IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳୁ କେବଳ 2 ଚାମଚ ଏଥିରୁ ସେବନ କରନ୍ତୁ, ଦେଖିବେ ଜୀବନରେ ସୁଗାର, କୋଲେଷ୍ଟ୍ରୋଲ ଓ ଓବେସିଟି ଭଳି ରୋଗ ଆପଣଙ୍କ ପାଖ ମାଡିବନି

ନମସ୍କାର ବନ୍ଧୁଗଣ ତେବେ ଏହାକୁ ବାସି ମୁହଁରେ କେବଳ ୨ ଚାମୁଚ ଖାଆନ୍ତୁ, ଦେଖିବେ ଆପଣଙ୍କୁ ଜୀବନରେ କୋଲେଷ୍ଟ୍ରୋଲ, ସୁଗାର ଓ ମୋଟାପଣ ଭଳି କୌଣସି ରୋଗ ହେବନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାରୀ ଉପଚାର ବନେଇବା ଶିଖାଇବୁ ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀର ଏକଦମ ରୋଗମୁକ୍ତ ହୋଇଯିବ । ଏହାର ସେବନ ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବହୁତ ଅଧିକ ବଢିଯିବ । ଏହାଛଡା ବିପି ଓ କ୍ୟାନ୍ସର ଭଳି ରୋଗ ପାଇଁ ମଧ୍ୟ ଏହି ଉପଚାର ବହୁତ ଲାଭଦାୟକ ଅଟେ ।

ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ଅଳସି । ଏଥିରୁ ସାଧାରଣତଃ ମାଛରୁ ମିଳୁଥିବା ଓମେଗା-3 ମିଳିଥାଏ, ଯାହା ଆମ ହାର୍ଟ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଯେଉଁମାନେ ନିରାମିଷ ଅଟନ୍ତି ସେମାନେ ଅଳସିର ନିୟମିତ ସେବନ କରିବା ନିହାତି ଆବଶ୍ୟକ । ଏହା ସେବନ କରିବା ଦ୍ଵାରା ରକ୍ତ ପତଳା ହୋଇଥାଏ, ଯାହାଦ୍ୱାରା ଆମ ହୃଦୟର ସଞ୍ଚାଳନ ଠିକ ଭାବେ ହୋଇଥାଏ ।

ତେବେ ଏହାସହ ଅଳସି ପ୍ରୋଷ୍ଟେଟ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ଭଳି ରୋଗରୁ ମଧ୍ୟ ବଞ୍ଚାଇଥାଏ । ଏଥିରେ ଆହୁରି ମଧ୍ୟ ଫାଇବାର, ସେଲେଲିୟମ, ପୋଟାସିୟମ, ଭିଟାମିନ-ବି, ମ୍ୟାଗ୍ନେସିୟମ ଏବଂ ଜିଙ୍କ ଭଳି ତତ୍ତ୍ଵ ମିଳିଥାଏ । ଏହା ତ୍ଵଚା ପାଇଁ ଲାଭଦାୟକ ହୋଇଥାଏ ଓ ଚର୍ମ କୁଞ୍ଚ ଭଳି ସମସ୍ଯା ଆସିବାକୁ ଦିଏନାହିଁ ।

ତେବେ ଓଜନ କମ୍ କରିବା ପାଇଁ ଅଳସି ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେବେ ଦ୍ଵିତୀୟ ସାମଗ୍ରୀ ଏଥିରେ ବ୍ଯବହୃତ ହେବ ଦହି, ଆହାର ଫାଇଦା ବିଷୟରେ କାହାକୁ ବି ଅଜଣା ନାହିଁ । ପ୍ରଥମେ ଆପଣ ଦୁଇ ଚାମୁଚ ଅଳସି ନିଅନ୍ତୁ ଓ ଏହାକୁ ଭାଜି ସମଶ୍ନ୍ୟ ଗୁଣ୍ଡା ପ୍ରସ୍ତୁତ କରନ୍ତୁ । ତା’ପରେ ଆପଣ ଏକ ତାଟିଆରେ ଅଧ ତାଟିଆ ଦହି ନିଅନ୍ତୁ ଓ ଦୁଇ ଚାମୁଚ ଅଳସି ଗୁଣ୍ଡା ସେଥିରେ ମିଶାନ୍ତୁ ।

ଏବେ ଏହାକୁ ଭଲରେ ମିଶାଇ ଦିଅନ୍ତୁ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘରୋଇ ଉପଚାର । ଏହାକୁ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଧ୍ୟାନ ରଖିବେ ଆପଣ କେବେବି ଅଳସି ଓ ଦହିକୁ ମିଶାଇ ଅଧିକ ସମୟ ଯାଏଁ ରଖନ୍ତୁ, କାରଣ ଏହାଦ୍ବାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିପାରେ । ତେବେ ଅଳସିକୁ ଦହିରେ ମିଶାଇ ସେବନ ସାଙ୍ଗେ ସାଙ୍ଗେ ଏହାକୁ ସେବନ କରନ୍ତୁ ।

ଏହାର ସେବନ ଦ୍ଵାରା ଆପଣଙ୍କୁ ଜୀବନରେ କେବେବି ରୋଗ ହେବନାହିଁ । ଆପଣ ମୋଟା ଥିଲେ ଆପଣଙ୍କ ପେଟର ଚର୍ବି ବହୁତ ଶୀଘ୍ର କମିଯିବ । ଏହା ଆପଣଙ୍କ ଶରୀରକୁ ପ୍ରଚୁର ଶକ୍ତି ମଧ୍ୟ ଯୋଗାଇବ । ଶକ୍ତିଶାଳୀ ହେବା ପାଇଁ ଆପଣ ଅଳସି ଓ ଦହି ମିଶ୍ରଣରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button