IBN ଓଡ଼ିଶା ବ୍ୟୁରୋ

ଆଖିରୁ ଚଷମା ଓଲ୍ହେଇ ଯିବ, ବସ ଏହି ଦୁଧକୁ କିଛିଦିନ ପିଅନ୍ତୁ- Remedies for Eyesight

ବନ୍ଧୁଗଣ ନମସ୍କାର, ତେବେ ବର୍ତ୍ତମାନ ସମୟ ରେ ଅଧିକାଂଶ ବ୍ୟକ୍ତି ଙ୍କ ମଧ୍ୟରେ ଚକ୍ଷୁ ରୋଗ ଭଳି ସମସ୍ୟା ଦେଖିବାକୁ ମିଳୁଛି। ପ୍ରାୟତଃ ବ୍ୟକ୍ତି ଚଷମା ର ବ୍ୟବହାର ମଧ୍ୟ କରୁଛନ୍ତି।ଏହା ଶରୀର ରେ ଭିଟାମିନ ଅଭାବ ରୁ ହୋଇଥାଏ।ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଚକ୍ଷୁ ଜନିତ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ଚଷମା ର ବ୍ୟବହାର ମଧ୍ୟ କରିବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ତେବେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ସର୍ବ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଆଲମଣ୍ଡ ବା କାବୁଲି ବାଦାମ।ଏଥିରେ ଥିବା ଭିଟାମିନ ଆମ ଆଖି ପାଇଁ ବହୁତ ଭଲ ହୋଇଥାଏ।ଆପଣ ଚାରି ରୁ ପାଞ୍ଚଟି କାବୁଲି ବାଦାମ କୁ ପାଣି ରେ ଭଲ ଭାବରେ ଭେଦାଇ ଦିଅନ୍ତୁ ଏବଂ ସକାଳ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।

ସକାଳେ ଯେତେବେଳେ ଏହା ଭଲ ଭାବରେ ଭେଦି ଯାଇଥିବ ସେତେବେଳେ ଆପଣ ଭଲ ଭାବରେ ଏହ ଚୋପା କୁ ଛଡ଼ାଇ ଦିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ।ଏହାପରେ ଆପଣଙ୍କୁ ଅନ୍ୟ ଦୁଇଟି ସାଙ୍ଗ ର ଆବଶ୍ୟକତା ରହିଛି ତାହା ହେଉଛି ପାନ ମଧୁରୀ ଏବଂ ମିଶ୍ରି।ଏହି ଦୁଇ ସାଙ୍ଗ କୁ ମିଶାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ।

ଆପଣଙ୍କୁ ଯେଉଁ ଶେଷ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଏକ ଗ୍ଲାସ କ୍ଷୀର।ଆପଣ ଏକ ଗ୍ଲାସ କ୍ଷୀର ଗ୍ୟାସ ରେ ବସାନ୍ତୁଏବଂ ଏହାକୁ ଭଲ ରେ ଫୁଟାଇ ଦିଅନ୍ତୁ ଏବଂ ଏଥିରେ ବାଦାମ, ପାନ ମଧୁରୀ ଏବଂ ମିଶ୍ରି ର ଗୁଣ୍ଡ କୁ ପକାଇ ଭଲ ଭାବରେ ଏହାକୁ ଗୋଳାନ୍ତୁ।କ୍ଷୀର ଫୁଟିଗଲା ପରେ ଆପଣ ଏକ ଗ୍ଲାସ ରେ ଢାଳି ଦିଅନ୍ତୁ।ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା।ଦିନକୁ ଥରେ ଆପଣ ଏହି କ୍ଷୀର କୁ ସେବନ କରନ୍ତୁ।ଏହା ବହୁତ ଚମତ୍କାରୀ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ଚକ୍ଷୁ ଜନିତ ସମସ୍ତ ପ୍ରକାର ସମସ୍ୟା ତୁର୍ ଦୂର ହୋଇ ଯାଇଥାଏ। ତେଣୁ ଆପଣ ନିଶ୍ଚିତ ଭାବରେ ଏହି ଉପଚାର କୁ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button