହୃଦୟରୁ ଭଲ ପାଇଥାନ୍ତି । ଏବଂ ସେମାନେ ଭଲ ପାଉଥିବା ପିଲାକୁ ଛାଡି ଗୋଟେ ମୂହୁର୍ତ୍ତ ମଧ୍ୟ ରହିପାରନ୍ତି ନାହିଁ ।

ଟିକେ କଥାରେ କାନ୍ଦୁଥିବା ଝିଅ ଅନ୍ୟମାନଙ୍କ ଭାବନାକୁ ବୁଝିପାରନ୍ତି । ଏମାନେ ଭୁଲରେ ମଧ୍ୟ କାହା ମନରେ କଷ୍ଟ ଦିଅନ୍ତି ନାହିଁ । କାହାର ଫାଇଦା ଉଠେଇବା କଥା ଏମାନେ ବିଲକୁଲ ବି ନିଜ ମୁଣ୍ଡରେ ଭାବନ୍ତି ନାହିଁ । ଏବଂ କାହାଠୁ ନିଜ ପାଇଁ ସାହାର୍ଯ୍ୟ ମଧ୍ୟ ମାଗି ପାରନ୍ତି ନାହିଁ । ଯେଉଁଥିପାଇଁ ଏମାନଙ୍କୁ ସବୁବେଳେ ଏକୁଟିଆ ଲାଗିଥାଏ ।

ଏମାନେ ଅନ୍ୟ ଝିଅ ମାନଙ୍କ ଅପେକ୍ଷା ଭିତରୁ ବହୁତ ଶକ୍ତ ହୋଇଥାନ୍ତି । କାରଣ ଏମାନଙ୍କୁ ଟିକେ ଫରକ ପଡେ ନାହିଁ କି ତାଙ୍କ କନ୍ଦିବା ଦ୍ଵାରା ଲୋକଙ୍କୁ କଣ ଫରକ ପଡିଥାଏ । ଯଦି କିଏ ଏମାନଙ୍କୁ ଖରାପ କହିଦିଅନ୍ତି ତେବେ କାନ୍ଦି ଏହି କଥାକୁ ଜାହିର କରିଦିଅନ୍ତି । ଅନ୍ୟ ଝିଅ ମାନଙ୍କ ଭଳି କଥାକୁ ମନରେ ରାଖି ପରେ ଦେଖିନେବି ଏଭଳି ଭାବନା ରଖନ୍ତି ନାହିଁ ।

ଯଦି ଖରାପ କମ ହୋଇଥାଏ ତେବେ ତାହାକୁ ଖରାପ ବୋଲି ସାମ୍ନାରେ ହିଁ କହିଦେଇଥାଏ । ଏମାନଙ୍କ ମନରେ କାହା ପରତି ଖରାପ ଭାବନା ନଥାଏ । ଏବଂ କାହା ଉପରେ ରାଗ ବା ଶତ୍ରୁତା ରଖିବାକୁ ବିଲକୁଲ ଚାହାନ୍ତି ନାହାନ୍ତି ନାହିଁ । ତେଣୁ ଯଦି ଆପଣଙ୍କ ଜୀବନ ସାଥି ଏପରି ହୋଇଥାନ୍ତି ତେବେ ତାଙ୍କ ଉପରେ ନ ରାଗି ତାଙ୍କ ସାଥ ଦେବା ଉଚିତ ।

ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ କଥାରେ ଭାବୁକ ହୋଇ କାନ୍ଦି ଦିଅନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଆପଣ ଏମିତି ସ୍ତ୍ରୀ ପାଇଛନ୍ତି ଯିଏ ଆପଣଙ୍କୁ କେବେ ଧୋକା ଦେବ ନାହିଁ । ଯେତେବଡ ବିପଦ ଆସିଲେ ମଧ୍ୟ ଆପଣଙ୍କ ହାତ କେବେ ବି ଛାଡନ୍ତି ନାହିଁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button