ରାଜ୍ୟ

କାନ୍ଦୁଚି ନନ୍ଦିନୀ ର ଅତୃପ୍ତ ଆତ୍ମା…ବାପା ଏମିତି କରି କରି ମତେ ମା-ରିଦେଲେ

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ଯୁବତୀ କିଛି ଦିନ ହେବ ବାପା ଘରୁ ଗୋଡ଼ କାଢି ସ୍ବାମୀ ର ହାତ ଧରି ଶାଶୁଘର କୁ ଆସିଥିଲେ। ହାତ ରୁ ଛାଡ଼ି ନଥିଲା ମେହେନ୍ଦି, ପାଦ ରୁ ଛାଡ଼ିନି ଅଳତା।ଆଉ ମୁଣ୍ଡ ରେ ରହିଛି ସ୍ବାମୀ ଦେଇଥିବା ସିନ୍ଦୂର। ପିଲାଳିଆମି ର ବୟସ ସରିନାହିଁ ତଥାପି ସଂସାରର ବୋଝ।ବାପା ମା ଙ୍କ ପାଖରେ ଅଳୀ ଅର୍ଦ୍ଦଳି କରି ରହୁଥିବା ଝିଅଟି ଶାଶୁ ଶଶୁର ଙ୍କ ଅନୁଶାସନ ରେ ରହିଲା।
Bb

ତଥାପି ହସଖୁସି ରେ ଚାଲି ଥିଲା ସଂସାର।କିନ୍ତୁ ଏଭଳି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣମାନେ ବହୁତ ଦୁଃଖ ପ୍ରକାଶ କରିବେ।ନୂଆ କରି ବାହା ହୋଇଥିବା ଯୁବତୀ ଙ୍କ ନାମ ହେଉଛି ନନ୍ଦିନୀ।ଯିଏ ଭଲ ଭାବରେ ଦୁନିଆ କୁ ଜାଣିବା ପୂର୍ବରୁ ସ୍ବାମୀ ର ହାତ ଧରି ଶାଶୁଘର କୁ ଆସିଥିଲେ।ମନରେ ଅନେକ ସ୍ବପ୍ନ ଓ ଅସୁମାରୀ ଆଶା ନେଇ ଆସିଥିଲେ।ସେସବୁ ଆଜି ଆଶା ରେ ରହିଗଲା।ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ନା ସନ୍ଦେହ ଜନକ ମୃ-ତ୍ୟୁ ତାହା ଏବେ ସନ୍ଦେହ ଘେରରେ ରହିଛି।
Hh
ମୃ-ତ୍ୟୁ ପରେ ବାପା ମା ଙ୍କୁ ନ ଜଣାଇ ଶାଶୁ ଶଶୁର ନନ୍ଦିନୀ ଙ୍କ ସ-ବ ସତ୍କାର କରି ଦେଇଥିଲେ।ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଭୀଷ୍ମ ଗିରି ଗ୍ରାମରେ ଦେଖିବାକୁ ମିଳିଛି।ଭୀଷ୍ମ ଗିରି ଗ୍ରାମ ମହାମାୟୀ ନଗର ପ୍ରଥମ ଲେନ୍ ର ରମେଶ ବିସୋଇ ଙ୍କ ପୁଅ ଜିତେନ୍ଦ୍ର ସେହି ଗ୍ରାମର ଶିବ ରାମ ସାହୁ ଙ୍କ ନାବାଳିକା ଝିଅ ନନ୍ଦିନୀ ଙ୍କୁ ନେଇ ଗ୍ରାମ ରୁ ଫେରାର ହେବାପରେ କିଛି ଦିନ ପରେ ଗ୍ରାମକୁ ଫେରି ବିବାହ କରିଥିଲେ।
ନବବଧୂ ବେଶରେ ନନ୍ଦିନୀ ଶଶୁର ଘର କୁ ଆସିଥିଲେ।ଶୁଣିବାକୁ ମିଳୁଛି ଯେ ଗତ ଶନିବାର ଦିନ ନନ୍ଦିନୀ ଙ୍କୁ ବାପ ଘରୁ ଯୌ-ତୁ-କ ଆଣିବା ପାଇଁ ସ୍ବାମୀ ଓ ଶଶୁର ଘର ଲୋକେ ବାଧ୍ୟ କରିଥିଲେ।ନନ୍ଦିନୀ ନିଜର ଅକ୍ଷମତା ପ୍ରକାଶ କରିବାରୁ ସମସ୍ତେ ଉତ୍ତେଜିତ ହୋଇ ତାଙ୍କର ଗଳା ଚିପି ହ-ତ୍ୟା କରିବା ପରେ ତାଙ୍କୁ ନେଇ ପୋଡ଼ି ଦେଇଥିଲେ।ଯାହାକୁ ଗ୍ରାମବାସୀ ଓ ନନ୍ଦିନୀ ଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ।ଏନେଇ ନନ୍ଦିନୀ ଙ୍କ ବାପା ଦିଗପହଣ୍ଡି ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ଗ୍ରାମ ଶ୍ମଶାନ ରେ ପହଞ୍ଚି ମୃ-ତ-କ ଙ୍କ ହାଡ଼ ଓ ପାଉଁଶ ଜବତ କରିଥିଲେ।ପୋଲିସ ନନ୍ଦିନୀ ଙ୍କ ସ୍ବାମୀ ଶାଶୁ ଘର ଲୋକଙ୍କୁ ଜେରା କରିବା ବେଳେ ସେମାନେ ସବୁ କଥା ସ୍ବୀକାର କରିଛନ୍ତି।ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛ

Related Articles

Leave a Reply

Your email address will not be published. Required fields are marked *

Back to top button