IBN ଓଡ଼ିଶା ବ୍ୟୁରୋ

ଟନ୍ସିଲ ଭଳି ସମସ୍ୟାକୁ ଦୂର କରିବା ପାଇଁ ଚମତ୍କାରି ଘରୋଇ ଉପଚାର

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଟନଶୀଳ ଭଳି ସମସ୍ଯା ତୁରନ୍ତ ଠିକ ହୋଇଯିବ । ଆମ ଗଳା ର ଦୁଇ ପାର୍ଶ୍ଵରେ ଓଭାଲ ଆକୃତିର ଅଙ୍ଗ ଅଛି ଯାହାକୁ ଟନଶୀଲ କୁହାଯାଏ । କୌଣସି ପ୍ରକାରର ବ୍ୟାକ୍ଟେରିୟା ବା ଇନଫେକସନ ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ଫୁଲିଯାଏ ଓ ଏଥିରେ ଜ୍ଵଳନ ହେବା ଆରମ୍ଭ ହୁଏ ।

ସାଧାରଣତଃ ଏହାରା ରଙ୍ଗ ଆମ ଜିଭ ଭଳି ହୋଇଥାଏ । କିନ୍ତୁ ଇନଫେସନ ହେବା ଦ୍ଵାରା ଟନଶୀଲ ବଢିଥାଏ ଆଉ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଏବେ ଆସନ୍ତୁ ଜାଣିବା ଟନଶୀଲ ସମସ୍ଯା ଦୂର କରିବା ପାଇଁ ଏହି ରେମେଡି କେମିତି ତିଆରି କରିବା । ଏହି ଉପଚାର 2 ପ୍ରକାରର ଛି ଯାହା ବଡ ଲୋକ ଓ ଛୋଟ ପିଲାଙ୍କ ପାଇଁ ।

ଟନଶୀଲ ସମସ୍ଯା ଦୂର କରିବା ପାଇଁ ଆବଶ୍ୟକ ପଡିବ ଏକ ଗ୍ଳାସ ଉଷୁମ ପାଣି । ଏଥିରେ ଆପଣନୁ ଫିଟିକରି ମିସାଇବାକୁ ହେବ । ଏହା ଏକ ଧଳା ରଙ୍ଗର ଦ୍ରବଣ ଅଟେ ଯାହା ଔଷଧୀୟ ଗୁଣରେ ଭରପୁର ଅଟେ । ଯଦି ଆପଣଙ୍କର କେଉଁଠି କ୍ଷତ ହୁଏ ତେବେ ଫିଟିକରି ଲଗାଇ ପାରିବେ । ଉଶୁମ ପାଣି ରେ ଫିଟିକରି ପକାଇ ଏହାକୁ 10 ସେକେଣ୍ଡ ଯାଏଁ ପକାଇ କାଢି ଦିଅନ୍ତୁ ।

ଏହା ପରେ ତୃତୀୟ ସାମଗ୍ରୀ ହେଉଛି ଅଧା ଚାମଚ ଲୁଣ । ଏବେ ଆପଣ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ଗଳା ରେ ଟନଶୀଲ ସମସ୍ଯା ଦୂର କରିବା ସହ କାଶ ସମସ୍ୟା ଥାଏ ତାହା ଦୂର କରିଥାଏ ।   ସମ୍ବଧିତ ଏହି ସମସ୍ଯା ଦୂର କରିବା ପାଇଁ ଏହି ପାଣି ବହୁତ ଅଧିକ ଚମତ୍କାରୀ ଅଟେ । ଦିନକୁ 3 ଥର ଏହାକୁ ଟ୍ରାଏ କରନ୍ତୁ ।

ପ୍ରଥମ ବ୍ୟବହାରୁ ଏହାର ଫାଇଦା ଦେଖିବାକୁ ମିଳିବ । ଗଳା ଫୁଲିଥିଲେ ତାହା କମ ହୋଇଯିବ । ଏହାର ଆପଣଙ୍କୁ ସେବନ କରିବାର ନାହି । ଏହାର ପାଣି କୁ ନେଇ କୁଳି କରିବାକୁ ହେବ । ଏହି ଉପଚାରକୁ ବଡ ଲୋକ ମାନେ ପ୍ରୟୋଗ କରିବାକୁ ହେବ । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଲେମ୍ବୁ ରସ ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଗୋଟେ ଚାମଚ ମହୁ ।

ଏବେ ଆପଣ ପିଲାଙ୍କୁ ଦିନକୁ 2 ରୁ 3 ଥର ଏହାକୁ ଖାଇବାକୁ ଦିଅନ୍ତୁ । ଦେଖିବେ ସେମାନଙ୍କର ଟନଶୀଲ ଭଳି ସମସ୍ଯା ତୁରନ୍ତ ଠିକ ହୋଇଯିବ । ସେମାନଙ୍କୁ ବହୁତ ଅଧିକ ଆରାମ ଲାଗିବ । ଛୋଟ ପିଲା ମାନଙ୍କ ଠାରେ ଟନଶୀଲ ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ । ତେବେ ନିଶ୍ଚୟ ଏହି ରେମେଡି ର ପ୍ରୟୋଗ କରନ୍ତୁ । କାସ ହେଉଥିଲେ ମଧ୍ୟ ତାହା ଠିକ ହୋଇଯିବ । ପ୍ରଥା ଉପଚାର ରେ ବଡ ଲୋକ ମାନେ କରିବେ ଆଉ ଦ୍ଵିତୀୟ ଉପଚାର ଟି ଛୋଟ ପିଲା ମାନେ ଖାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button