ରାଜ୍ୟ

ଛତିଶଗଡ଼ ଷ୍ଟାଇଲରେ ଓଡ଼ିଶାରେ ବଦଳିବେ ସବୁ ଅଫିସର! ବଡ଼ବଡ଼ ଅଫିସରଙ୍କ ମଧ୍ୟରେ ପଡ଼ିଲାଣି ଭାଳେଣି, ଜାଣନ୍ତୁ ପୁରା ଖବର

ନୂଆ ସରକାର ନୂଆ ରଣନୀତି । ରାତିରେ ରଣନୀତି ପ୍ରସ୍ତୁତ ଆଉ ସକାଳେ ସସପେନସନ୍ ଲେଟର ! ତେବେ ଏଭଳି ରଣନୀତି ଦେଖିବାକୁ ମିଳିଛି ଛତିଶଗଡ ରାଜ୍ୟରେ ବଦଳିଛି ସରକାର ବଦଳିଛି ନିୟମ । ପୂର୍ବରୁ ଛତିଶଗଡ଼ରେ କଂଗ୍ରେସ ଶାସନ କରୁଥିବା ସମୟରେ ବର୍ତ୍ତମାନ ବିଜେପି ଛତିଶଗଡ଼ରେ ନୂତନ ସରକାର ଗଢିଛି । ତେବେ ବର୍ତ୍ତମାନ ବିଷ୍ଣୁ ଦେଓ ସାଏ ବିଜେପିର ପ୍ରତିନିଧି ଭାବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ।

A

ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ପ୍ରତିନିଧିତ୍ୱରେ ଛତିଶଗଡ଼ରେ ଦେଖିବାକୁ ମିଳିଛି ନୂଆ ରଣନୀତି । ରାତିରେ ମିଟିଂ ହୋଇଥିବା ବେଳେ ସକାଳୁ କିଛି ସରକାରୀ ଅଫିସରଙ୍କୁ ସସପେନସନ୍ ଲିଟର ମିଳିଥିବା ବେଳେ ଆଉ କିଛି ଅଫିସରଙ୍କୁ ଟ୍ରାନସ୍ଫର୍ କରା ଯାଇଛି ।

ମୋଟ ୮୮ ଜଣ ଆଇଏସ ଓ ଆଇପିଏସଙ୍କୁ ସସପେଣ୍ଡ କରିଦିଆ ଯାଇଥିବା ବେଳେ ୩୦ ଜଣ ଜିଲ୍ଲାପାଳଙ୍କୁ ଟ୍ରାନ୍ସଫର୍ କରା ଯାଇଛି ।ତେବେ ଶୁଣିବାକୁ ମିଳେ ଯେପରି ବିଜେପି ଛତିଶଗଡରେ ସରକାର ଗଠନ କରି ବିଭିନ୍ନ ଅଫିସର୍ ଙ୍କର ବଦଳି କରିଛି ଠିକ୍ ସେହିପରି ଓଡିଶାରେ ମଧ୍ୟ କରିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button