IBN ଓଡ଼ିଶା ବ୍ୟୁରୋ

ଘରର ଏହି ସ୍ଥାନରେ ଚୁପଚାପ୍ ରଖିଦିଅନ୍ତୁ 1 ମୟୂର ପଙ୍ଖର, ଘରକୁ ପ୍ରଚୁର ଧନର ଆଗମନ ହେବା ସହ 10 ଗୁଣା ବଢିବ ଧନ…

ବନ୍ଧୁଗଣ ଆଜିକାଲି ଯେତେ ଟଙ୍କା ଆୟ କରିଲେ ବି ତାହା ଠାରୁ ଅଧିକ ଖର୍ଚ ହେଉଛି । ଆଜିକାଲି ସମସ୍ତଙ୍କୁ ଟଙ୍କାର ଅଭାବ ରହୁଛି । କେତେକ କ୍ଷେତ୍ରରେ ତ ପରିଶ୍ରମ କରିବା ସତ୍ବେ ବି ବ୍ୟକ୍ତିକୁ ତାର ଇଚ୍ଛା ଅନୁସାରେ ଟଙ୍କା ମିଳେ ନାହିଁ । ଅନ୍ୟ କେତେକ କ୍ଷେତ୍ରରେ ଟଙ୍କା ପାଖରେ ରୁହେ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଆୟ ବଢିବାରେ ଲାଗିବ ଓ ସେହି ଟଙ୍କା ଆପଣଙ୍କ ପାଖରେ ବି ରହିବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ ।

ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଉଛି ଏବଂ ଘରେ ସବୁବେଳେ କଳି ଝଗଡା ଲାଗି ରହୁଛି ତାହେଲେ ଘରର ମୁଖ୍ୟ ଫାଟକ ସାମ୍ନାରେ ମୟୂର ପର ବାନ୍ଧି ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ସବୁ ସମସ୍ୟାର ସମାଧାନ ହୋଇଯିବ । ରାହୁ ଗ୍ରହ ଦଶାରୁ ମୁକ୍ତି ପାଇବା ପାଇଁ ଆପଣ ସର୍ବଦା ନିଜ ପାଖରେ ମୟୂର ପର ରଖନ୍ତୁ । ଏହାଦ୍ବାରା ରାହୁ ଗ୍ରହ ଶାନ୍ତ ହୋଇଯିବେ ।

ଯଦି ଆପଣଙ୍କ ଛୁଆ ପାଠପଢ଼ା ରେ କମଜୋର ଅଛନ୍ତି ଅଥବା ତାଙ୍କ ମନ ପାଠପଢ଼ା ରେ ଲାଗୁ ନାହିଁ ତେବେ ଆପଣ ତାଙ୍କ ସ୍କୁଲ ବ୍ୟାଗ ରେ ଏକ ମୟୁର ପର ରଖି ଦିଅନ୍ତୁ । ଏହାଦ୍ବାରା ସେ ବୁଦ୍ଧିମାନ ହୋଇଯିବେ । ଯଦି ଆପଣ ନିଜ ପର୍ସ ବା ଡାଏରୀ ରେ ମୟୁର ପର ରଖିଥାନ୍ତି ତେବେ ଆପଣଙ୍କ ରାହୁ ଦୋଷ କଟିଥାଏ । ମୟୁର ର ପ୍ରିୟ ଆହାର ସାପ ହୋଇଥାଏ ।

ତେଣୁ ଯେଉଁଠାରେ ମୟୁର ପର ଥାଏ ସେହି ସ୍ଥାନକୁ କେବେବି ସାପ ଆସି ନଥାଏ । ତେଣୁ ସବୁବେଳେ ନିଜ ପାଖରେ ମୟୁର ପର ରଖନ୍ତୁ । କୌଣସି ଶତ୍ରୁ ଙ୍କ ଠାରୁ ରକ୍ଷା ପାଇବାକୁ ଶନିବାର ବା ମଙ୍ଗଳବାର ଦିନ ହନୁମାନ ମନ୍ଦିର କୁ ମୟୁର ପର ନେଇ ସେଥିରେ ନିଜ ଶତ୍ରୁ ଙ୍କ ନାଁ ଲେଖି ଦିଅନ୍ତୁ ।

ସେହି ଦିନ ମୟୁର ପରକୁ ଜଳରେ ପ୍ରବାହିତ କରନ୍ତୁ । ଘରେ ଧନର ବୃଦ୍ଧି ପାଇଁ ଆଲମାରି ବା ଟଙ୍କା ରଖୁଥିବା ଜାଗା ରେ ମୟୁର ପର ରଖନ୍ତୁ । ଆର୍ଥିକ ଲାଭ ପାଇଁ ରାଧା କୃଷ୍ଣଙ୍କ ମୂର୍ତ୍ତି ରେ ମୟୁର ପର ଲଗାଇ ରଖିପାରିବେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button