IBN ଓଡ଼ିଶା ବ୍ୟୁରୋ

ଶୁଖିଲା ତୁଳସୀ ଗଛ ବି ଗୋଟିଏ ଥର ରେ ସବୁଜ ସୁନ୍ଦର ହେଇଯିବ, ବାସ ଥରେ ମାତ୍ର ଏହି ଜିନିଷ ପକାଇ ଦେଖନ୍ତୁ

ସାଧାରଣ ଭାବରେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାଇ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ତୁଳସୀ ଗଛ ମୂଳରେ ଜଳ ଅର୍ପଣା କରିବା ଦ୍ଵାରା ସବୁ ମନ ସ୍କାମନା ପୂରଣ ହୋଇଥାଏ ।

ଏହି କାରଣ ଯୋଗୁଁ ସବୁ ଲୋକ ମାନଙ୍କ ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଥାଏ । ଏହି ତୁଳସୀ ଗଛକୁ ବହୁତ ଶ୍ରଦ୍ଧାରେ ନିଜ ଅଗଣାରେ ଲଗାଇଥାନ୍ତି । ଏହି ଗଛ ଘର ଅଗଣାରେ ଥିଲେ ଘରର ସବୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ଯେତେବେଳେ ଏହି ଗଛ ର କିଛି କ୍ଷତି ହୋଇଥାଏ ଆମକୁ ବହୁତ ଦୁଖ ଲାଗିଥାଏ । ସାଧାରଣତ ତୁଳସୀ ଗଛ ଶୀତ ଦିନରେ ଶୁଖିବାକୁ ଲାଗେ ଓ ଶେଷରେ ମରିଯାଏ । ସାଧାରଣତ କଥା କୌଣସି ଗଛରୁ ପତର ଯଦି ଝଡିଯିବ ତେବେ ସିଏ ଭୋଜନ ବନେଇପାରିବା ନାହିଁ ।

ଯଦି ଚାହୁଞ୍ଛାନ୍ତି ଆପଣଙ୍କ ତୁଳସୀ ଗଛ ଯଦି ନ ମରେ ତେବେ ଆପଣଙ୍କୁ କିଛି ଉପାୟ  ବିଷୟରେ କହିବୁ । ଯଦି ଆପଣ ତୁଳସୀ ଗଛ କୌଣସି ବଡ ଗମଲାରେ ଲଗାହୋଇଛି । ସେହି ଗାମଳରେ ଥିବା ପୁରୁଣା ମାଟି ବାହାର କରିଦିଅନ୍ତୁ । ସେଥିରୁ ୧୫ ରୁ ୨୦ ପ୍ରତିଶତ ବାହାର ମାଟି କରିଦିଅନ୍ତୁ । ଏହା କରିବା ସମୟରେ ଆପଣ ସାବଧାନ ରୁହନ୍ତୁ । କାରଣ କି ଗଛ ବଡ ହୋଇଥାଏ । ଯଦି ଗଛର ଚେର ଯଦି ହଲାଇଯାଏ । ଗଛ ସୁଖୀ ପାରେ । ସେଥିପାଇଁ ଆମେ ନୂଆ ମାଟି ସେଥିରେ ଦେଇଥାଉ । ଯାହାଦ୍ୱାରା ଗଛକୁ ଭଲ ପୋଷଣ ମିଳିଥାଏ ।

ମାଟି ଦବା ପୂର୍ବରୁ କିଛି ସାର ଦେଇଥାଉ ।  ହାଲକା ହାଲକା ଭାବରେ ମାଟିକୁ ଖୋଲି ଦେବାକୁ ପଡିବ । ତୁଳସୀ ଗଛ ପାଇଁ ଯେଉଁ ମାଟି ନେବେ କଳା ମାଟି ବା ଚିକିଟା ମାଟି ଅଧିକ ମାତ୍ରାରେ ଉରବକା ତତ୍ଵ ରହିଥାଏ । ଗୋଟେ ଚାମୁଚ ସୋରିଷ  ଫର୍ଟଲାଇଜର ନେବାକୁ ପଡିବ ।  ପ୍ରଥମେ କଳା ମାଟି ନେବେ ଯାହାକୁ ଗୋଟେ ସ୍ତର ଦେଇ ଦେବେ ।

ତାପରେ ସୋରିଷ  ଫର୍ଟଲାଇଜର ପାଉଡର ଗୋଟେ ଚାମଚ ଦେଇଦେବେ । ଏଥିରେ ନାଇଟ୍ରୋଜେନ ଅଧିକ ମାତ୍ରାରେ ରହିଥାଏ । ଯାହାଦ୍ଵାରା ଗଛ ଶୀଘ୍ର ବଢିଯାଇଥାଏ । ପୁଣି ସେହିପରି ମାଟି ଆଉ ଗୋଟେ ସ୍ତର ଦେବେ ସେଥିରେ ସୋରିଷ ଫର୍ଟଲାଇଜର ଦେବେ । ଯେତେବେଳେ ଖରା ହେଉଥିବ ସେତେବେଳେ ଏହି ପ୍ରକ୍ରିୟା କରନ୍ତୁ । ତାପରେ ସବୁଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ । ଏହି ପ୍ରକ୍ରିୟା କରନ୍ତୁ ତୁଳସୀ ଗଛ ବଢିବାକୁ ଲାଗିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button