IBN ଓଡ଼ିଶା ବ୍ୟୁରୋ

ଚିତ୍କାର କରୁଥିଲା ନୂଆ ବୋହୂ..ଏମିତି କରି ଚାଲିଲା ଶାଶୁ

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଯୌତୁକ ପାଇଁ ଚାଲି ଯାଇଚି ଜଣେ ନବ ବଧୁ ଙ୍କ ଜୀବନ।ହାତ ରୁ ମେହେନ୍ଦି ଲିଭିନି।ହେଲେ ଚାଲି ଗଲା ଜୀବନ।ତିନି ମାସ ର ଗ-ର୍ଭ-ବ-ତୀ ମହିଳା ଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ସାଗର ଗାଁ ରେ।
ସୂଚନା ଅନୁସାରେ ଗତ ୬ ମାସ ତଳେ କବିତା ନାମକ ଝିଅ ଟି ନିଜ ପରିବାର ଇଚ୍ଛା ରେ ରତିକାନ୍ତ ଙ୍କୁ ବିବାହ କରି ଥିଲେ।ବିବାହ ସମୟ ରେ ରତିକାନ୍ତ ଙ୍କ ପରିବାର ପକ୍ଷରୁ ଅନେକ ଯୌତୁକ ମଗା ଯାଇ ଥିଲା।କବିତା ଙ୍କ ବାପା ମଧ୍ୟ ପୁଅ ଘର ଇଚ୍ଛା ଅନୁସାରେ ସବୁପ୍ରକାର ଯୌତୁକ ଦେଇ ଥିଲେ।ହେଲେ ବିବାହ ର ୧୫ ଦିନ ପରେ କବିତା ଙ୍କ ଉପରେ ଆରମ୍ଭ ହୋଇ ଯାଇ ଥିଲା ଅତ୍ୟାଚାର।ଆଉ ୫୦ ହଜାର ଟଙ୍କା ଆଣିବା ପାଇ ତାଙ୍କୁ ବାଧ୍ୟ କରା ଯାଇ ଥିଲା।
ବିବାହ ର ଛ ମାସ ହୋଇ ନ ଥିଲା।ହେଲେ ଯୌତୁକ ପାଇଁ ତାଙ୍କ ଶାଶୁ ତାଙ୍କୁ ବହୁତ ହଇରାଣ କରୁ ଥିଲେ।କବିତା ବାଧ୍ୟ ହୋଇ ନିଜ ବାପଘର କୁ ଚାଲି ଆସି ଥିଲେ।ଏହା ପରେ ସ୍ଵାମୀ ରତିକାନ୍ତ ତାଙ୍କୁ ବୁଝା ସୂଝା କରି ନେଇ ଯାଇ ଥିଲେ।ହେଲେ ଏହାର କିଛି ଦିନ ପରେ ସବୁକିଛି ପରିବର୍ତ୍ତନ ହୋଇ ସାରି ଥିଲା।କିଛି ଦିନ ପରେ କବିତା ଙ୍କ ମୃ-ତ ଦେହ କୁ ତାଙ୍କ ଘରୁ ଉଦ୍ଧାର କରା ଯାଇ ଥିଲେ।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି କବିତା ଙ୍କ ବାପା।
ସେ କହିଛନ୍ତି କୁ ତାଙ୍କ ଝିଅ କୁ ମା-ରି ଦିଆ ଯାଇଚି।ସେ ଥାନା ରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ମାନେ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ କବିତା ଙ୍କୁ ନ୍ୟାୟ ମିଳୁଚି।ଓ ତାଙ୍କ ସ୍ଵାମୀ ଓ ଶାଶୁ ଙ୍କୁ ଦଣ୍ଡ ଦିଆ ଯାଉଚି

Related Articles

Leave a Reply

Your email address will not be published. Required fields are marked *

Back to top button