IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ଓ ସମସ୍ତ ପ୍ରକାର ଜଏଣ୍ଟ ପେନ କେବଳ ଗୋଟିଏ ରାତିରେ ଭଲ ହୋଇଯିବ, ଆଜି କରି ଦେଖନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ଆଜିର ସମୟ ରେ ଆଣ୍ଠୁ ଗଣ୍ଠି ବିନ୍ଧା ଏକ ଏଭଳି ସମସ୍ଯା ଯାହାକି ପ୍ରାୟତଃ ସମସ୍ତ ଙ୍କ ଠାରେ ହିଁ ଦେଖିବାକୁ ମିଳୁଅଛି । ବିଭିନ୍ନ କାରଣ ମାନଙ୍କରୁ ଛୋଟ ରୁ ବଡ ସବୁ ବୟସ ର ଲୋକ ମାନଙ୍କ ଠାରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଅଣ୍ଟା ବନ୍ଧା ଓ ହାତ ଗୋଡ ବିନ୍ଧା ଭଳି ସମସ୍ଯା ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହାକୁ ଆପଣ ଅତି ସହଜ ରେ ହିଁ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ଵାରା ପୁରୁଣା ରୁ ବହୁ ପୁରୁଣା ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରୁ ନିଜକୁ ବଞ୍ଚାଇ ପାରିବେ ।

ଆପଣ ମାନେ ବିଶ୍ବାସ ମଧ୍ୟ କରି ପରିବେନି ଏହା ଏକ ଏଭଳି ଚମତ୍କାରୀ ଉପଚାର ଅଟେ । ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ହରିଡା, ସନ୍ଧବ ଲୁଣ ଓ କିଛି ଶୁଦ୍ଧ ଦେଶୀ ଗାଈ ର ଘିଅ ର । ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ କିଛି ହରିଡା କୁ ଆଣି ତାହାକୁ ଛେଚି ତାର କେବଳ ଉପର ଅଂଶ କାଢି ତାହାକୁ ଗ୍ରାଇଣ୍ଡର ସାହାର୍ଯ୍ୟ ରେ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ ।

ବର୍ତ୍ତମାନ ଗ୍ଯାସ ବା ଚୁଲା ଏକ କଢେଇ ବସାଇ ସେଥିରେ ଘିଅ କିଛି ପରିମାଣ ରେ ଦିଅନ୍ତୁ । ଘିଅ ଗରମ ହୋଇ ଗଲା ପରେ ସେଥିରେ ହରିଡା ଗୁଣ୍ଡ ଓ ସନ୍ଧବ ଲୁଣ କୁ ପକାଇ କିଛି ସମୟ ପାଇଁ ତାହାକୁ ଭଲ ଭାବରେ ଭାଜି ନିଅନ୍ତୁ । ଏହା ପରେ ଏହା ଥଣ୍ଡା ହେଲା ପରେ ଆପଣ ଏହାକୁ କୌଣସି ଏକ ପାତ୍ରରେ ରଖି ଷ୍ଟୋର କରି ନିଅନ୍ତୁ । ବନ୍ଧୁଗଣ ଏହାକୁ ମାତ୍ର 2 ମାସ ପର୍ଯ୍ୟନ୍ତ ପ୍ରତିଦିନ ଦିନ ହିଁ ସେବନ କରିବା ପରେ ଆପଣ ଏହାର ଲାଭ ଓ ପ୍ରଭାବ ଦେଖି ପାରିବେ ।

ଏହାକୁ ପ୍ରତିଦିନ ସକାଳେ ଖାଲି ପେଟ ରେ ଏକ ଚାମଚ ସେବନ କରି ଏକ ଗ୍ଳାସ ଉଷୁମ ପାଣି ର ସେବନ କରି ନିଅନ୍ତୁ ।ଆପଣ ଦେଖିବେ ଖୁବ ଶୀଘ୍ର ଆପଣ ଙ୍କର ସମସ୍ତ ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ସମସ୍ଯା ମାତ୍ର ମାସ ରୁ ଦୁଇ ମାସ ମଧ୍ୟ ରେ ନିଶ୍ଚୟ ଭଲ ହୋଇ ଯିବ । ତେବେ ଆପଣ ମାନଙ୍କୁ ଆଜିର ଏହି ଉପଚାର ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ସାହାର୍ଯ୍ୟ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button