IBN ଓଡ଼ିଶା ବ୍ୟୁରୋ

ଗର୍ଭଧାରଣର ସହବାସର ସଠିକ ସମୟ କ’ଣ ? ଦେଖନ୍ତୁ କଣ କୁହନ୍ତି

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ପ୍ରତେକ ନାରୀର ସ୍ଵପ୍ନ ରହିଥାଏ ମା ହେବା । କିନ୍ତୁ ଯେଉଁ ନାରୀ ମାନଙ୍କର ଠିକ ଭାବେ କନସେପ୍ଟ କରି ପାରନ୍ତି ନାହି ସେମାନଙ୍କର ଗର୍ଭଧନ କରିବାରେ ସମୟ ରହିଥାଏ । କିଛି ମହିଳାଙ୍କର ପ୍ରତି ମାସରେ ମାସିକ ଧର୍ମ, ହରମୋନ ଠିକ ରହିବା, ଅଲ୍ଟ୍ରାସାଉଣ୍ଡ ଠିକ ରହିଥିବା, ସ୍ଵାମୀଙ୍କ ଧାତୁ ମଧ୍ୟ ଠିକ ରହୁଛି, ମାସିକ ଧର୍ମ ସମୟରେ ଠିକ ଭାବେ ବ୍ଳଡିଂ ମଧ୍ୟ ହେଉଛି, ଟ୍ଯୁ ପ୍ୟାଟେନ୍ସି ଠିକ ଅଛି କିନ୍ତୁ ଗର୍ଭଧାରଣ ହୁଏ ନାହି ।

ତେବେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଟାହ ହେଉଛି ଯେଉଁ ମହିଳା ମାନେ ଟିଟିସି ରେ ରହୁଛନ୍ତି ସେମାନେ ଜାଣିବା ଦରକାର କନସେପ୍ଟ କରିବା ସମୟରେ ମାତ୍ର ୨୫% ଚାନ୍ସ ରହିଥାଏ ପ୍ରେଗନେଣ୍ଟ ହେବାର । ଏହି ୨୫% ଚାନ୍ସ ବଢିଥାଏ ସେତେବେଳେ ଯେତେବେଳ ଆମ ଫର୍ଟିଲିଟି ୱିଣ୍ଡୋ ଠିକ ରହିଥାଏ । ଆପଣଙ୍କର ମାସିକ ଧର୍ମର ସମୟ ହେଉଛି ୨୮ ରୁ ୩୦ ଦିନ ମଧ୍ୟରେ ।

କିନ୍ତୁ ପୃଏଡ ହେବାର ଶେଷ ୧୪ ଦିନ ହେଉଛି ସବୁଠାରୁ ଜରୁରୀ ସମୟ । ସେହି ସମୟକୁ କୁହାଯାଏ ଲୁଟିୟାଲ ଫେସ । ଯଦି ମହିଳାଙ୍କର ପ୍ରତି ମାସରେ ସମୟ ଅନୁଯାୟୀ ପିରିଏଡ ହେଉଛି ତେବେ ତାଙ୍କ ଓଭାରିରୁ ଯେଉଁ ଅଣ୍ଡା ବାହାରୁଛି ତାହା ୧୩ ରୁ ୧୪ ଦିନ ମଧ୍ୟରେ ବାହାରୁଛି ।

ତେବେ ଯଦି ଜେଣ ମହିଳାଙ୍କର ଓଭାରି ରୁ ଆଜି ଅଣ୍ଡା ବାହାରିଲା ତେବେ ତାହା ମାତ୍ର ୨୪ ଘଣ୍ଟା ଯାଏଁ ସରଭାଇଭ କରିବ । ୨୪ ଘଣ୍ଟା ପରେ ସେ ଅଣ୍ଡା ନଷ୍ଟ ହୋଇଯାଏ । ଏହି ୨୪ ଘଣ୍ଟା ପୂର୍ବରୁ ମହିଳା ମାନେ କନସେପ୍ଟ କରିଲେ ପ୍ରେଗନେନ୍ସି ଚାନ୍ସ ବଢିଥାଏ । ମହିଳାଙ୍କର ମାସିକ ଧର୍ମ ହେବା ପରେ ୧୨ ରୁ ୧୬ ଦିନ ମଧ୍ୟରେ କନସେପ୍ଟ କରିଲେ ଗର୍ଭଧାରଣ ର ଚାନ୍ସ ବଢିଥାଏ ।

ଆପଣ ପିରିଏଡ ହେବା ପରେ ୧୨ରୁ ୧୪ ଦିନ ବା ୧୬ ଦିନ ବା ୧୮ ଦିନ ଯାଏଁ କନସେପ୍ଟ କରିଲେ ରେଜଲ୍ଟ ମିଳିଥାଏ । ଯଦି ଆପଣଙ୍କର ପିରିଏଡ ଗୋଟିଏ ମାସ ବନ୍ଦ ହୋଇଯାଏ ତେବେ ଭୟ କରିବାର କିଛି କଥା ନାହି । ବିଶେଷ କରି ଗୋଟିଏ ସପ୍ତାହ ଯାଏଁ ଆପଣଙ୍କୁ ଜଗିବାକୁ ପଡିବ । ତେବେ ଏହାର କାରଣ ମାନସିକ ଚିନ୍ତା ବା ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ହେବା ବା କୌଣସି ଔଷଧର ସାତ ଇଫେକ୍ଟ ହୋଇପାରେ ।

ଯାହା ପାଇଁ ପିରିଏଡ ବିଳମ୍ବ ରେ ହୋଇପାରେ । ପିରିଏଡ ବନ୍ଦ ହେବାର ଗୋଟେ ସପ୍ତାହ ପରେ ୟୁରିନ ଟେଷ୍ଟ କରିଲେ ରେଜଲ୍ଟ ଜଣା ପଡିଥାଏ । ୟୁରିନ ଟେଷ୍ଟ କରିବାର ସଠିକ ସମୟ ହେଉଛି ମିସ ପିରିଏଡ ହେବାର ଗୋଟିଏ ସପ୍ତାହ ପରେ । ପିରିଏଡ ହେବାର ୧୨ରୁ ୧୬ ଦିନ ମଧ୍ୟରେ କନସେପ୍ଟ କରିଲେ ଗର୍ଭଧାରଣ ହେବାର ଚାନ୍ସ ଅଧିକ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button