IBN ଓଡ଼ିଶା ବ୍ୟୁରୋ

ମନ୍ଦିର ଭିତରେ ପଶିଲେ ବାହା ହେଇଗଲେ ଦେଖନ୍ତୁ ପ୍ରେମୀ ଯୁଗଳ ମାନଙ୍କ ପ୍ରେମ VIRAl VIDEO

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଭିଡିଓ ଦେଖିଲେ ଆପଣମାନେ ସମସ୍ତେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆପଣମାନେ ଏହି ଖବର ଶୁଣିବା ପରେ ସବୁ କଥା ଜାଣିପାରିବେ ।
ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି ଆଜିକା ଯୁଗରେ ପିଲାମାନେ ପ୍ରେମ କରି କଣ ସବୁ କରୁଛନ୍ତି । ଆଉ ପ୍ରେମ କରି ଏଭଳି ସବୁ କାମ କରିବା କେତେଦୂର ଠିକ୍ ତାହା ଆପଣମାନେ ଏହି ଭିଡିଓ ଦେଖି କହିପାରିବେ ।
ଏହି ଭିଡିଓରେ ଏଭଳି କିଛି ଜିନିଷ ଦେଖିପାରିବେ ଯାହା ଏହି ସମାଜରେ ସବୁବେଳେ ସବୁ ପରିସ୍ଥିତିରେ ପ୍ରାୟ ଘଟି ଚାଲୁଛି । ସ୍କୁଲ ପରେ ବାପା ମା ମାନେ ବହୁତ ଆଶା ରଖି ନିଜ ଛୁଆକୁ କଲେଜକୁ ପଠାଇଥାନ୍ତି । କିନ୍ତୁ ପିଲାମାନେ ଏଭଳି ସବୁ କାମ କରନ୍ତି ଯାହା ନିନ୍ଦନୀୟ ଅଟେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ମନ୍ଦିରରେ ବିବାହ କରୁଛନ୍ତି । ଆଉ ସେ ବିବାହ କରିବା ବେଳେ ତାଙ୍କ ସାଙ୍ଗ ଏହି ଭିଡିଓ କରିଛନ୍ତି । ଆଉ ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।
ଏହି ଭିଡିଓରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଆସି ତାର ପ୍ରେମିକ ଆସି ବିବାହ କରୁଛି । ଆଉ ସେହି ପ୍ରେମିକ ଜଣକ ପ୍ରେମିକା ମୁଣ୍ଡରେ ସିନ୍ଦୂର ଦେଉଛି । ଆଉ ଏହାସହ ସେ ତାକୁ ବରଣ ମାଳ ପିନ୍ଧାଉଛି । ଯାହା ଏହି ଭିଡିଓରେ ଦେଖିପାରିବେ ।
ଏହି ଭାଇରାଲ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆଉ ଏହି ଭାଇରାଲ ଭିଡିଓ ଦେଖିଲେ ଆପଣମାନେ ମଧ୍ୟ ସବୁକିଛି ଜାଣିପାରିବେ । ଝିଅର ବୟସ ହୋଇନାହିଁ କିନ୍ତୁ ସେ ତାର ପ୍ରେମିକ ସହ ବିବାହ କରୁଛି ।
ଆଉ ତାର ସାଙ୍ଗ ଏହି ବିବାହ କରିବାର ଭିଡିଓ କରିଛି । ଯାହା ଏବେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଲୋକମାନେ ଅନେକ ପ୍ରକାରର କଥା କହିଛନ୍ତି । ଆଉ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି । ଆପଣମାନେ ତାହା ଦେଖିପାରିବେ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button