IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଣାରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିବ କେବଳ ୧ ଦିନରେ

ଆଜିର ଜୀବନ ଶୈଳୀ ଓ ଖାଦ୍ୟ ପେୟ ର କାରଣ ରୁ ଅନେକ ଲୋକ ପାଇଲ୍ସ ଓ ଅର୍ଶ ଭଳି ସମସ୍ଯା ର ସମ୍ମୁଖୀନ କରୁଛନ୍ତି । ଏହା ଏକ ଏହିଭଳି ସମସ୍ଯା ଯାହା କିଛି ଲୋକ କହିବାକୁ ମଧ୍ୟ ସଙ୍କୋଚ ମନେ କରିଥାନ୍ତି । କିଛି ଲୋକ ଡାକ୍ତର ଙ୍କ ପାଖକୁ ମଧ୍ୟ ଯିବାକୁ ଇଛା କରି ନଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ହୋମ ରେମିଡି ନେଇ କରି ଆସିଛୁ ଯାହା ଦ୍ଵାରା ଆପଣ ନିଜର ଏହି ଅର୍ଶ ଭଳି ସମସ୍ଯା କୁ ମୂଳ ରୁ ଦୂର କରି ପାରିବେ ।

ଏହି ଉପଚାର ଗୁଡିକ ବିଷୟରେ ଜାଣିବା ପାଇଁ ଆଜିର ଏହି ରେମିଡି କୁ ସଂପୂର୍ଣ୍ଣ ନିଶ୍ଚୟ ପଢନ୍ତୁ । ଆଜିର ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଆପଣ ଙ୍କୁ ଆଲୋବେରା ଜୁସ ର ଆବଶ୍ୟକ ପଡିବ । ଏଠାରେ ଆପଣ ମାର୍କେଟ ରୁ କୌଣସି ହର୍ବାଲ ଆଲୋବେରା ଜୁସ କିଣି ଆଣି ତାର ବ୍ୟବହାର କରି ପାରିବେ ।

ଆପଣ ଏକ କପ ପାଣିରେ ୧୫ ml ଆଲୋବେରା ଜୁସ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଆପଣଙ୍କୁ ଏପରି ପ୍ରସ୍ତୁତ କରି ରାତିରେ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଖାଲି ପେଟରେ ଏହାର ସେବନ କରିବାକୁ ହେବ । ଆପଣ ଙ୍କୁ ଏଥିରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଏହାକୁ ଆପଣ ଙ୍କୁ ୭ ଦିନ ପର୍ଯ୍ୟନ୍ତ ନିୟମିତ ଖାଇବାର ଅଛି ।

ଦ୍ଵିତୀୟ ରେମିଡି ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତ୍ରିଫଳା ପାଉଡର । ଏହାକୁ ତିନୋଟି ଫଳ ର ସମିଶ୍ରଣ ରେ ପ୍ରସ୍ତୁତ କରାଯାଇ ଥାଏ । ତାହା ହେଲା ଅଁଳା, ହରିଡା ଓ ବାହାଡା ।ଏହି ତ୍ରିଫଳା ମନୁଷ୍ୟ ଜାତି ପାଇଁ କୌଣସି ବରଦାନ ରୁ କମ ନୁହେଁ । ଅର୍ଶ ଭଳି ସମସ୍ଯା କୁ ଦୂର କରିବା ପାଇଁ ଆପଣ ରାତିରେ ଖାଦ୍ୟ ଖାଇ ସାରିବାର ଏକ ଘଣ୍ଟା ପରେ ଏହାକୁ ସେବନ କରନ୍ତୁ ।

ପ୍ରଥମେ ଆପଣ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ । ଏହାପରେ ଆପଣ ସେଥିରେ ଏକ ଚାମଚ ତ୍ରିଫଳା ଚୂନା ମିଶାନ୍ତୁ । ବର୍ତ୍ତମାନ ଆପଣଙ୍କୁ ଏହାର ସେବନ ଏହିପରି ଅତି କମରେ ୭ ଦିନ ଧରି ସେବନ କରିବାର ଅଛି । ଏହାର ସେବନ କରିବାର ପରେ ଆପଣ ସଙ୍ଗେ ସଙ୍ଗେ ଏହାର ଫଳାଫଳ ଦେଖିବାକୁ ପାଇବେ । ଆପଣ ଦେଖିବେ ସକାଳେ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଯିବ ।

ଅର୍ଶ ହେବାର ମୁଖ୍ୟ କାରଣ ହେଉଛି କନଷ୍ଟିପେସନ ବା ଖାଦ୍ୟ ଭଲ ଭାବରେ ହଜମ ନ ହେବା । ବର୍ତ୍ତମାନ ଆସନ୍ତୁ ଜାଣି ନେବା ଅର୍ଶ ରୁ ରଖି ଅପାଇବାର ତୃତୀୟ ରେମିଡି ବିଷୟ ରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ନ ଜାଣିଲେ କି ରାତିର ରେମିଡି ବିଷୟ ରେ, ଏବେ ଆସନ୍ତୁ ଜାଣିବା ସକଳ ର ରେମିଡି ବିଷୟ ରେ । ଯାହା ପାଇଁ ଆପଣ ଙ୍କୁ ଏକ ଗ୍ଳାସ କ୍ଷୀର ଓ ଏକ ଲେମ୍ବୁ ର ଆବଶ୍ୟକ ପଡିବ ।

ପ୍ରଥମେ ଆପଣ ଲେମ୍ବୁ ର ସମସ୍ତ ରସ କୁ ଏକ ପାତ୍ର ରେ କାଢି ନିଅନ୍ତୁ । ଏହା ପରେ କ୍ଷୀରରେ ସଙ୍ଗେ ସଙ୍ଗେ ସେହି ଲେମ୍ବୁ ରସ କୁ ମିଶାଇ ତାହାର ତୁରନ୍ତ ସେବନ କରି ନିଅନ୍ତୁ । ଏହାକୁ ସକାଳେ ଆପଣଙ୍କୁ ଖାଲି ପେଟ ରେ ସେବନ କରିବାକୁ ହେବ । ଏହି ପରି ୭ ଦିନ ଧରି ସେବନ କରିବା ଦ୍ଵାରା ଆପଣଙ୍କୁ ଏହାର ଖୁବ ଭଲ ଫଳାଫଳ ଦେଖିବାକୁ ମିଳିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଉପଚାର ଗୁଡିକ କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button