ରାଜ୍ୟ

କେବେ ମିଳିବ ମାଗଣା ବିଜୁଳି..ଲୋକେ କଲେଣି ଆଲୋଚନା

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ରାଜ୍ୟରେ ନୂଆ ସରକାର ଆସିଛନ୍ତି।ବିଜେପି ସରକାର ନିର୍ବାଚନ ସମୟ ରେ ଲୋକ ଙ୍କୁ ଅନେକ ପ୍ରକାର ପ୍ରତିଶ୍ରୁତି ଦେଇ ଥିଲେ।ହେଲେ ଏ ଯାଏଁ ବିଜେପି ସରକାର ଗୋଟିଏ ହେଲେ ପ୍ରତିଶ୍ରୁତି ପୂରଣ କରି ନାହିଁ।ଯାହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଚି।ବିଭିନ୍ନ ରାଜନୈତିକ ବିଚାରକ ମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି।ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ଆଜି କହିବାକୁ ଯାଉଛୁ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Gg

ସୂଚନା ଅନୁସାରେ ଆମ ରାଜ୍ୟରେ ଦୀର୍ଘ ୨୫ ବର୍ଷ ଶାସନ କରି ଥିଲେ ନବୀନ ପଟ୍ଟନାୟକ।କିନ୍ତୁ ଏବେ ବିଜେପି ତାର ନୂଆ ସରକାର ଗଢିଛି।ଲୋକ ମାନେ ମଧ୍ୟ ଏଥିରେ ବହୁତ ଖୁସି ଥିଲେ।ହେଲେ ଏ ଯାଏଁ ବିଜେପି ଲୋକ ଙ୍କୁ ଦେଇଥିବା ଗୋଟିଏ ସର୍ତ୍ତ କୁ ମଧ୍ୟ ପୂରଣ କରି ନାହିଁ।ତେବେ ଏ ନେଇ ମୁହଁ ଖୋଲିଛନ୍ତି ଜଣେ ରାଜନୀତି ବିଚାରକ କେଦାର ମିଶ୍ର।ତାଙ୍କ କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକ ତାଙ୍କ କଥା କୁ ଖୁବ୍ ସମର୍ଥନ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ ମୋଦି ସରକାର ଙ୍କ କଥା ଶୁଣି ଲୋକ ମାନେ ତାଙ୍କୁ ଭୋଟ ଦେଇ ଥିଲେ।ହେଲେ ଏ ଯାଏଁ ଆମ ସରକାର ଗୋଟିଏ ହେଲେ ବି ପ୍ରତିଶ୍ରୁତି ପୂରଣ କରି ନାହାନ୍ତି।କେବଳ ଆମକୁ ଭବିଷ୍ୟତ ଦେଖାଇଛନ୍ତି।ସେମାନେ ଆଗକୁ ସୁଭଦ୍ରା ଯୋଜନା ଆସିବ ବୋଲି କହି ଥିଲେ।ବିଜୁଳି ବିଲ କାଟ ହେବ।ରତ୍ନ ଭଣ୍ଡାର ଖୋଲା ଯିବ।ଏଭଳି ଅନେକ ସ୍ବପ୍ନ ଦେଖାଇ ଥିଲେ।ହେଲେ ଏହା ଏ ଯାଏଁ ପୂରଣ ହୋଇ ନାହିଁ। ଲୋକ ମାନେ କେବଳ ଭବିଷ୍ୟତ ପାଇଁ ଆଶା ରଖିଛନ୍ତି।ଏହି ସମୟ ରେ ରତ୍ନ ଭଣ୍ଡାର ଖୋଲିବା କଥା।ଆମ ପୂର୍ବ ସରକାର ମଧ୍ୟ କହିଥିଲେ କି ରତ୍ନ ଭଣ୍ଡାର ଖୋଲା ଯିବ।ହେଲେ କାହିଁ।ଆଜି ଯାଏଁ ତାହା ସେମିତି ପଡ଼ି ରହିଛି।ଏବେ ଦେଖିବାକୁ ବାକି ରହିଲା କେବେ ଆମ ସରକାର ତାଙ୍କ ପ୍ରତିଶ୍ରୁତି ପୁରଣ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button