IBN ଓଡ଼ିଶା ବ୍ୟୁରୋ

କେଉଁ ରାଶିର ପୁରୁଷଙ୍କ ସହ କେଉଁ ରାଶିର କନ୍ୟା ବିବାହ କରିଲେ ଦାମ୍ପତ୍ୟ ଜୀବନ ସୁଖୀ ହୋଇଥାଏ ?

ବନ୍ଧୁଗଣ ବହୁତ ଲୋକଙ୍କର ମନରେ ଏଭଳି କିଛି ପ୍ରଶ୍ନ ରହିଥାଏ ? ଯେ କେଉଁ ରାଶିର ପୁରୁଷ ଲୋକଙ୍କ ସହ କେଉଁ ରାଶିର କନ୍ୟାଙ୍କ ସହ ବିବାହ ହେଲେ । ତାଙ୍କର ବୈବାହିକ ଜୀବନ ବହୁତ ଭଲ ରହିଥାଏ । ତେବେ ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶି ସହ କେଉଁ ରାଶିର ବିବାହ ମେଳକ ଭଲ ରହିଥାଏ କହିବାକୁ ଯାଉଛୁ । ତେବେ ଏ ସମ୍ପର୍କରେ ଚାଲନ୍ତୁ ଏଠାରେ ଆଜି ଆଲୋଚନା କରିବା ।

1- ମେଷ ରାଶିର ପୁରୁଷ ଥିଲେ । ମେଷ, ମିଥୁନ, କର୍କଟ ମକର ଏବଂ କୁମ୍ଭ ରାଶି ସହିତ ବିବାହ କରିବା ଦ୍ଵାରା ବହୁତ ଭଲ ଯୋଗ ସୃଷ୍ଟି ହୋଇଥାଏ । ଏହି ରାଶିର ଦମ୍ପତ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ବେଶ ଭଲରେ ଚାଲିଥାଏ । 2-ବୃଷ ରାଶିର ପୁରୁଷ ବ୍ୟକ୍ତି ବୃଷ, କର୍କଟ, ସିଂହ, କୁମ୍ଭ, ମୀନ ଏବଂ ବିଛା ତେବେ ଏହି ରାଶିର କନ୍ୟାଙ୍କ ସହ ବିବାହ କରିବା ଦ୍ଵାରା ତାଙ୍କର ବୈବାହିକ ଜୀବନ ଭଲରେ ବିତିଥାଏ ।

3- ମିଥୁନ ରାଶିର ପୁରୁଷ ଲୋକ ମିଥୁନ, ସିଂହ, କନ୍ୟା, ମେଷ ଏବଂ ମୀନ ରାଶିର କନ୍ୟାଙ୍କ ସହ ବିବାହ ବହୁତ ଭଲ ମେଳ ଖାଇଥାଏ । 4- କର୍କଟ ରାଶିର ପୁରୁଷ ମାନେ କର୍କଟ, ମେଷ, ବୃଷ, କନ୍ୟା, ତୁଳା, ମକର ରାଶିର କନ୍ୟାଙ୍କ ସହ ବିବାହ କରନ୍ତି । ତେବେ ତାଙ୍କର ବୈବାହିକ ଜୀବନ ଭଲରେ କଟିଥାଏ । 5- ସିଂହ ରାଶିର ପୁରୁଷ ମାନଙ୍କ ସହ ସିଂହ, ତୁଳା, ବିଛା, ବୃଷ ଏବଂ ମିଥୁନ ରାଶିର ଝିଅଙ୍କ ସହ ବିବାହ କରନ୍ତି । ତେବେ ତାଙ୍କର ରାଜଯୋଟକ ପଡିଥାଏ ।

6- କନ୍ୟା ରାଶିର ପୁରୁଷ ମାନେ ଯଦି କନ୍ୟା, ବିଛା। ଧନୁ, ମିଥୁନ, ମୀନ ଏବଂ କର୍କଟ ରାଶିର ଝିଅଙ୍କ ସହ ବିବାହ ମେଳକ ମିଶିଠାଏ । 7- ତୁଳା ରାଶିର ପୁରୁଷ ଲୋକମାନେ ସେମାନଙ୍କ ପାଇଁ ତୁଳା, ଧନୁ, ମକର, କର୍କଟ, ସିଂହ ଏ ସବୁ ରାଶିର ଝିଅଙ୍କ ସହ ଭଲ ମେଳକ ହୋଇଥାଏ । 8- ବିଛା ରାଶିର ପୁରୁଷ ମାନେ ବିଛା, ମକର, କୁମ୍ଭ, ବୃଷ, ସିଂହ ଓ କନ୍ୟା ରାଶିର ଝିଅଙ୍କ ସହ ଭଲ ମେଲ ଖାଇଥାଏ ।

9- ଧନୁ ରାଶିର ପୁଅଙ୍କର ଧନୁ, କୁମ୍ଭ, ମୀନ, କନ୍ୟା ଏବଂ ତୁଳା ରାଶିର ଝିଅଙ୍କ ବିବାହ ବହୁତ ଭଲ ରହିଥାଏ । 10- ମକର ରାଶିର ପୁରୁଷ ମାନେ ମକର, ମୀନ, ମେଷ, କର୍କଟ, ତୁଳା ଏବଂ ବିଛା ରାଶିର ଝିଅଙ୍କ ସହ ଭଲ ବୈବାହିକ ଜୀବନ ହୋଇଥାଏ । 11- କୁମ୍ଭ ରାଶିର ପୁଅ ମାନଙ୍କର କୁମ୍ଭ, ମେଷ, ବୃଷ, ବିଛା ଏବଂ ଧନୁ ରାଶିର ଝିଅକ ସହ ବିବାହ ମେଳକ ଭଲ ରହିଥାଏ । 12- ମୀନ ରାଶିର ପୁରୁଷ ମୀନ, ବୃଷ, କନ୍ୟା, ଧନୁ ଏବଂ ମକର ରାଶିର ଝିଅଙ୍କ ସହ ବିବାହ ମେଳକ ଭଲ ଭାବେ ହୋଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button