IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପଇସା, କର୍ଜରେ ବୁଡି ରହିଛନ୍ତି? ତ ଗୁଡରେ କରନ୍ତୁ ଏହି ଉପାୟ… ଛପର ଫାଡି ବର୍ଷିବ ଟଙ୍କା

ନମସ୍କାର ବନ୍ଧୁଗଣ । ଆଜିର ଏହି ଉପାୟ ଟି ସମ୍ପୂର୍ଣ୍ଣ ରୂପରେ ଗୁଡ ଉପରେ ହିଁ ରହିଛି । ଏବଂ ସେହି ଗୁଡ ର ସମ୍ବନ୍ଧ ସିଧସଳଖ ଭାବରେ ମଙ୍ଗଳ ସହ ରହିବା ସହ ସୂର୍ଯ୍ୟ ଙ୍କ ସହ ମଧ୍ୟ ରହିଛି । ଏଠାରେ ଆପଣ ଙ୍କୁ ଜଣାଇ ଦେବୁ କି ଗୁଡ ଦ୍ଵାରା କରାଯାଇଥିବା କୌଣସି ଉପାୟ କେବେ ମଧ୍ୟ କୌଣସି ପ୍ରକାରର କ୍ଷତି କରାଇ ନ ଥାଏ । କିନ୍ତୁ ଏହା ଲାଭ ଖୁବ୍ ଅଧିକ କରାଇ ଥାଏ ।

ତାହାଛଡ଼ା ବନ୍ଧୁଗଣ ଏଠାରେ ଆମେ ଆଉ ଏକ ବିଷୟ ରେ କହିବାକୁ ଚାହିଁବୁ କି ଯଦି ଆପଣ କୌଣସି ପ୍ରକାରର କିଛି ଟୋଟ୍କା ବା ଉପାୟ ମାନ କରୁଛନ୍ତି, ତେବେ ଆପଣ ଭୁଲ ରେ ମଧ୍ୟ ସେହି ଉପାୟ କୁ କେବେ କାହାର ଅମଙ୍ଗଳ ପାଇଁ କରନ୍ତୁ ନାହିଁ । କାରଣ ଅନ୍ୟ ର ଅମଙ୍ଗଳ ଚିନ୍ତା କରୁଥିବା ବ୍ୟକ୍ତି ଙ୍କର କେବେ ମଧ୍ୟ କୌଣସି କାର୍ଯ୍ୟ ହୋଇ ନଥାଏ ।

ବନ୍ଧୁଗଣ ବେଳେ ବେଳେ ଅକାରଣ ହିଁ ଜୀବନ ରେ ଅନେକ ପ୍ରକାରର ସମସ୍ୟା ମାନ ଲାଗି ରହିଥାଏ । ତାହାଛଡ଼ା ମନରେ ମଧ୍ୟ ସବୁବେଳେ ଦୁର୍ଘଟଣା କୁ ନେଇ ଭୟ ଲାଗି ରହିଥାଏ । ଏହି ସବୁ ସମସ୍ୟା ର ଅର୍ଥ ଆପଣ ଙ୍କର ମଙ୍ଗଳ ଗ୍ରହ ଭାରି ହୋଇ ଅଛନ୍ତି ।

ଏପରି ରେ ମଙ୍ଗଳ ଙ୍କୁ ଶାନ୍ତି କରିବା ପାଇଁ ମଙ୍ଗଳବାର କିଛି ଗୁଡ ନେଇ ହନୁମାନ ମନ୍ଦିର ରେ ଅର୍ପଣ କରି ଦିଅନ୍ତୁ । ତାହାସହ ହନୁମାନ ଚାଳିଶା ର ପାଠ କରି ହନୁମାନ ଜୀ ଙ୍କୁ ନିଜ ଭୁଲ କାମ ସବୁ କ୍ଷମା ପ୍ରାର୍ଥନା କରନ୍ତୁ । ତାହା ବ୍ୟତିତ ବେଳେବେଳେ କୁଣ୍ଡଳୀ ରେ ଶନି ଙ୍କ ପିତା ସୂର୍ଯ୍ୟ ମଧ୍ୟ ନୀଚ କୁ ଆସି ଯାଇଥାଆନ୍ତି, ଯାହା ଯୋଗୁଁ ଶରୀର ରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ ।

ଏପରି ରେ ଆପଣ ପ୍ରତ୍ୟେକ ଦିନ ସକାଳେ ଦିନ ର ପ୍ରଥମ ଆହାର ସକାଳେ କିଛି ଗୁଡ଼ ଖାଇ କରି ଆରମ୍ଭ କରନ୍ତୁ । ଏହା ସହ ଆପଣ ନିଜ ଇଚ୍ଛା ଅନୁସାରେ 8 ଗ୍ରାମ ହେଉ ଅବା 800 ଗ୍ରାମ ହେଉ ସମ ପରିମାଣ ରେ ଗୁଡ ଓ ଗହମ କୁ ନେଇ ପାଖରେ ଥିବା କୌଣସି ମନ୍ଦିର କିମ୍ୱା ଓସ୍ତ ଗଛ ର ମୂଳରେ ରଖି ଆସିବା ଦ୍ୱାରା ଜାତକରେ ସୂର୍ଯ୍ୟ ନିଜ ସ୍ଥାନକୁ ଆସି ଯାଇଥାଆନ୍ତି ।

ଏହାସହ ଜୀବନ ର ସବୁ ସମସ୍ୟା ମଧ୍ୟ ଦୂର ହେବାକୁ ଲାଗେ । ଯଦି ଜୀବନ ରେ ଭୂମି ଜନିତ କୌଣସି କିଛି ସମସ୍ୟା ଲାଗି ରହୁଥାଏ ବା ଅନେକ ଚେଷ୍ଟା କରି ମଧ୍ୟ ଘର କରି ହେଉ ନଥାଏ, ତେବେ ଆପଣ ଏହି ଉପାୟ ଟିକୁ କିଛି ଦିନ ଧରି କରିବା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତ ହୋଇଯିବେ । ସେହି ଉପାୟ ଟି ହେଲା କୌଣସି ରବିବାର ଦିନ ନିଜ ହାତ ରେ କିଛି ଗୁଡ ଓ ରୁଟି ନେଇ କୁ ଖାଇବାକୁ ଦିଅନ୍ତୁ ।

ଏହାପରେ ହାତରେ ଗାଈ କୁ ଏହି ପରି ଭାବରେ ଗୁଡ ଖାଇବାକୁ ଦିଅନ୍ତୁ । ଯଦି ଗାଈ ଆପଣଙ୍କର ହାତର ପାପୁଲି କୁ ଚାଟି ଦିଏ, ତେବେ ଏହାର ଅର୍ଥ ଶୀଘ୍ର ଅତି ଶୀଘ୍ର ଆପଣ ଙ୍କର ଭାଗ୍ୟର ଦ୍ଵାରା ଖୋଲିଯିବ । ଏହାସହ ଆପଣଙ୍କର ସମସ୍ତ ମନୋସ୍କାମନା ମଧ୍ୟ ପୂରଣ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button