IBN ଓଡ଼ିଶା ବ୍ୟୁରୋ

ଦୁଃଖ ଏବଂ ଅସୁବିଧା ସମୟରେ ମନେ ରଖନ୍ତୁ ଶ୍ରୀକୃଷ୍ଣ ଙ୍କ ଏହି 5ଟି କଥା, ବଦଳିଯିବ ଜୀବନ

ବନ୍ଧୁଗଣ ମଣିଷ କୁ କିଛି ନୂଆ ମିଳିଯାଏ, ତ’ ସେ ପୁରୁଣା କୁ ଭୁଲିଯାଏ । ଏହା ହିଁ ଏହି କଳିଯୁଗ । ଜୀବନରେ ସବୁ ପରିସ୍ଥିତି ରେ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ । ଏହି କଥା ଭାବିକି କି ଆପଣ ଏନକେ ଦୁଃଖ ଠାରୁ ମଧ୍ୟ ଆହୁରି ଅଧିକ ଦୁଃଖ ଏହି ଦୁନିଆ ରେ ଆଉ କାହା ପାଖରେ ଥାଇ ପାରେ । ସମୟ ର ସ୍ଵଭାବ ହିଁ ହେଉଛି, ଚାଲିଯିବା । ଯଦି ଖରାପ ସମୟ ଆସେ ତେବେ ଜୀବନରେ ଧୈର୍ଯ୍ୟ ରଖନ୍ତୁ ।

ଆଉ ଯଦି ଭଲ ସମୟ ଆସେ ତେବେ ଈଶ୍ଵର ଙ୍କୁ ଧନ୍ୟାବାଦ କରନ୍ତୁ । ଶକ୍ତିଶାଳୀ ହେବାରେ ସେତେବେଳେ ହିଁ ମଜା ଅଛି ଯେତେବେଳେ ସାରା ଦୁନିଆ ଆପଣଙ୍କୁ ଦୁର୍ବଳ କରିବାରେ ଲାଗିଥିବ । ରାତିରେ ଅନ୍ୟ କାହା ପାଇଁ ଅନିଦ୍ରା ରହିବାର ଆବଶ୍ୟକତା ନାହିଁ, ଯିଏ ଆପଣ ଙ୍କ ଠାରୁ ଦୂର କୁ ଦୌଡୁଛି । ତା ପଛରେ ଦୌଡିବାର କିଛି ମଧ୍ୟ ଆବଶ୍ୟକତା ନାହିଁ । ଜୀବନରେ କେବେ ମଧ୍ୟ କାହାକୁ ଦୋଷ ଦିଅନ୍ତୁ ନାହିଁ, ଭଲ ଲୋକ ଜୀବନ ରେ ଖୁସି ଭରି ଦିଅନ୍ତି । ଏବଂ ଖରାପ ଲୋକ ଜୀବନ ରେ ଶିକ୍ଷା ବା ଅଭିଜ୍ଞତା ଦେଇ ଯାଆନ୍ତି ।

ସବୁବେଳେ ସମସ୍ତ ଙ୍କ ପାଇଁ ଭ୍ୟାଲୁଏବଳ, ବା ମୁଲ୍ଯବାନ ହୁଅନ୍ତୁ । ଆଭେଲେବଲ  ବା ଉପଲବ୍ଧ ନୁହେଁ । ଯଦି ଆପଣ ମୂଲ୍ଯବାନ ନ ହୋଇ କେବଳ ଉପଲବ୍ଧ ରହିବେ, ଲୋକେ ଆପଣ ଙ୍କ ମହତ୍ଵ କେବେବି ବୁଝିବେନି । ଯଦି ଜୀବନରେ କାହା ପାଖରେ ନିଜର ମହତ୍ତ୍ଵ ବୁଝେଇବାକୁ ପଡେ, ତେବେ ଆପଣ ଏତିକି ନିଶ୍ଚିତ ବୁଝି ଯାଆନ୍ତୁ କି ସେ ଲୋକ ପାଖରେ ଆପଣ ଙ୍କ ମହତ୍ତ୍ଵ କିଛି ବି ନାହିଁ । ଯଦି ଆପଣ ନିଜ ଠାରୁ ହାର ମାନି ବେନି, ତେବେ ବିଜୟ ଆପଣଙ୍କର । ଦୁଃଖ ନାହିଁ ମୋର କିଛି କଥାରେ, ବିଶ୍ଵାସ ଅଛି ନିଜ କର୍ମ ରେ । ବହୁତ କମ ଲୋକ ଙ୍କୁ ଏହା ଜ୍ଞାତ ଅଛି, କି ସେମାନଙ୍କୁ ବହୁତ କମ ଜ୍ଞାନ ଅଛି । ଗୋଟେ ଭ୍ରମ ଧାରଣା ମତେ ବି ହେଲା, ମୋ ଜୀବନରେ ।

ମୁଁ ଏକଥା ଭାବିଥିଲି, ମୁଁ ବହୁତ ଜରୂରୀ ଥିଲି ତାଙ୍କ ଜୀବନରେ । ଜୀବନରେ ସବୁଠାରୁ ଉତ୍ତମ ହେବା ପାଇଁ, ଖରାପ ଠାରୁ ଖରାପ ପରିସ୍ଥିତି ସହ ମଧ୍ୟ ଲଢିବା ପାଇଁ ପଡିଥାଏ । ଜୀବନରେ ପ୍ରମାଣ ଦେବା ଆବଶ୍ୟକ ନୁହେଁ । ଭଲ ହେବା ଆବଶ୍ୟକ । ଜୀବନରେ ଗୋଟେ କଥା ତ ‘ ନିଶ୍ଚିତ ଅଛି, କି ନିଶ୍ଚିତ କିଛି ବି ନାହିଁ । ଲୋକ କୁହନ୍ତି ଆପଣ ଏତରେ ଖୁସିରେ କିପରି ରହିଛନ୍ତି ? ଉତ୍ତର ହେଉଛି, ଆମେ ନା କାହା ଖୁସି ଦେଖି ଈର୍ଷା କରୁ ନା ଆମେ ଆମ ଦୁଃଖ କାହା ଆଗରେ ପ୍ରକାଶ କରୁ । ଆଶା କରୁଛୁ ବନ୍ଧୁ ଆଜିର ଏହି ଆର୍ଟିକିଲ ଟି ଆପଣ ମାନଙ୍କୁ ଭଲ ଲାଗିଥିବ । ବନ୍ଧୁଗଣ ଭଗବାନ ଙ୍କ ଆଶୀର୍ବାଦ ଏବଂ ନିଜ ଦୃଢ ସଂକଳ୍ପ ବଳରେ କିଛି ଏମିତି କରି ଯାଆନ୍ତୁ । ଯାହା ଏ ସମାଜ ପାଇଁ ଉଦାହରଣ ହେବ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button