IBN ଓଡ଼ିଶା ବ୍ୟୁରୋ

ଏହାର କେବଳ ୨ ଟି କ୍ୟାପ୍ସୁଲ ପୁରୁଷ ମାନଙ୍କ ସମସ୍ତ ସମସ୍ୟାର ସମାଧାନ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ୟାପସୁଲ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର ପୁରୁଷ ମାନେ କରିଲେ ଅନେକ ସମସ୍ୟାର ସମାଧାନ ହୋଇଥାଏ । ତେବେ ଏହି କ୍ୟାପସୁଲର ନାମ ହେଉଛି ମେନସୁର କ୍ୟାପସୁଲ ଯାହା ଏକ ଆୟୁର୍ବେଦିକ କ୍ୟାପସୁଲ ଅଟେ । ଯାହା ପୁରୁଷଙ୍କ ହେଲଥକୁ ବେହତର ରଖିବା ପାଇଁ ବନା ଯାଇଛି । ଯଦି ଏହି କ୍ୟାପସୁଲର କମ୍ପୋଜିସନ ବିଷୟରେ ଜାଣିବା ।

ତେବେ ଏହା 20 ପ୍ରକାରର ଭିନ୍ନ ଔଷଧ ରୁ ବନା ଯାଇଛି । ଏଥିରୁ କିଛି ପ୍ରମୁଖ ଔଷଧ ହେଉଛି କ୍ରୋଞ୍ଚବିଚ, ସଫେଦ ମୁସଲି, ଅଶ୍ଵଗନ୍ଧା, ସାଲବ ମିଶ୍ରି, ଗୋଖାରୁ ତଥା ଶତାବରୀ । ଏହା ଛାଡ ଏଥିରେ ଆହୁରି 15ଟି ସାମଗ୍ରୀ ମିଶାଯାଇଛି । ଏଥିରେ କ୍ରୋଞ୍ଚବିଚ କୁ ମ୍ୟାଜିକ ଭେଲଭେଟ ନାମରେ ଜଣାଯାଏ । ଏଥିରୁ ପ୍ରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ ।

ଏହା ପୁରୁଷଙ୍କ ଠାରେ କାମୁକତା କୁ ବଢାଇଥାଏ ତଥା ସ୍ପମ କ୍ଵାଲିଟି ଓ କ୍ଵାନ୍ତିତି ଉଭୟକୁ ବଢାଇବାରେ ସାହାଜ୍ଯ ଆରେ । ଏଥିରେ ସଫେଦ ମୁସଲି ର ଯେଉଁ ପ୍ରୟୋଗ ହୋଇଛି ଏହା ପୁରୁଷଙ୍କ କାମ ଭାବକୁ ବଢାଇବା ସହ ଶରୀରରୁ ଶକ୍ତି ପ୍ରଦାନ, ଇମ୍ୟୁନିଟି ବଢାଇବା, ଶୂକ୍ରାଣୁ କୁ ପାୱାରଫୁଲ ବନାଇ ସ୍ପମ ର ପ୍ରଡ଼କସନକୁ ବଢାଇଥାଏ ।

ଏଥିରେ ଯେଉଁ ଅଶ୍ଵଗନ୍ଧା ର ପ୍ରୟୋଗ ହୋଇଛି ଏହା ଶରୀରକୁ ଶକ୍ତି ପ୍ରଦାନ, ମାଂସପେଶୀକୁ ଶକ୍ତିଶାଳୀ କରିବାରେ ତଥା ପୁରୁଷଙ୍କ ଠାରେ ଡେଷ୍ଟିସିସନ ହରମୋନକୁ ବଢାଇବାରେ ସାହାଜ୍ୟ କରେ । ଏଥିରେ ଶାଲ ମିଶ୍ରି ମିସିଛି ତାହା ଶକ୍ତିଶାଳୀ ଆଣ୍ଟି-ଅକ୍ସିଡେଣ୍ଟ ଅଟେ । ଯାହା ସେଲ୍ସର ଅକ୍ସିଜେନ ସପ୍ଲାଏକୁ ବଢାଇଥାଏ । ଗୋଖାରୁ ପୁରୁଷଙ୍କ ପ୍ରଜୋନନ କୁ ଶକ୍ତି ପ୍ରଦାନ କରିଥାଏ , ଏହା ଇନଫର୍ଟିଲିଟି କୁ ଦୂର କରିଥାଏ ।

ଏହା ସହ ଏଲଏଚ ହରମୋନ ଅଛି ତାହାର ପ୍ରଡକସନ କୁ ବଢାଇଥାଏ । ଶତାବରୀ ରେ ହିଲିଙ୍ଗ ତତ୍ତ୍ଵ ମିଳିଥାଏ ଓ ଏଥିରୁ ପ୍ରଚୁର ମାତ୍ରାରେ ଭିଟାମିନ-ସି ମିଳିଥାଏ । ଫଳରେ ଏହା ସ୍ପମର ମୋଟାଲିଟି କୁ ବଢାଇଥାଏ । ଏହିଭଳି ଭାବେ ଏହି କ୍ୟାପସୁଲ ର ଚମତ୍କାରୀ ଫାଇଦା ରହିଛି । ଏହି କ୍ୟାପସୁଲ ଗୁଡିକ ଦେଖିବାକୁ ନୀଳ ରଙ୍ଗର ହୋଇଥାଏ । ଏହାକୁ ଆପଣ ସହଜରେ ଅନଲାଇନ ରୁ ମଗାଇ ପାରିବେ ।

ଗୋଟେ ସ୍ଟ୍ରିପ ରେ 10ଟି କ୍ୟାପସୁଲ ରହିଥାଏ । ଏଥିରୁ ଆପଣଙ୍କୁ କିଛି ସାଇଡ ଇଫେକ୍ଟ ହେବ ନାହି । ଶରୀରର ଷ୍ଟାମିନା ପାଇଁ ବଢାଇବା ପାଇଁ ଏହାର ବ୍ୟବହାର କରାଯାଏ । ଏଣୁ ଯେଉଁ ମାନଙ୍କର ସ୍ପମ ସମସ୍ଯା ଅଛି ସେମାନେ ଏହାର ସେବନ କରିପାରିବେ । ଶୂକ୍ରାଣୁ ଅଧିକ ଦୁର୍ବଳ ଅଛି, ବୀର୍ଯ୍ୟ କ୍ଵାଲିଟି ପତଳା ଅଟେ ତେବେ ଏହି କ୍ୟାପସୁଲ ର ବ୍ୟବହାର କରିପାରିବେ ।

କୌଣସି ବ୍ୟକ୍ତିକୁ ସ୍ଵପ୍ନ ଦୋଷ, ଜଲ୍ଦି ପତନ, ନାଇଟ ଫଲ ଭଳି ସମସ୍ଯା ଅଛି ସେମାନେ ଏହାର ସେବନ କରିପାରିବେ । ଏହାକୁ 18ରୁ ଅଧିକ ବୟସର ବ୍ୟକ୍ତି ସେବନ କରିପାରିବେ । ଏହାକୁ ଖାଦ୍ଯ ଖାଇବା ପରେ କ୍ଷୀର ବ ପାଣି ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button